Daily Archives

August 23, 2019

ଜନ୍ମାଷ୍ଟମୀ ଉତ୍ସବ ପାଳନ ବେଳେ ଅଘଟଣ : ପଶ୍ଚିମବଙ୍ଗର ଉତ୍ତର ୨୪ପ୍ରଗଣାରେ ଭୁଷୁଡିଲା ମନ୍ଦିରର କାନ୍ଥ, ୪ ମୃତ ,୩୦ରୁ…

କନକ ବ୍ୟୁରୋ : ପଶ୍ଚିମବଙ୍ଗର ଉତ୍ତର ୨୪ପ୍ରଗଣାରେ ଜନ୍ମାଷ୍ଟମୀ ଉତ୍ସବ ପାଳନ ବେଳେ ଅଘଟଣ । ମନ୍ଦିରର କାନ୍ଥ ଭୁଷୁଡି ପଡିବା ଯୋଗୁଁ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୩୦ଜଣ ଆହତ ହୋଇଛନ୍ତି । ଦୁର୍ଘଟଣା ପରେ ଏସଏସକେଏମ ହସ୍ପିଟାଲରେ ଆହତଙ୍କୁ ଭର୍ତ୍ତି କରାଯାଇ ଚିକିତ୍ସା ସେବା ଯୋଗଇ…

ଅବୁଝା ମାନବ ସମାଜ ହେଲେ ବୁଝିଲା କାଉ : ପ୍ଲାଷ୍ଟିକ ବୋତଲ ଉଠାଇ ଡଷ୍ଟବିନରେ ପକାଇଲା

‘ଗାଁ ପରିମଳ ଧୋବା ତୁଠରୁ’ ନ୍ୟାୟରେ ମୋଦି ସରକାର ଆରମ୍ଭ କରିଥିଲେ ସ୍ୱଚ୍ଛ ଭାରତ ଅଭିଯାନ’ । ମୋଦିଙ୍କ ପ୍ରଥମ ପାଳିରେ’ ସ୍ୱଚ୍ଛ ଭାରତ ଅଭିଯାନ’ ସମଗ୍ର ଦେଶ ତଥା ପୁରପଲ୍ଲୀ ରେ ବେଶ ଆଦୃତ ହୋଇପାରିଥିଲା । ବେଶ କିଛି ଦିନ ଖବରକାଗଜର ପୃଷ୍ଠାମଣ୍ଡନ କରିଥିଲା ‘ସ୍ୱଚ୍ଛ ଭାରତ ଅଭିଯାନ’।…

ତାମିଲନାଡୁରେ ହାଇଆଲର୍ଟ :୬ ସନ୍ଦିଗ୍ଧ ଆତଙ୍କବାଦୀ ପଶିଆସିଥିବା ଗୁଇନ୍ଦା ସୂଚନା ପରେ ବଢିଲା ସୁରକ୍ଷା

କନକ ବ୍ୟୁରୋ : ତାମିଲନାଡୁ କୋଏମ୍ବାଟୁରକୁ ପଶିଆସିଛନ୍ତି ୬ ସନ୍ଦିଗ୍ଧ ଆତଙ୍କବାଦୀ । ଶ୍ରୀଲଙ୍କା ରାସ୍ତା ଦେଇ ୬ ଲସ୍କର ଆତଙ୍କବାଦୀ ତାମିଲନାଡୁ କୋଏମ୍ବାଟୁରରେ ଅନୁପ୍ରବେଶ କରିଛନ୍ତି । ଏନେଇ ଗୁଇନ୍ଦା ସୂଚନା ମିଳିବା ପରେ ରାଜ୍ୟରେ ହାଇଆଲର୍ଟ ଜାରି କରାଯାଇଛି । ତା ସହ ପୁଲିସ ପ୍ରଶାସନ…

ଖୁସି ଖବର ! ଏଣିକି ଖାଲି କ୍ଷୀର ପ୍ୟାକେଟ୍ ଫେରାଇଲେ ଏହି ସାମଗ୍ରୀ ଉପରେ ମିଳିବ ବିଶେଷ ରିହାତି

କନକ ବ୍ୟୁରୋ: ସାରା ଦେଶରେ ପ୍ଲାଷ୍ଟିକର ବ୍ୟବହାର କମ କରିବା ପାଇଁ ଏବଂ ସିଙ୍ଗିଲ ୟୁଜ ପ୍ଲାଷ୍ଟିକ (Single Use Plastic) କୁ ବ୍ୟାନ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେଦ ନିଆଯାଇଛି । ସେ ନୋ ଟୁ ପ୍ଲାଷ୍ଟିକ (Say no to plastic) ଅଭିଯାନକୁ ଆଗକୁ …

କଳା ତାଲିକାଭୁକ୍ତ ପାକିସ୍ତାନ : ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣା ରୋକିବାରେ ଏଫଏଟିଏଫ୍ ମାନଦଣ୍ଡରେ ଫେଲ୍ ଇମ୍ରାନ୍…

କନକ ବ୍ୟୁରୋ : ପାକିସ୍ତାନକୁ ବଡ଼ ଝଟକା । ଆର୍ଥିକ ମାନ୍ଦାବସ୍ଥା ଦେଇ ଗତି କରୁଥିବା ଇମ୍ରାନ୍ ସରକାରଙ୍କୁ ଦେଶବାସୀଙ୍କ ଅପେକ୍ଷା ଆତଙ୍କବାଦୀ ପ୍ରେମ ଅଧିକ । ଦେଶ ପଛେ ଚୁଲିକୁ ଯାଉ, ହେଲେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଜାରି ରହୁ । ଭାରତର ଅନ୍ତରୀଣ ମାମଲାରେ ଅଯଥା ମୁଣ୍ଡ ପୁରାଉଥିବା…

ପୁଣି ଚିଦାମ୍ବରମଙ୍କୁ ମିଳିଲାନି ସୁପ୍ରିମକୋର୍ଟରୁ ଆଶ୍ୱସ୍ତି । ସୋମବାରକୁ ଘୁଞ୍ଚିଲା ଜାମିନ ଶୁଣାଣି

କନକ ବ୍ୟୁରୋ: ପୁଣି ସୁପ୍ରିମକୋର୍ଟରୁ ନିରାଶ ହେଲେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ । ଆଜି ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରି ପୁଣି ଏହାକୁ ସୋମବାର ଯାଏଁ ଘୁଂଚାଇଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଚିଦାମ୍ବରମ ଏବେ ସିବିଆଇ ରିମାଣ୍ଡରେ ଥିବାରୁ ତାଙ୍କ…