Daily Archives

August 14, 2019

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଇଁ ଶେଷ ହେଲା ପ୍ରସ୍ତୁତି । ଟ୍ରାଫିକ୍ ପରାମର୍ଶ ଜାରି କଲା କମିସନରେଟ୍ ପୋଲିସ ।

କନକ ବ୍ୟୁରୋ : ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପରେଡ୍‌ ପାଇଁ କମିସନରେଟ୍‌ ପୁଲିସ ବୁଧବାର ଟ୍ରାଫିକ୍‌ ପରାମର୍ଶ ଜାରି କରିଛି । ଚଳିତ ବର୍ଷ ରାଜଧାନୀ ଭୁବନେଶ୍ୱରସ୍ଥିତ ଗାନ୍ଧୀ ମାର୍ଗ ବଦଳରେ ଇଡକୋ ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ହେଉଛି ।କମିସନରେଟ୍‌ ପୁଲିସର…

ଚିଲିକାକୁ କାଳ କାର୍ଗୋ ଜାହାଜ ? ମହାବିପଦ ଆଣିବ ମାଲେସିଆ ଜାହାଜ, ତେଲ ଲିକ୍ ନେଇ ଆଶଙ୍କା

କନକ ବ୍ୟୁରୋ: ଚିଲିକାକୁ ମହାବିପଦ ଆଣିଲା ମାଲେସିଆ ଜାହାଜ । ୭ ଦିନ ହେଲା ଅଟକି ରହିଥିବା ଜାହାଜରୁ ତେଲ ନିର୍ଗତ ହେବା ନେଇ ଆଶଙ୍କା କରାଯାଉଛି । କାର୍ଗୋ ସିପରୁ ତେଲ ନିର୍ଗତ ହେବା ନେଇ ସରକାରଙ୍କୁ ସୂଚନା ଦେଲେ କୋଷ୍ଟଗାର୍ଡ । ଯଦି ତେଲ ଲିକ ନେଇ କୌଣସି ପଦକ୍ଷେପ ନିଆନଯାଏ ତେବେ ଏହା…

କ’ଣ ଶିକ୍ଷାନୁଷ୍ଠାନରେ ବି ଅସୁରକ୍ଷିତ ଝିଅ ? ୫ ବର୍ଷର କୁନିଝିଅକୁ ସ୍କୁଲରେ ଦୁଷ୍କର୍ମ କଲା ସଫେଇକର୍ମୀ , ସିସିଟିଭିରୁ…

ଦକ୍ଷିଣ ଦିଲ୍ଲୀର ଜିକେ-୨ କ୍ଷେତ୍ରରେ ଏକ ବେସରକାରୀ ବିଦ୍ୟାଳୟରେ ୫ ବର୍ଷୀୟା ଜଣେ ଶିଶୁକନ୍ୟାକୁ ଯୌନ ଉତ୍ପୀଡନ କରିବା ଘଟଣା ଏବେ ସାମ୍ନାକୁ ଆସିଛି । ଅଭିଯୁକ୍ତ ଜଣକ ହେଉଛନ୍ତି ବିଦ୍ୟାଳୟର ଜଣେ ସଫେଇକର୍ମୀ । ଅଭିଯୁକ୍ତର ପରିଚୟ ପିଥା ମୁଥୁ (୪୫) ନାଁରେ ହୋଇଛି । ପୋଲିସ୍ କହିବାନୁସାର ଏହି…

ଚୌଦାର କଲେଜରେ ଅଚାନକ ପହଞ୍ଚିଲେ ଉଚ୍ଚଶିକ୍ଷା ମନ୍ତ୍ରୀ ! ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କଲେ, ଅଧ୍ୟାପକଙ୍କ ଉପସ୍ଥାନ…

କନକ ବ୍ୟୁରୋ : ଆକ୍ସନ ମୋଡରେ ଉଚ୍ଚଶିକ୍ଷା ମନ୍ତ୍ରୀ । ଅଚାନକ କଲେଜ ପରିଦର୍ଶନ କଲେ ଅରୁଣ । ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ଅଚାନକ ଚୌଦାର କଲେଜ ପରିଦର୍ଶନ କରିଛନ୍ତି । କଲେଜରେ ପାଠପଢା ଚାଲିଥିବା ସମୟରେ ହଠାତ ପହଞ୍ଚିଥିଲେ ଉଚ୍ଚଶିକ୍ଷା ମନ୍ତ୍ରୀ । ପରିଦର୍ଶନ ସମୟରେ…

୧ ଗୀତ , ୧ ଭିଡିଓ ଆଉ ଫେରିପାଇଲେ ହଜିଯାଇଥିବା ସଂପର୍କ ! ନୂଆ ପରିଚୟ ସାଙ୍ଗକୁ ପରିବାର ଫେରାଇଦେଲା ସୋସିଆଲ୍ ମିଡିଆ ,…

କୋକିଳକଣ୍ଠୀ ନାମରେ ଏବେ ପରିଚିତ ହେଉଥିବା ସେହି ମହିଳା ଯେ କିଛି ଦିନ ପୂର୍ବରୁ ରେଲୱେ ଷ୍ଟେସନରେ ବସି “ଏକ୍ ପ୍ୟାର୍ କା ନଗମା ହୈ ...” ଗୀତ ଗାଉଥିଲେ ଏବେ ଅଜ୍ଞାତରୁ ପ୍ରସିଦ୍ଧ ପାଲଟି ଯାଇଛନ୍ତି । ହଁ ଆଜ୍ଞା ସୁର ସମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଏହି ସୁରିଲି ଗୀତକୁ ଗାଇ ରାନୁ ମାରିଆ…

କିଏ ହେବ ମୁଖ୍ୟ ଶାସନ ସଚିବ ? ଆଦିତ୍ୟ ପାଢୀଙ୍କୁ ନୂଆ ଦାୟିତ୍ୱ ପରେ ପାୱାର କରିଡରରେ ଜୋରଦାର ଚର୍ଚ୍ଚା, ଜାଣନ୍ତୁ…

କନକ ବ୍ୟୁରୋ : ରାଜ୍ୟ ନିର୍ବାଚନ କମିଶନର ଭାବେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ନୂଆ ଦାୟିତ୍ୱ ମିଳିବା ପରେ ଏହାପରେ କିଏ ହେବ ରାଜ୍ୟ ପ୍ରଶାସନିକ ମୁଖିଆ ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ଜୋର ଧରିଛି । ଆଉ ଏହି ପଦ ପାଇଁ ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାର କିଛି ଆଇଏଏସ…