Daily Archives

August 13, 2019

ମୁଖ୍ୟମନ୍ତ୍ରୀଙ୍କୁ କେଜ୍ରିୱାଲଙ୍କ ସମର୍ଥନ ! ସିବିଏସଇ ପରୀକ୍ଷା ଫି’ ବୃଦ୍ଧି ନେଇ କେନ୍ଦ୍ରକୁ ଚିଠି ଲେଖିଲେ ନବୀନ,…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ସମର୍ଥନ । ସିବିଏସଇ ପକ୍ଷରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ‘ଫି’ ବୃଦ୍ଧି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲଙ୍କୁ ଚିଠି ଲେଖି…

ବନ୍ୟାସ୍ଥିତି ସମୀକ୍ଷା ପରେ ନବୀନଙ୍କ ବଡ଼ ଘୋଷଣା । ୫ ଜିଲ୍ଲାର ବନ୍ୟାବିପନ୍ନଙ୍କୁ ୭ ଦିନ ପର୍ଯ୍ୟନ୍ତ ମିଳିବ ରିଲିଫ୍ ।

କନକ ବ୍ୟୁରୋ: ବନ୍ୟା ପ୍ରଭାବିତ ଅଞ୍ଚଳ ପାଇଁ ୭ ଦିନ ରିଲିଫ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକସେବା ଭବନରେ ବନ୍ୟାସ୍ଥିତି ସମୀକ୍ଷା ପରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୫ଟି ଜିଲ୍ଲା କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, ସୋନପୁର ଏବଂ ବଲାଙ୍ଗୀରର…

ବଢ଼ିପାଣି ମୁହଁରେ ବଲାଙ୍ଗୀର ! କେଉଁଠି ଘର ତ’ କେଉଁଠି କାର ଉପରେ ପାଣି, ଭରସା ପାଲଟିଛି କଦଳୀ ଗଛ ଡ଼ଙ୍ଗା ।

କନକ ବ୍ୟୁରୋ: ବନ୍ୟାରେ ମୁହଁରେ ବଲାଙ୍ଗୀର । ଜୁଆଡେ ଦେଖିବ ଖାଲି ପାଣି ହି ପାଣି, ବୁଡ଼ି ଯାଇଛି ଘର, ରାସ୍ତା ଉପରେ ଭାସୁଛି କାର । ସହର ଭିତର ଦେଇ ଯାଇଥିବା ଲକ୍ଷ୍ମୀଜୋର ଉଜୁଳିବାରୁ ଜଳବନ୍ଦୀ ପାଲଟି ଯାଇଛନ୍ତି ସହରବାସୀ । ବଲାଙ୍ଗୀରର ଏଭଳି କୌଣସି ଗଳି କିମ୍ବା ସାହି ନାହିଁ, ଯାହା ବନ୍ୟା…

ଆର୍ତ୍ତତ୍ରାଣଙ୍କ ଆତୁର ନିବେଦନ: ସରକାର ମତେ ସାହାଯ୍ୟ କର…

କନକ ବ୍ୟୁରୋ: ଆର୍ତ୍ତତ୍ରାଣଙ୍କ ଆଖିରେ ଆଖିଏ ଲୁହ । ଛାତିରେ ଛାତିଏ କୋହ । ନିଜ ହସଖୁସିର ପରିବାରକୁ ହଇରାଣ ହେଉଥିବା ଦେଖି ନିଜ ଭାଗ୍ୟକୁ ଦୋଷ ଦେଉଛନ୍ତି ଆର୍ତ୍ତତ୍ରାଣ । ଦିନ ଥିଲା ତାଙ୍କ ରୋଜଗାରରେ ସାରା ପରିବାରଟା ଦୁଃଖ କଷ୍ଟରେ ଚଳି ଯାଉଥିଲା । ପାଠ ପଢାଇ ଯାହା କିଛି ଘରକୁ ଆଣୁଥିଲେ…

୨୦୦୧ରୁ ୨୦୧୯ । ମୁଖ୍ୟମନ୍ତ୍ରୀରୁ ପ୍ରଧାନମନ୍ତ୍ରୀ । ଗତ ୧୮ ବର୍ଷରେ ମାତ୍ର ଗୋଟିଏ ଛୁଟି ନେଇଛନ୍ତି ମୋଦି, ମ୍ୟାନ…

୧୨ ଅଗଷ୍ଟ ୨୦୧୯ । ସମୟ ରାତି ୯ଟା । ବିଶ୍ୱର ୧୮୦ ଦେଶରେ ଟିଭି ସ୍କ୍ରିନରେ ନଜର ଆସିଥିଲେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡିସକଭରି ଚ୍ୟାନେଲର ଲୋକପ୍ରିୟ ସୋ ମ୍ୟାନ୍ ଭର୍ସେସ ୱାଇଲ୍ଡରେ ବେୟର ଗ୍ରିଲ୍ସଙ୍କ ସହ ନଜର ଆସିଥିଲେ ମୋଦି । ଉତ୍ତରାଖଣ୍ଡର ଜିମ କାର୍ବେଟ ନ୍ୟାସନାଲ ପାର୍କର…

କେନ୍ଦ୍ରମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି । ସିବିଏସଇ ପରୀକ୍ଷା ଫି’ ବୃଦ୍ଧିକୁ ପୁର୍ନବିଚାର କରିବାକୁ ଦାବି…

କନକ ବ୍ୟୁରୋର: କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ସିବିଏସଇ ପରୀକ୍ଷା ଫି’ରେ ଅତ୍ୟଧିକ ବୃଦ୍ଧି କରିଥିବା ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ନବୀନ । ତେବେ ଏହି ବର୍ଦ୍ଧିତ ଫି’କୁ ନେଇ ପୁର୍ନବିଚାର କରିବାକୁ ଚିଠିରେ…