Daily Archives

August 24, 2019

ସେପ୍ଟେମ୍ବର ୩ରେ ପାଳନ ହେବ ନୂଆଁଖାଇ । ଧାର୍ଯ୍ୟ ହେଲା ଲଗ୍ନ, ୧୦ଟା ୫ରୁ ୧୦ଟା ୨୦ ମଧ୍ୟରେ ମା’ ସମଲେଶ୍ୱରୀଙ୍କୁ ଲାଗି…

କନକ ବ୍ୟୁରୋ : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ‘ନୂଆଁଖାଇ’ ଲାଗି ସମ୍ବଲପୁରର ଆରାଧ୍ୟ ଦେବୀ ମା’ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ପାଇଁ ଶନିବାର ପଣ୍ଡିତ ମହାସଭାରେ ଲଗ୍ନ ନିର୍ଦ୍ଧାରଣ ହୋଇଛି । ଆସନ୍ତା ସେପ୍ଟେମ୍ବର ୩ରେ ସମ୍ବଲପୁର ସମେତ ବରଗଡ଼, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା,…

ପେସାରେ ଶିକ୍ଷକ ହେଲେ ନିଶା ଚାଷ କରିବା । ବାଡିରେ ୭ଫୁଟ ୪ ଇଂଚ ଲମ୍ବର ବିରଳ ଛଚିନ୍ଦ୍ରା ଫଳାଇ ଚର୍ଚ୍ଚାରେ ରାଜକନିକାର…

କନକ ବ୍ୟୁରୋ: ଆଜିର ଦିନରେ ଲୋକେ ନିଜ ବାଡି ବଗିଚାରେ ଆଉ ପୂର୍ବଭଳି ପନିପରିବା ଚାଷ ଆଦି କରୁନାହାଁନ୍ତି । ଗାଁ ଗଣ୍ଡାରେ ଥିବା ଚାଳ ଛପର ଘରମାନଙ୍କରେ ବି ଆଉ ଆଗ ଭଳି ବୋଇତି କଖାରୁ, ଜହ୍ନି, ଲାଉ, ପୋଇ, କାକୁଡି ଭଳି ପରିବା ଗଛ ଦେଖିବାକୁ ମିଳୁନି । ପରିବାଟିଏ ଖାଇବାକୁ ହେଲେ ଲୋକେ ଏବେ…

ମହଙ୍ଗା ପଡିଲା ଫେସବୁକ୍ ପ୍ରେମ ! ପ୍ରତାରଣା ପରେ ବ୍ଲାକମେଲିଂ କରି ଟଙ୍କା ଲୁଟିନେଲା ପ୍ରେମିକ, ପରେ ସୋସିଆଲ ମିଡିଆରେ…

କନକ ବ୍ୟୁରୋ : ପ୍ରେମ, ଯୌନ ସମ୍ପର୍କ, ପ୍ରତାରଣା... ପ୍ରେମ ପ୍ରତାରଣାର ଏହା ଏପରି ଏକ କାହାଣୀ, ଯାହା ହୁଏତ ‘ପ୍ରେମ’ ଶବ୍ଦ ଉପରୁ ବିଶ୍ୱାସ ହଟାଇ ଦେଇପାରେ । କୁହାଯାଏ ତ୍ୟାଗର ଅନ୍ୟନାମ ହେଉଛି ପ୍ରେମ । କିନ୍ତୁ ଯେତେବେଳେ ଏହି ପବିତ୍ର ସମ୍ପର୍କ ମିଛର ସାହାରାରେ ଆରମ୍ଭ ହୋଇଥାଏ, ସେତେବେଳେ…

ବିଜେପି ସରକାର ପାଇଁ ସଙ୍କଟମୋଚକ ଥିଲେ ଜେଟଲି। ଜଟିଳ ସ୍ଥିତିରେ ଗୃହରେ ଦଳର ଧରୁଥିଲେ ମଙ୍ଗ

କନକ ବ୍ୟୁରୋ: ଅରୁଣ ଜେଟଲି ମୋଦି ସରକାରଙ୍କ ପ୍ରଥମ ପାଳିର ଦ୍ୱିତୀୟ ସ୍ଥାନରେ ଥିବା ନେତା ଭାବେ ଗଣା ହେଉଥିଲେ । ପେଶାରେ ଜଣେ ଆଇନଜୀବୀ ଥିବା ଏହି ନେତା ଗତ ୫ବର୍ଷ ଭିତରେ ଦେଶର ମୋଷ୍ଟ ପାୱାରଫୁଲ ମିନିଷ୍ଟର ଭାବେ ଜଣାଶୁଣା ଥିଲେ । ଏପରିକି ଅନେକ ସମୟରେ ମୋଦି ସରକାରଙ୍କ ପାଇଁ ଟ୍ରବୁଲ ସୁଟର…

ଜେଟଲିଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଶୋକ: ନବୀନ କହିଲେ, ସେ ଥିଲେ ଖ୍ୟାତିନାମା ଆଇନଜୀବୀ, ସାଂସଦ ଓ ବିଜ୍ଞ…

କନକ ବ୍ୟୁରୋ: ଅରୁଣ ଜେଟଲିଙ୍କ ବିୟୋଗର ଶୋକପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି ଟୁଇଟ କରି କହିଛନ୍ତି ଜେଟଲି ଜଣେ ବିଜ୍ଞ ରାଜନୀତିଜ୍ଞ ଥିଲେ ଏବଂ ଜଣେ ଅସାଧାରଣ ରାଜନେତା ଥିଲେ । ବିୟୋଗ ଖବର ପରେ ଜେଟଲିଙ୍କ ପତ୍ନୀ ଓ ପୁଅ ସହ କଥା ହୋଇ ତାଙ୍କୁ ସମବେଦନା ଜଣାଇଛନ୍ତି । ବିଦେଶ ଗସ୍ତ…

ନେତାଙ୍କ ଭିତରେ ଭିନ୍ନ ଥିଲେ ଅରୁଣ ଜେଟଲି । ଜନତାଙ୍କ ସେବା କରିବାକୁ ଛାଡି ଦେଇଥିଲେ ଓକିଲାତି

କନକ ବ୍ୟୁରୋ: ଅଫେରା ଦୁନିଆରେ ପୂର୍ବତନ ଅର୍ଥମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଅରୁଣ ଜେଟଲି । ଚିକିତ୍ସାଧିନ ଅବସ୍ଥାରେ ଆଜି ଦିଲ୍ଲୀ ସ୍ଥିତ ଏମ୍ସ ମେଡିକାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଅରୁଣ ଜେଟଲି । ମୋଦି ସରକାରଙ୍କ ପ୍ରଥମ ପାଳିରେ ଅର୍ଥ ଓ ପ୍ରତିରକ୍ଷା ବିଭାଗ…