Daily Archives

August 14, 2019

କମିଲା ବର୍ଷା, ବଢ଼ିଲା ଦୁର୍ଦ୍ଦଶା । ଏବେ ବି ଘରେ ଜମିଛି ନାଳନର୍ଦ୍ଦମାର ଅଳିଆ ଆବର୍ଜନା । ଛାଡିନି ବନ୍ୟା, ପାଣି ଘେରରେ…

କନକ ବ୍ୟୁରୋ : ବଲାଙ୍ଗୀର ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର ଆସିଛି । ସହର ଭିତରେ ଜମି ରହିଥିବା ପାଣି କମିଛି । କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଛି । ଘର ଭିତରେ ଜମି ରହିଛି ନାଳ-ନର୍ଦ୍ଦମାର ଅଳିଆ-ଆବର୍ଜନା । ଘରେ ଥିବା ଆସବାବପତ୍ର ସବୁ, ବନ୍ୟା ପାଣିରେ ନଷ୍ଟ ହୋଇଯାଇଛି । ଆଉ ଏସବୁ ଭିତରେ…

ଅଟୋରେ ଯାଉଥିବା ମହିଳାଙ୍କ ବେକରୁ ଚେନ୍ ଝାମ୍ପି ନେଲେ ଲୁଟେରା । ଅଟୋରୁ ଡେଇଁ କାବୁ କଲା ନାବାଳକ ପୁଅ, ନିର୍ଦ୍ଧୁମ…

କନକ ବ୍ୟୁରୋ : ରାଜଧାନୀରେ ପାଂଚ ପାଂଚଟି ଏନକାଉଣ୍ଟର ପରେ ବି ଲୁଟେରାଙ୍କ ଚେତା ପଶିନି । ଆଜି ଦିନ ଦ୍ୱିପହରେ ପୁଣି ଥରେ ହୋଇଛି ଛିନତାଇ । ମହିଳାଙ୍କ ବେକରୁ ସୁନା ଚେନ୍ ଛିଡାଇନେଇଛନ୍ତି ଲୁଟେରା । ହେଲେ ଲୁଟର ଶିକାର ମହିଳାଙ୍କ ପୁଅ, ଗୋଡାଇ ଗୋଡାଇ ଲୁଟେରାକୁ କାବୁ କରିଥିଲେ । ଆଉ…

ମୁକ୍ତ ହେବ ମେଘନାଦ: ଶ୍ରୀମନ୍ଦିର ସୁରକ୍ଷା ପାଇଁ ତତ୍ପର ହେଲା ଶ୍ରୀମନ୍ଦିର ପ୍ରଶାସନ । ବେଆଇନ ନିର୍ମାଣ ହଟିବ, ୯ଟି…

କନକ ବ୍ୟୁରୋ: କାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଆରମ୍ଭ ହୋଇଛି ତନାଘନା । ପ୍ରଶାସନକୁ ଘାରିଛି ଶ୍ରୀମନ୍ଦିର ସୁରକ୍ଷା ଚିନ୍ତା । ବେଆଇନ କୋଠା ଏବଂ ଜବରଦଖଲ ପଛରେ ଲୁଚିଯାଉଛି ମେଘନାଦ ପାଚେରୀ । ଏହି କୋଠା ଦେଇ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିବା ସହଜ…

ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଉଲଂଘନ କରିବା ପଡିଲା ମହଙ୍ଗା । ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ନିଲମ୍ବନ କଲେ ସରକାର ।

କନକ ବ୍ୟୁରୋ : ମହଙ୍ଗା ପଡ଼ିଲା ଅଦାଲତ ଅବମାନନା । ନିଲମ୍ବନ ହେଲେ ଝାରସୁଗୁଡ଼ା ଜିଲ୍ଲାପାଳ । ଝାରସୁଗୁଡ଼ା ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନଙ୍କୁ ନିଲମ୍ବନ କରିଛନ୍ତି ସରକାର । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଉଲଂଘନ କରିବା…