Daily Archives

August 16, 2019

ସ୍ୱାମୀ ବାଂଲାଦେଶୀ ଅନୁପ୍ରବେଶକାରୀ, ସ୍ତ୍ରୀ ପଂଚାୟତ ନିର୍ବାଚନର ପ୍ରାର୍ଥୀ । କେନ୍ଦ୍ରାପଡ଼ା ମହାକାଳପଡ଼ାର ଅଭାବନୀୟ…

କନକ ବ୍ୟୁରୋ : କେନ୍ଦ୍ରାପଡ଼ା ପାଇଁ ଏବେ ନୂଆ ସଂକଟ ବାଂଲାଦେଶୀ ଅନୁପ୍ରବେଶକାରୀ । ଅନାୟାସରେ ଭାରତୀୟ ସୀମାରେ ପ୍ରବେଶ କରୁଛନ୍ତି, ଓଡ଼ିଶାରେ ଆସି ବସୁଛନ୍ତି । ଏମିତି ଅନେକ ଅନୁପ୍ରବେଶକାରୀ ଅଛନ୍ତି, ଯାହାଙ୍କ ପାଖରେ ଭାରତୀୟ ହେବାର ଗୋଟିଏ ନୁହେଁ ଏକାଧିକ ପ୍ରମାଣ ଅଛି । ସ୍ଥିତି ଏମିତି…

ଝାରସୁଗୁଡା ବ୍ୟାଙ୍କରୁ ଖୁଲମଖୁଲା ଲୁଟ୍ । ସମସ୍ତଙ୍କ ଆଖି ସାମ୍ନାରୁ ମହିଳାଙ୍କଠୁ ୨୫ ହଜାର ଟଙ୍କା ଲୁଟିନେଲା ଲୁଟେରା,…

କନକ ବ୍ୟୁରୋ : ବ୍ୟାଙ୍କରେ ଟଙ୍କାଲୁଟର ଅଭିନବ ତରିକା । ଟଙ୍କା ଗଣିଦେବାକୁ କହି ଗ୍ରାହକଙ୍କ ଠାରୁ ଟଙ୍କା ଲୁଟ କରୁଥିଲା ଦୁବୃର୍ତ । ହେଲେ ଧରାପଡିଗଲା । ଝାରସୁଗୁଡାରେ ଏପରି ଏକ ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଜାଣନ୍ତୁ କେମିତି ଥିଲା ଲୁଟର ଏହି ଘଟଣା । ସିସିଟିଭିରେ ଲୁଟର ପୁରା…

ଡାକ୍ତର ଅଭାବ ଦୂର ପାଇଁ ବଦଳିଲା ମେଡିକାଲ ବଣ୍ଡ ପଲିସି । ସରକାରୀ କଲେଜରେ ଡାକ୍ତରୀ ପାଠ ପଢ଼ିଲେ ଓଡ଼ିଶାରେ ୨ ବର୍ଷ କାମ…

କନକ ବ୍ୟୁରୋ : ଓଡିଶାରେ ଡାକ୍ତର ଅଭାବ ଦୂରକରିବାକୁ ବଡ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ବଦଳାଇଛନ୍ତି ମେଡିକାଲ ବଣ୍ଡ ପଲିସି । ଏଣିକି ଓଡ଼ିଶାରେ ପିଜି କିମ୍ବା ସୁପର ସ୍ପେସାଲିଷ୍ଟ କରୁଥିବା ମେଡିକାଲ ଛାତ୍ରଛାତ୍ରୀ, ସରକାରୀ କଲେଜରେ ପାଠ ପଢ଼ିଲେ, ସରକାରୀ ଡାକ୍ତରଖାନାରେ ୨ ବର୍ଷ ସେବା…

ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ଅକ୍ଷୟ । କହିଲେ, ଦେଶର ନୂଆ ସ୍ଲୋଗାନ୍ ହେଉ, ‘ଜୟ ଯବାନ, ଜୟ କିଷାନ ଓ ଜୟ ବିଜ୍ଞାନ’ ।

କନକ ବ୍ୟୁରୋ : ଅକ୍ଷୟ କୁମାରଙ୍କ ସିନେମା ‘ମିସନ୍‌ ମଙ୍ଗଲ’ ବକ୍ସ ଅଫିସରେ ଜବରଦସ୍ତ ଓପନିଂ କରିଛି । ଯାହାକୁ ନେଇ ସେ ବହୁ ଖୁସି ଅଛନ୍ତି । ଏହି ସିନେମା ପ୍ରଥମ ଦିନରେ ହିଁ ୨୯.୧୬ କୋଟି ବ୍ୟବସାୟ କରି ସାରିଛି । ସିନେମାରେ ବିଦ୍ୟା ବାଲନ୍‌, ତାପସୀ ପନ୍ନୁ, କୀର୍ତ୍ତି କୁଲ୍ଲାରି, ସିହ୍ନା,…

ବାଙ୍କୀକୁ ବୁଡ଼ାଇଲା ମହାନଦୀ ବନ୍ୟା, ପାଣି ଘେରରେ ତଳିଆ ଅଂଚଳ । ଉଜୁଡି ଗଲା ଶହ ଶହ ଏକର ଫସଲ, ଏପଟେ ଡେପୁଡି ଏସଆରସି…

କନକ ବ୍ୟୁରୋ : ହୀରାକୁଦ ପାଣି ମହାନଦୀର ତଳ ମୁଣ୍ଡରେ ପହଁଚିବା ପରେ ତଳ ମୁଣ୍ଡରେ ଉତ୍କଟ ହୋଇଛି ବନ୍ୟା ସ୍ଥିତି । ବିଶେଷ କରି କଟକର ବାଙ୍କି, ତିଗିରିଆର ବିଭିନ୍ନ ଗାଁରେ ପାଣି ପଶି ହଜାର ହଜାର ଲୋକ ଜଳବନ୍ଦୀ ହୋଇ ରହିଛନ୍ତି । ସେହିପରି କେନ୍ଦ୍ରାପଡା ଜିଲ୍ଲା ଦେଇ ଯାଇଥିବା ମହାନଦୀର…