Daily Archives

August 16, 2019

ଚୀନର ଚାପରେ ଜାତିସଂଘରେ କାଶ୍ମୀର ପ୍ରସଙ୍ଗରେ ଚର୍ଚ୍ଚା, ହେଲେ ମିଳିଲାନି ଅନ୍ୟ ସଦସ୍ୟ ରାଷ୍ଟ୍ରଙ୍କ ସମର୍ଥନ ।…

କନକ ବ୍ୟୁରୋ : ପାଖାପାଖି ୫୦ ବର୍ଷ ପରେ କାଶ୍ମୀର ପ୍ରସଙ୍ଗରେ ଜାତିସଂଘରେ ଆଲୋଚନା ହେବ । ତେବେ ଏ ନେଇ ସୁରକ୍ଷା ପରିଷଦରେ ରୁଦ୍ଧଦ୍ୱାର ବୈଠକ କରାଯିବ । ୩୭୦ ଧାରାକୁ ଭାରତ ଉଚ୍ଛେଦ କରିବା ପରେ ହତାଶ ହୋଇପଡ଼ିଛି ପାକିସ୍ତାନ । ଅନ୍ତର୍ଜାତୀୟ ସମର୍ଥନ ହାସଲ ଉଦ୍ଦେଶ୍ୟରେ ପାକିସ୍ତାନ ଚଳାଇଥିବା…

କ୍ଷୀର ପିଉଥିଲେ ସାବଧାନ ! ବଜାରରେ ବିକ୍ରି ହେଉଛି ନକଲି କ୍ଷୀର । ସିଝିଲା ପରେ ବି ପଡୁନି ସର, ଲେମ୍ବୁ ଚିପୁଡିଲେ…

କନକ ବ୍ୟୁରୋ : ନକଲି ଅଣ୍ଡା, ନକଲି ଅଟା ପରେ ଏବେ ଚର୍ଚ୍ଚାରେ ନକଲି କ୍ଷୀର । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧ, ବୃଦ୍ଧା, ରୋଗୀ ସମସ୍ତେ କ୍ଷୀରକୁ ଏକ ପୁଷ୍ଟିକର ପାନୀୟ ରୂପ ବ୍ୟବହାର କରିଥାନ୍ତି । କିନ୍ତୁ ଏହି କ୍ଷୀର ଯେତେବେଳେ ନକଲି ଓ ଅପମିଶ୍ରତ ବୋଲି ଜଣାପଡେ ସେତେବେଳେ ଏହା…

ମହଙ୍ଗା ପଡ଼ିଲା ବର୍ଣ୍ଣବୋଧ ବହି ପୋଡ଼ି । ଗିରଫ ହେଲା ଚିତ୍ର ଭାଇରାଲ କରିଥିବା ଯୁବକ, ପଦ୍ମଶ୍ରୀ ହଳଧର ନାଗଙ୍କ ନାଁରେ…

କନକ ବ୍ୟୁରୋ : ଓଡିଆ ବର୍ଣ୍ଣବୋଧ ପୋଡି ଏବଂ ସୋସିଆଲ ମିଡିଆରେ ଭାଇରାଲ କରିବା ଘଟଣାକୁ ନେଇ ବିବାଦ ତେଜିବା ପରେ ସମ୍ପୃକ୍ତ ଯୁବକଙ୍କୁ ଗିରିଫ କରିଛି ପୋଲିସ୍ । ଆଇପିସିର ଧାରା ୪୧୯ ଏବଂ ୪୨୦ ସହ ଆଇଟି ଆକ୍ଟର ଧାରା ୬୬ରେ ରୁଜୁ ହୋଇଛି ମାମଲା । ଅନ୍ୟପଟେ ଏହି କୁକର୍ମ ସହ ପଦ୍ମଶ୍ରୀ ହଳଧର…

ବିରାଟ ବାହିନୀର କମାଣ୍ଡର ସାଜିବେ ଶାସ୍ତ୍ରୀ । ପୁଣି ଭାରତର କୋଚ୍ ଦାୟିତ୍ୱ ଦେଲା ବିସିସିଆଇ, କୋହଲିଙ୍କ ପସନ୍ଦର କୋଚ୍…

କନକ ବ୍ୟୁରୋ : କିଏ ହେବେ ଟିମ୍ ଇଣ୍ଡିଆର ନୂଆ କୋଚ୍ । ବିଶ୍ୱକପରେ ଭାରତର ପରାଜୟ ପରେ ଏନେଇ ଚାଲିଥିଲା ଜୋରଦାର ଚର୍ଚ୍ଚା ଆଲୋଚନା । ତେବେ ଆଜି ସବୁ ଚର୍ଚ୍ଚା ଆଲୋଚନାରେ ପୂର୍ଣ୍ଣଚ୍ଛେଦ ପଡିଛି, ଏବଂ ଭାରତୀୟ କ୍ରିକେଟ୍ ଦଳ ପାଇଁ ନୂଆ କୋଚ୍ ବାଛିଛି ବିସିସିଆଇ । ପୁଣି ଥରେ ରବି ଶାସ୍ତ୍ରୀଙ୍କ…

ବଉଳା କୁମ୍ଭୀର ପାଇଁ ପୃଥିବୀ ବିଖ୍ୟାତ ଭିତରକନିକା । ୯୯ଟି ଅଣ୍ଡାରୁ କୃତ୍ରିମ ଉପାୟରେ ହେଲା ପ୍ରଜନନ, କୁନି…

କନକ ବ୍ୟୁରୋ : ବିଶ୍ୱ ପ୍ରସିଦ୍ଧ ଭିତରକନିକାରେ ଏବେ ପର୍ଯ୍ୟଟକଙ୍କ ଭିଡ । ବଉଳା କୁମ୍ଭୀରଙ୍କୁ ଦେଖିବା ପାଇଁ ବେଶ ଉତ୍ସାହିତ ପର୍ଯ୍ୟଟକ । ଏହାରି ଭିତରେ ଭିତରକନିକାରେ କୃତ୍ରିମ ଉପାୟରେ କୁମ୍ଭୀର ପ୍ରଜନନ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରୁଛି । ବନ ବିଭାଗର ଏହି ନିଆରା…

୧୯୯୯ ମହାବାତ୍ୟାରେ ନିଖୋଜ ହୋଇଥିଲେ ପୁନିଆଁ । ୨୦ ବର୍ଷ ପରେ ମିଳିଲା ଠିକଣା, ପରିବାର ସହ ଏକାଠି କରାଇଲା ଅନୁଗୁଳର…

କନକ ବ୍ୟୁରୋ : ନିଖୋଜର ୨୦ ବର୍ଷ ପରେ ମିଳିଲା ଠିକଣା । ଘରକୁ ଫେରିଲେ ପୁରୀ ଆଡକିଆ ସାହିର ପୁନିଆଁ ବେହେରା । ପୁନିଆଁକୁ ଘର ଠାରୁ ଅଲଗା କରିଦେଇଥିଲା ୧୯୯୯ର ମହବାତ୍ୟା । ପୁରୀର ପୁନିଆଁ ଅନୁଗୁଳରେ ବୁଲୁଥିବା ବେଳେ ତାଙ୍କ ଠିକଣା ଖୋଜି ଘରକୁ ଫେରାଇ ଆଣିଛନ୍ତି ସାଥୀ ପରିବାର ନାମକ ଏକ…