Daily Archives

August 21, 2019

ଚେନ୍ ଲୁଟ୍ କରି ଫେରାର ହୋଇଯାଇଥିଲେ ଲୁଟେରା । ପୋଲିସ ଧରିବାରୁ ଭୟରେ ଚେନକୁ ଗିଳିଦେଲେ ।

କନକ ବ୍ୟୁରୋ : ରାଜସ୍ଥାନର ବିକାନେର ଜିଲ୍ଲାରେ ଗଙ୍ଗାସହର ପୁଲିସ ଚେନ୍‌ ଲୁଟ ମାମଲାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଦୁଇ ଅଭିଯୁକ୍ତ ଗଙ୍ଗାସହରରେ ଜଣେ ମହିଳାଙ୍କ ଗଳାରୁ ଚେନ୍‌ ଛିଣ୍ଡାଇ ଫେରାର ହୋଇଯାଇଥିଲେ । ପୁଲିସ ତଦନ୍ତ କରି ଏହି ଦୁଇ ଚେନ୍‌ ଲୁଟେରାଙ୍କୁୁ…

ଗିରଫ ହେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍ । ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ କଲା ସିବିଆଇ,…

କନକ ବ୍ୟୁରୋ : ପି.ଚିଦାମ୍ବରମଙ୍କୁ ଗିରଫ କଲା ସିବିଆଇ । ଚିଦାମ୍ବରମଙ୍କ ଦିଲ୍ଲୀ ସ୍ଥିତ ବାସଭବନରୁ ତାଙ୍କୁ ହେପାଜତରେ ନେବା ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚିଦାମ୍ବରମଙ୍କୁ ସିବିଆଇ ଗିରଫ କରିଛି । କଡା ସୁରକ୍ଷା ମଧ୍ୟରେ ତାଙ୍କୁ ସିବିଆଇ ଜେପାଜତକୁ ନେଇଥିଲା । ତେବେ ଆସନ୍ତାକାଲି…

ଅଳିଆ ଗଦାରେ ୧୮୫ କୋଟିର ବସ୍ । କାହା ସ୍ୱାର୍ଥରେ କିଣାଗଲା, କାହିଁକି ନଷ୍ଟ ହେବାକୁ ଦିଆଗଲା? ସୂଚନା ଅଧିକାର ବଳରେ…

କନକ ବ୍ୟୁରୋ : ଅଳିଆ ଗଦାରେ ପଡିଛି ୧୮୫ କୋଟି ଟଙ୍କାର ବସ୍ । ଅନେକ ରଙ୍ଗୀନ ସ୍ୱପ୍ନ ଦେଖାଇ ଠିକ ୯ ବର୍ଷ ତଳେ ଯେତେବେଳେ ଗୋଟିଏ ବସ୍ ପିଛା କୋଟିଏ ଟଙ୍କା ଖର୍ଚ୍ଚ କରି ସରକାର କିଣିବାକୁ ନିର୍ଣ୍ଣୟ କଲେ, ତାର ଅନ୍ତିମ ପର୍ଯ୍ୟାୟ ଯେ ଏଭଳି ହେବ ତାକୁ କେହି କଳ୍ପନା ମଧ୍ୟ କରିନଥିଲେ । କାହିଁକି…

ସିବିଆଇ ହେପାଜତରେ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍ । ଦିଲ୍ଲୀ ସ୍ଥିତ ବାସଭବନରୁ ଚିଦାମ୍ବରମଙ୍କୁ ଉଠାଇନେଲା ସିବିଆଇ…

କନକ ବ୍ୟୁରୋ : ପି.ଚିଦାମ୍ବରମଙ୍କୁ ଉଠାଇ ନେଲା ସିବିଆଇ । ଚିଦାମ୍ବରମଙ୍କ ଦିଲ୍ଲୀ ସ୍ଥିତ ବାସଭବନରୁ ତାଙ୍କୁ ହେପାଜତରେ ନେଇଛି ସିବିଆଇ । କଡା ସୁରକ୍ଷା ମଧ୍ୟରେ ତାଙ୍କୁ ସିବିଆଇ ଜେପାଜତକୁ ନେଇଥିବା ଜଣାପଡିଛି । ଯେକୌଣସି ମୁହୂର୍ତରେ କଂଗ୍ରେସର ଏହି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ…

ଯେକୌଣସି ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି ଚିଦାମ୍ବରମ୍ । ଚିଦାମ୍ବରମଙ୍କ ଘରେ ପଶିଲା ସିବିଆଇ ।

କନକ ବ୍ୟୁରୋ : ଯେକୌଣସି ସମୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି.ଚିଦାମ୍ବରମଙ୍କୁ ସିବିଆଇ ଗିରଫ କରିପାରେ । ତାଙ୍କୁ ଗିରଫ କରିବା ଲାଗି ସିବିଆଇ ୨ଟି ଟିମ ଓ ଇଡିର ଗୋଟିଏ ଟିମ ପାଚେରୀ ଡେଇଁ ଚିଦାମ୍ବରମଙ୍କ ଜୋରବାଗସ୍ଥିତ ବାସଭବନରେ ପ୍ରବେଶ କରିଛି । ତେବେ ଉକ୍ତ…