Daily Archives

August 12, 2019

ରୋଗୀ ଓ ସମ୍ପର୍କୀୟ ସାବଧାନ ! ବଜାରରେ ବୁଲୁଛି ୧୦୮ ନକଲି ଆମ୍ବୁଲାନ୍ସ, ଶୋଷଣ କରୁଛନ୍ତି ଦଲାଲ, ଲୁଟିନେଉଛନ୍ତି ଟଙ୍କା,…

କନକ ବ୍ୟୁରୋ : ମାଲକାନଗିରି ବଜାରରେ ବୁଲୁଛି ନକଲି ୧୦୮ ଆମ୍ବୁଲାନ୍ସ । ଅବିକଳ ୧୦୮ ପରି ଦେଖାଯାଉ ଥିବା ଏହି ଆମ୍ବୁଲାନ୍ସ ଆପଣଙ୍କ ପକେଟରୁ ଲୁଟି ନେଇ ପାରେ ମୋଟା ଅଙ୍କର ଟଙ୍କା । ଜିଲ୍ଲାରେ ଏପରି ନକଲି ୧୦୮ ଆମ୍ବୁଲାନ୍ସର ଜାଲ ବିଛାଇଛନ୍ତି ଦଲାଲ । କିନ୍ତୁ ବିଡମ୍ବନାର କଥା, ସବୁ ଜାଣି ଚୁପ…

ସୁନ୍ଦରଗଡରେ ସର୍ପାଘାତରେ ଭାଇ ଭଉଣୀଙ୍କ ମୃତ୍ୟୁ । ରାଜ୍ୟରେ ବଢୁଛି ସର୍ପାଘାତ ଜନିତ ମୃତ୍ୟୁ ସଂଖ୍ୟା । ୩ ବର୍ଷରେ…

କନକ ବ୍ୟୁରୋ: ସାପ କାମୁଡାରେ ଗଲା ଭାଇ ଭଉଣୀଙ୍କ ଜୀବନ । ସୁନ୍ଦରଗଡ ସଦର ଥାନା ସୁବଲୟା ଗାଁରେ ସାପ କାମୁଡାରେ ଭାଇ ଭଉଣୀଙ୍କ ମୃତ୍ୟୁ ହୋଇଛି । ତେବେ ଘରେ ଶୋଇଥିବା ବେଳେ ଭାଇ ଭଉଣୀଙ୍କ ସାପ କାମୁଡିବା ପରେ ସେମାନଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଥିଲା । ମାତ୍ର ସେଠାରେ ସେମାନଙ୍କ…

୧୨ ବର୍ଷରେ ବଦଳିଲେଣି ୧୩ ଜିଲ୍ଲାପାଳ । କୋରାପୁଟରେ ବାରମ୍ବାର ଜିଲ୍ଲାପାଳଙ୍କ ବଦଳି ଯୋଗୁଁ ଅଧାରେ ଅଟକିଛି ବିକାଶ,…

କନକ ବ୍ୟୁରୋ : ବାରମ୍ବାର ବଦଳୁଛନ୍ତି ଜିଲ୍ଲା ମୁଖିିଆ । ବାଟବଣା ହେଉଛି ଜିଲ୍ଲାର ସମସ୍ତ ବିକାଶ । ଲୋକଙ୍କୁ ଜିଲ୍ଲପାଳଙ୍କ ନାଁ ପଚାରିଲେ ଭାବିବାକୁ ନେଉଛନ୍ତି ସମୟ । କାର୍ଯ୍ୟାଳୟକୁ ଆସିଲେ ପଚାରିବାକୁ ପଡ଼ୁଛି କିଏ ଅଛନ୍ତି ବର୍ତମାନର ଜିଲ୍ଳାପାଳ ? ଏମିତି ଘଟଣା ଏବେ ନୁହେଁ, ଘଟିଆସୁଛି…

ଧାରା-୩୭୦ ହଟିବା ପରେ ବିଚଳିତ ପାକ୍ ! ବକ୍ରି-ଇଦରେ ଭାରତୀୟ ଯବାନଙ୍କ ଠାରୁ ମିଠା ନେଲାନି ପାକିସ୍ତାନ ।

କନକ ବ୍ୟୁରୋ : ଭାରତୀୟ ଯବାନଙ୍କ ଠାରୁ ମିଠା ନେବାକୁ ମନାକଲା ପାକିସ୍ତାନ । ଆଜି ଇଦ-ଉଲ-ଜୁହା ଅବସରରେ ପାକିସ୍ତାନ ଭାରତୀୟ ବିଏସଏଫଙ୍କ ଠାରୁ ମିଠା ଗ୍ରହଣ କରିନାହିଁ । ଚଳିତ ବକ୍ରି ଇଦରେ କାଶ୍ମୀରର ହୁସେନବାଲା ସୀମାରେ ଚଳିତ ଥର ମିଠା ଆଦାନ ପ୍ରଦାନ ହୋଇପାରିନାହିଁ । ପ୍ରତି ବଡ଼ ବଡ଼…

ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ସାଂସଦଙ୍କ ଚିଠି: ଆୟୁଷ୍ମାନ ଯୋଜନାରେ ଓଡିଶାକୁ ସାମିଲ ପାଇଁ ନବୀନଙ୍କୁ କଲେ ଅନୁରୋଧ

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା ଆୟୁଷ୍ମାନ ଭାରତରେ ଓଡିଶା ସାମିଲ ହେବାକୁ ଅନୁରୋଧ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି ୧୦ ବିଜେପି ସାଂସଦଙ୍କ ସମେତ ୧୨ ସାଂସଦ । ଚିଠିରେ କୁହାଯାଇଛି କି, ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟକୁ ଆୟୁଷ୍ମାନ ଭାରତରେ…

ଜିଓର ନୂଆ ଅଫର: ମାତ୍ର ୭୦୦ ଟଙ୍କାରେ ମିଳିବ ଜିଓ ଗିଗା ଫାଇବର ସହ ମାଗଣା ଭଏସ କଲ; ଫାଷ୍ଟ ଡେ ଫାଷ୍ଟ ସୋ’ରେ ଘରେ ବସି…

• ମଲଟି-ପାର୍ଟି ଭିଡିଓ କନଫରେନ୍ସ କଲ୍ • ଫ୍ରି ଭଏସ କନକ୍ଟେଭିଟି • କମ୍ ଦରରେ ଅନ୍ତର୍ଜାତୀୟ କଲିଂ • ଫାଷ୍ଟ ଡେ ଫାଷ୍ଟ ସୋ ମୁଭି • ୧୦୦ ଏମବିପିଏସରେ ୧ ଜିବିପିଏସ୍ ସ୍ପିଡର ସୁବିଧା ରିଲାଏନ୍ସ ଜିଓର ବଡ ଘୋଷଣା । ଗ୍ରାହକଙ୍କୁ ମାତ୍ର ୭ ଶହ ଟଙ୍କାରେ ମିଳିବ ଜିଓ ଗିଗା ଫାଇବର ।…