Daily Archives

August 13, 2019

ରାହୁଲଙ୍କୁ ସତ୍ୟପାଲଙ୍କ ଆହ୍ୱାନ ! ବିମାନ ପଠାଉଛୁ ଆସନ୍ତୁ କାଶ୍ମୀର ସ୍ଥିତି ଯାଞ୍ଚ କରନ୍ତୁ । ସେପଟେ ରାହୁଲ ରାଜିହେଲେ…

କନକ ବ୍ୟୁରୋ: ଜମ୍ମୁ-କଶ୍ମୀରର ସ୍ଥିତିକୁ ନେଇ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଶ୍ନ ଉଠାଇଥିଲେ । ଆଉ ତାର ଜବାବ ଦେଇଛନ୍ତି ରାଜ୍ୟପାଳ ସତ୍ୟପାଳ ମଲିିକ । ସେ କହିଛନ୍ତି ରାହୁଲ ଭଳି ଦାୟିତ୍ୱବାନ ବ୍ୟକ୍ତି ଏଭଳି ମିଛ କହିବା ଠିକ୍ ନୁହେଁ । ରାହୁଲ କଶ୍ମୀରର ସ୍ଥିତି ବିଷୟରେ…

ସ୍ୱାଧୀନତା ଦିବସରେ ଶ୍ରୀନଗରର ଲାଲଚୌକରେ ତ୍ରିରଙ୍ଗା ଉଡାଇବେ ଶାହା ! ଗୃହମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ବ୍ୟବସ୍ଥା…

କନକ ବ୍ୟୁରୋ : ଜାମ୍ମୁକାଶ୍ମୀରରେ ପରିସ୍ଥିତି ଶାନ୍ତ ଥିବା ହେତୁ କେନ୍ଦ୍ର ଗୃହ ମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପୁଣି ଥରେ ଜାମ୍ମୁକାଶ୍ମୀର ଗସ୍ତରେ ଯିବେ ବୋଲି ସୂଚନା ମିଳିଛି । ସେ ଶ୍ରୀନଗରରେ ଲାଲଚୌକଠାରେ ଆଗାମୀ ଅଗଷ୍ଟ ୧୫ରେ ଜାତୀୟ ପତାକା ଉତ୍ତୋଳନ କରିପାରନ୍ତି…

ଜାମୁ-କାଶ୍ମୀର ପ୍ରସଙ୍ଗରେ ଦଖଲ ଦେବାକୁ ମନାକଲେ ସୁପ୍ରିମକୋର୍ଟ। ଅନୁଧ୍ୟାନ ପାଇଁ ସର୍ବଦଳୀୟ ପ୍ରତିନିଧି ଦଳ ପଠାଇବାକୁ…

କନକ ବ୍ୟୁରୋ: ଜମ୍ମୁକାଶ୍ମୀର ପ୍ରସଙ୍ଗରେ ଦଖଲ ଦେବାକୁ ମନା କଲେ ସୁପ୍ରିମକୋର୍ଟ । କହିଲେ ଏହା ଅତି ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ କେନ୍ଦ୍ର ସରକାରଙ୍କୁ ସୁଯୋଗ ଦିଆଯାଉ । ଯଦି ଭବିଷ୍ୟତରେ କିଛି ଅସୁବିଧା ଉପୁଜେ ତେବେ କିଏ ଦାୟୀ ରହିବ ବୋଲି ଯାଚିକା କର୍ତ୍ତାଙ୍କୁ ଓଲଟା ପ୍ରଶ୍ନ…

ପୁଣିଥରେ ହୃଦୟ ଜିଣିଲେ ଲଦାଖ ସାଂସଦ ! ହାତରେ ତ୍ରିରଙ୍ଗା ଧରି ଲଦାଖ୍ ବଜାରରେ ଲୋକଙ୍କ ଗହଣରେ ଖୁବ୍ ନାଚିଲେ ସାଂସଦ…

ଜମ୍ମୁ-କାଶ୍ମୀରରେ ମୋଦି ସରକାରଙ୍କ ଦ୍ୱାରା ଧାରା-୩୭୦ ହଟିବା ପରେ ଲଦାଖ୍ କୁ କେନ୍ଦ୍ରଶାସିତ ପ୍ରଦେଶର ମାନ୍ୟତା ଦିଆଗଲା । ଏହି ଘଟଣା ଉପରେ ଲଦାଖ୍ ର ସାଂସଦ ଜାମୟାଙ୍ଗ୍ ସେରିଙ୍ଗ୍ ନାମଗ୍ୟାଲ୍ ଲୋକସଭାରେ ଦେଇଥିବା ଭାଷଣକୁ ଏବେ ବି ଲୋକମାନେ ଖୁବ୍ ପ୍ରଶଂସା କରୁଛନ୍ତି । ବର୍ତ୍ତମାନ ସେ ନିଜ…

ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ। ରାଜସ୍ଥାନରେ ଦାଖଲ କଲେ ପ୍ରାର୍ଥୀପତ୍ର

କନକ ବ୍ୟୁରୋ: ପୁଣି ରାଜ୍ୟସଭାକୁ ଯିବେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ରାଜସ୍ଥାନରୁ ଖାଲିପଡିଥିବା ରାଜ୍ୟସଭା ଆସନ ଉପନିର୍ବାଚନ ପାଇଁ ଆଜି ଜୟପୁରରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି କଂଗ୍ରେସର ଏହି ବରିଷ୍ଠ ନେତା । ରାଜସ୍ଥାନରୁ ବିଜେପି ରାଜ୍ୟସଭା ସାଂସଦ ମଦନଲାଲ ସାଇନଙ୍କ…

ପୁଣି ଫେରିଲା ଜମାଟୋ ବିବାଦ ! ଗୋମାଂସ ଏବଂ ଘୁଷୁରୀମାଂସର ଡେଲିଭରୀ ନେଇ କମ୍ପାନୀ ଉପରେ ତେଜିଲେ ଡେଲିଭରୀ ବଏ

ଫୁଡ୍ ଡେଲିଭରି ସଂସ୍ଥା ଜମାଟୋ ଏବଂ ଜମାଟୋ ଡେଲିଭରି ବଏ ପୁଣିଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ପଶ୍ଚିମବଙ୍ଗରେ ଜମାଟୋ ବଏଙ୍କ ମଧ୍ୟରେ କମ୍ପାନୀକୁ ନେଇ ଅସନ୍ତୁଷ୍ଟତା ଦେଖାଦେଇଛି । କମ୍ପାନୀ ତରଫରୁ କରାଯାଉଥିବା (ବିଫ୍ )ଗୋମାଂସ ଏବଂ (ପୋର୍କ) ଘୁଷୁରୀ ମାଂସ ଡେଲିଭରୀ କରିବାରେ ଡେଲିଭରୀ…