Daily Archives

August 19, 2019

ଅନୁଗୁଳରୁ ଆତୁର ନିବେଦନ: କିଡନୀ କଷ୍ଟ ଦୂର କରିବାକୁ ସରକାରଙ୍କୁ ଗୋବର୍ଦ୍ଧନଙ୍କ ଗୁହାରି… କେବେ କର୍ଣ୍ଣପାତ…

କନକ ବ୍ୟୁରୋ: ଗରିବ ହେବା କଣ ପାପ ? ଗରିବ ଘରେ ଜନ୍ମ ହେବା କଣ ଭୁଲ ? ଦୁଃଖ କଣ ଗରିବର ପିଛା ଛାଡିବନି ବୋଲି ପଣ କରିଛି ? ନା ଗରିବି ଯେଉଁଠି ଦୁଃଖ ସେଇଠି ରହିବ ବୋଲି ନିୟମ ରହିଛି? ଯଦି ଗରିବର ଭାଗ୍ୟରେ ଦୁଃଖ ଭାଡି ବାନ୍ଧି ରହିଛି ତେବେ ଭଗବାନ ଏମିତି ଜନ୍ମ ଦେଉଥିଲେ କଣ ପାଇଁ ? ଜନ୍ମ…

ସତ ହେଉଛି ସାଂସଦଙ୍କ ସ୍ୱପ୍ନ ! ଉଜ୍ଜୀବିତ ହେଲା ଫ୍ଲାଏ ଓଭରବ୍ରିଜ ଆଶା, ଆଉ ଦୁର୍ଘଟଣା ଦେଖିବନି ହଂସପାଳ ?

କନକ ବ୍ୟୁରୋ: ସାଂସଦଙ୍କ କଥା ରଖିଲେ କେନ୍ଦ୍ରମନ୍ତ୍ରୀ । ଆସନ୍ତା ୧୮ ମାସ ଅର୍ଥାତ୍ ୨୦୨୧ ଏପ୍ରିଲ୍ ସୁଦ୍ଧା ହଂସପାଳରେ ନିର୍ମାଣ ହେବ ଫ୍ଲାଏ ଓଭର । ହଂସପାଳରେ ଫ୍ଲାଏ ଓଭର ପାଇଁ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀଙ୍କୁ ଗତ ୨୬ ଜୁଲାଇରେ ଦାବି ଜଣାଇଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।…

ବଦଳିଲେ ଟ୍ୱିନସିଟି ପୋଲିସ କମିଶନର । ସତ୍ୟଜିତ ମହାନ୍ତିଙ୍କ ସ୍ଥାନରେ ସୁଧାଂଶୁ ଷଡ଼ଙ୍ଗୀ ।

କନକ ବ୍ୟୁରୋ: ବଦଳିଲେ ପୋଲିସ କମିଶନର । ଆଇପିଏସ ସତ୍ୟଜିତ୍ ମହାନ୍ତିଙ୍କ ସ୍ଥାନରେ ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ହେଲେ ଟ୍ୱିନ-ସିଟିର ନୂଆ ପୋଲିସ କମିଶନର । ସେହିଭଳି ସତ୍ୟଜିତ ମହାନ୍ତି ଜେଲ ବିଭାଗର ଅତିରିକ୍ତ ଡିଜି ଭାବେ ନୂଆ ନିଯୁକ୍ତି ମିଳିଥିବାବେଳେ ସଞ୍ଜୀବ ପଣ୍ଡାଙ୍କୁ ପରିବହନ କମିଶନର…

କଳାହାଣ୍ଡିବାସୀଙ୍କ ପାଇଁ ସହଜ ହେବ ରେଳଯାତ୍ରା । ଦୀର୍ଘଦିନର ଦାବି ପୂରଣ କଲେ ରେଳମନ୍ତ୍ରୀ, ଧନ୍ୟବାଦ ଦେଲେ…

କନକ ବ୍ୟୁରୋ: କଥା ରଖିଲେ କେନ୍ଦ୍ର ରେଳମନ୍ତ୍ରୀ । ଭୁବନେଶ୍ୱରରୁ ଜୁନାଗଡ ଏବଂ ଭୁବନେଶ୍ୱରରୁ ଜଗଦଲପୁରକୁ ୨ଟି ପୃଥକ ପୃଥକ ଟ୍ରେନ୍ ଚଳାଚଳ କରିବାକୁ ସବୁଜ ସଂକେତ ଦେଇଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲ । ତେବେ ଏନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତ ଜୁଲାଇ ୧୮ ତାରିଖରେ…

ହାଇଲେବୁଲ କ୍ଲିୟରାନ୍ସ ବୈଠକରେ ୫ଟି ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଅନୁମୋଦନ । ନିବେଶ ହେବ ୨ ଲକ୍ଷ ୪ ହଜାର କୋଟି,…

କନକ ବ୍ୟୁରୋ: ଖାରବେଳ ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ହାଇଲେବୁଲ କ୍ଲିଅରାନ୍ସ କମିଟି ବୈଠକ ଶେଷ । ହାଇଲେବୁଲ କ୍ଲିଅରାନ୍ସ କମିଟି ବୈଠକରେ ମୋଟ୍ ୨ ଲକ୍ଷ ୪ ହଜାର କୋଟି ଟଙ୍କା ପ୍ରକଳ୍ପକୁ ମିଳିଲା ଅନୁମୋଦନ । ରାଜ୍ୟରେ ୫ଟି ପ୍ରକଳ୍ପକୁ ଅନୁମୋଦନ ଦେଲେ ରାଜ୍ୟ ସରକାର ।…