Daily Archives

August 15, 2019

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ ହେଲା ଖାରବେଳ ଭବନ । ଲୋକସେବା ଭବନରୁ ସ୍ଥାନାନ୍ତର ହେବ ୧୧ଟି ବିଭାଗ

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଗୁରୁବାର ବହୁ ପ୍ରତୀକ୍ଷିତ ଖାରବେଳ ଭବନ ଉଦ୍ଘାଟିତ ହୋଇଯାଇଛି। ପ୍ରାୟ ୧୨୮ କୋଟି ଟଙ୍କାରେ ନିର୍ମିତ ଏହି ଭବନରେ ୧୧ଟି ବିଭାଗ କାର‌୍ୟ୍ୟ କରିବ। ଏଲ୍ ଆଣ୍ଡ ଟି ଦ୍ୱାରା ଏହି ଭବନକୁ ନିର୍ମାଣ କରାଯାଇଛି। ସେହିପରି ମୁଖ୍ୟମନ୍ତ୍ରୀ…

ଲୋକଙ୍କ ସମସ୍ୟା ନିଜେ ପଚାରିବେ ନବୀନ ! ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହେବ ‘ମୋ ସରକାର’ କାର୍ଯ୍ୟକ୍ରମ । ଲୋକେ କହିବେ…

କନକ ବ୍ୟୁରୋ : ପ୍ରଶାସନର ଉତରଦାୟିତ୍ୱ ବଢାଇବାକୁ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୭୩ ତମ ସ୍ୱାଧୀନତା ଦିବସରେ ‘ମୋ ସରକାର’ କାର୍ଯ୍ୟକ୍ରମ ଘୋଷଣା କରାଯାଇଛି । ଗାନ୍ଧୀ ଜୟନ୍ତୀରୁ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ । ସବୁ ଥାନା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଜେ…

ସେନାକୁ ସେନାପତି ଦେଲେ ମୋଦି ସରକାର । ପୂରା ହେଲା ୨୦ ବର୍ଷର ଦାବି, ଏଣିକି ତିନି ସେନା ଭିତରେ ସମନ୍ୱୟ ରକ୍ଷା କରିବେ…

କନକ ବ୍ୟୁରୋ : ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ବଡ ଘୋଷଣା । ଦେଶକୁ ମିଳିବ ସେନାପତି । ୭୩ତମ ସ୍ୱାଧୀନତା ଦିବସରେ ଦିଲ୍ଲୀର ଲାଲକିଲ୍ଲାରୁ ପତାକା ଉତୋଳନ କରି, ଏକ ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ନିଯୁକ୍ତ କରିବାକୁ ନିଷ୍ପତ୍ତି…

ଉପକୂଳ ଓଡ଼ିଶାରେ ବନ୍ୟା ସ୍ଥିତି । ପାଣି ଘେରରେ ବୁଡି ରହିଛି ଗାଁ-ଗଣ୍ଡା, ବନ୍ୟା ପାଣିରେ ବୁଲୁଛନ୍ତି କୁମ୍ଭୀର ।

କନକ ବ୍ୟୁରୋ : ପଶ୍ଚିମ ଓଡ଼ିଶାରେ ବନ୍ୟାର ବୀଭିଷିକା ସରିବା ପୂର୍ବରୁ ଏବେ ଉପକୂଳ ଓଡ଼ିଶାରେ ସୃଷ୍ଟି ହୋଇଛି ବନ୍ୟା ସ୍ଥିତି । ବିଶେଷ କରି ଲଗାଣବର୍ଷା ଯୋଗୁଁ ମହାନଦୀ କୂଳରେ ଥିବା ଅନେକ ଗାଁରେ ଏବେ ବନ୍ୟା ସ୍ଥିତି ଦେଖାଦେଇଛି । ବିଶେଷ କରି ଅନୁଗୁଳ, କେନ୍ଦ୍ରାପଡ଼ା ଏବଂ କଟକ ଜିଲ୍ଲାର…

ଇସ୍ରାଏଲରୁ ଆସିଲା ଉପହାର: ସ୍ୱାଧୀନତା ଦିବସ ଉପଲକ୍ଷେ ମୋଦିଙ୍କୁ ଇସ୍ରାଏଲ ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଉପହାର

କନକ ବ୍ୟୁରୋ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟହୁ ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କ ବାବଦରେ ତ ଆପଣ ଜାଣିଥିବେ । ତେବେ ଆଜି ସ୍ୱାଧୀନତା ଦିବସ ଅବସରରେ ବେଞ୍ଜାମିନ ନେତନ୍ୟହୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତବାସୀଙ୍କୁ ଶୁଭକାମନା ଜଣାଇଛନ୍ତି ।…