Daily Archives

August 20, 2019

ପ୍ରାଣ ହରାଇଲେ ପାକ୍ କମାଣ୍ଡୋ । ଭାରତୀୟ ସେନା ଗୁଳିରେ ପ୍ରାଣ ହରାଇଲେ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ଗିରଫ କରିଥିବା…

ଭାରତୀୟ ବାୟୁସେନାର ପାଇଲଟ ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ଧରିଥିବା ପାକିସ୍ତାନ କମାଣ୍ଡୋ ସୀମାରେ ପ୍ରାଣ ହରାଇଛନ୍ତି । ଏଲଓସି ସୀମାରେ ଭାରତୀୟ ସେନାର ଗୁଳିରେ ପ୍ରାଣ ହରାଇଛନ୍ତି ପାକିସ୍ତାନ ସେନାର ସୁବେଦାର ଅହମ୍ମଦ ଖାନ୍ । ମିଳିଥିବା ସୂଚନା ମୁତାବକ, ପାକିସ୍ତାନ ସେନାର ସ୍ପେଶାଲ…

ମହଙ୍ଗା ପଡିଲା ଭାରତ ବିରୋଧୀ ପୋଷ୍ଟ । ବନ୍ଦ ହେଲା ୨ଶହ ପାକିସ୍ତାନୀଙ୍କ ଟ୍ୱିଟର ଆକାଉଣ୍ଟ ।

କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ବିଚଳିତ ହୋଇଯାଇଛି ପାକିସ୍ତାନ । କେବଳ ନେତା କି ମନ୍ତ୍ରୀ ମୁହଁନ୍ତି । ପାକିସ୍ତାନି ଲୋକମାନେ ମଧ୍ୟ ବିଚଳିତ ହୋଇଯାଇଛନ୍ତି । ଯାହାକୁ ନେଇ ସୋସିଆଲ ମିଡିଆରେ ଭାରତକୁ ଟାର୍ଗେଟ କରି ବିବାଦିୟ ମନ୍ତବ୍ୟ ରଖୁଛନ୍ତି । ଠିକ ସେହି ଭଳି ଏକ ଘଟଣା ଏବେ ସାମ୍ନାକୁ…

ଘର, ମଠ ଓ ମନ୍ଦିର ମୁକ୍ତ ହେଲା ଶ୍ରୀମନ୍ଦିରର ମେଘନାଦ ପାଚେରୀ । ହଟିଲା ଜବରଦଖଲ, ବେଆଇନ କୋଠାବାଡ଼ିରେ ଚାଲିଲା ବୁଲଡୋଜର…

କନକ ବ୍ୟୁରୋ : ମୁକ୍ତ ହେଲା ଶ୍ରୀମନ୍ଦିରର ମେଘନାଦ ପାଚେରୀ । ପାଚେରୀକୁ ଲାଗି ରହିଥିବା ସମସ୍ତ ନିର୍ମାଣକୁ ଉଚ୍ଛେଦ କରିଛି ପୁରୀ ପ୍ରଶାସନ । ପତ୍ନତତ୍ତ୍ୱ ବିଭାଗର ସୁପାରିଶ ଏବଂ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଦୁଇ ଦିନ ଧରି ଜବରଦଖଲ ଉଚ୍ଛେଦ କରାଯାଇଛି । ଏହି ଉଚ୍ଛେଦ ପ୍ରକିୟା ଭିତରେ ବଡ଼…

ଗୋଲାପ ଧରି ଫଟୋ ଉଠାଇଥିଲି, ଦଉଡି କିଏ ଧରାଇ ଦେଲା କେଜାଣି । ପୋଷ୍ଟର ବିବାଦରେ ଦୂତିଙ୍କୁ କ୍ଷମା ମାଗିଲେ ପପୁ ପମପମ ।

କନକ ବ୍ୟୁରୋ : ଦୌଡରାଣୀ ଦୂତି ଚାନ୍ଦଙ୍କୁ କ୍ଷମା ମାଗିଲେ ପପୁ ପମପମ । ବିବାଦୀୟ ପୋଷ୍ଟରକୁ ନେଇ ଦୂତି ଓ ପପୁ ପମପମଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା । ଆଉ କ୍ଷମା ମାଗିବା ସହ ଏହି ବିବାଦର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ପପୁ । ଅଡିଓ କ୍ଲିପକୁ ନେଇ ନିଜର ଭୁଲ ସ୍ୱୀକାର କରିବା ସହ ରାଗିକି…

ଫେସବୁକରେ ଲିଙ୍କ୍ ହେବ ଆଧାରକାର୍ଡ ? ସୋସିଆଲ୍ ସାଇଟରୁ ସଫା ହେବ ଫେକ୍ ଆଇଡି, ଖୁବଶୀଘ୍ର ନିଷ୍ପତ୍ତି ନେଇପାରନ୍ତି…

କନକ ବ୍ୟୁରୋ : ଫେସବୁକ, ଟ୍ୱିଟର, ଇନଷ୍ଟାଗ୍ରାମ, ହ୍ୱାଟ୍ସଆପ୍ ଭଳି ସୋସିଆଲ ମିଡିଆ ସାଇଟ୍ ଗୁଡିକ ଆଧାର ସହ ସଂଯୋଗ ହୋଇପାରେ । ହୁଏତ ଆପଣଙ୍କୁ ଏହା ଆଶ୍ଚର୍ଯ୍ୟ ଲାଗୁଥାଇପାରେ, କିନ୍ତୁ ଏଭଳି ହିଁ କିଛି ଖବର ବର୍ତ୍ତମାନ ସମୟରେ ଜାତୀୟ ଗଣମାଧ୍ୟମର ଶିରୋନାମା ପାଲଟିଛି । ଦିନକୁ ଦିନ ସୋସିଆଲ…