Daily Archives

August 11, 2019

ବିରାଟଙ୍କ ବଡ ଶତକ । ଦିନିକିଆରେ ୪୨ ତମ ଶତକ ହାସଲ କଲେ କ୍ୟାପଟେନ କୋହଲି, ଭାଙ୍ଗିଲା ଅନେକ ରେକର୍ଡ ।

ୱେଷ୍ଟଇଣ୍ଡିଜ ବିପକ୍ଷରେ ବିରାଟଙ୍କ ବଡ ଶତକ । ୱେଷ୍ଟଇଣ୍ଡିଜ ବିପକ୍ଷରେ ଶତକ ସହ ଦିନିକିଆରେ ୪୨ ତମ ଶତକ ହାସଲ କରିଛନ୍ତି କ୍ୟାପଟେନ କୋହଲି । ଏହାସହ ଅନେକ ରେକର୍ଡର ଅଧିକାରୀ ହୋଇଛନ୍ତି କୋହଲି । ଅଧିନାୟକ ଭାବେ କୌଣସି ଦଳ ବିପକ୍ଷରେ ୬ଟି ଶତକ ହାସଲ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି…

ଲୁହାପଥରରୁ କିଭଳି ପ୍ରସ୍ତୁତ ହୁଏ ଇସ୍ପାତ ? ଷ୍ଟିଲ୍ ପ୍ଲାଣ୍ଟ ବୁଲିଲେ, ଭିଡ଼ିଓ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

କନକ ବ୍ୟୁରୋ: କେମିତି ପ୍ରସ୍ତୁତ ହୁଏ ଇସ୍ପାତ, ଲୁହାପଥରରୁ କିଭଳି ଷ୍ଟିଲ ପ୍ରସ୍ତୁତ ହୁଏ ତାହା ଆଜି ଦେଖିଛନ୍ତି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଝାଡ଼ଖଣ୍ଡ ବୋକାରୋରେ ଥିବା ଇସ୍ପାତ କାରଖାନାକୁ ଯାଇ ଆଜି ଏହାକୁ ନିରୀକ୍ଷଣ କରିଛନ୍ତି ଧର୍ମେନ୍ଦ୍ର । ବ୍ଲାଷ୍ଟ ଫର୍ଣ୍ଣେସରୁ…

୨୬ ବର୍ଷ ତଳର ରେକର୍ଡ ଭାଙ୍ଗିଲେ କୋହଲି । ପୂର୍ବତନ ପାକିସ୍ତାନ ଅଧିନାୟକ ମିଆଁଦାଦଙ୍କ ରେକର୍ଡ ଭାଙ୍ଗି ଶୀର୍ଷକୁ ଉଠିଲେ…

ରେକର୍ଡ ଭାଙ୍ଗିଲେ ବିରାଟ କୋହଲି । ପୂର୍ବତନ ପାକିସ୍ତାନ ଅଧିନାୟକ ଜାଭେଦ ମିଆଁଦାଦଙ୍କ ରେକର୍ଡ ଭାଙ୍ଗିଲେ କ୍ୟାପଟେନ କୋହଲି । ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ମିଆଁଦାଦଙ୍କ ରେକର୍ଡ ଭାଙ୍ଗିଛନ୍ତି ବିରାଟ । ଦ୍ୱିତୀୟ ଦିନିକିଆରେ ବିରାଟ ୧୯ ରନ୍ ଛୁଇଁବା ମାତ୍ରେ ମିଆଁଦାଦଙ୍କ…

 ଛେଳିର ଦାମ ୨୨ ଲକ୍ଷ । ମାଲାମାଲ ହୋଇଗଲେ ମାଲିକ, ଜାଣନ୍ତୁ କେଉଁଠି ଏତେ ଦରରେ ବିକ୍ରି ହେଲା ଛେଳି ।

ଆସନ୍ତାକାଲି ପୂରା ଦେଶରେ ବେଶ ଧୂମଧାମରେ ବକରିଦ୍ ପାଳନ କରିବେ ମୁସଲିମ୍ ସମ୍ପ୍ରଦାୟର ଲୋକେ । ଏହାକୁ ଦୃଷ୍ଟିରେ ରଖି ଛେଳିର ମୂଲ୍ୟ ଆକାଶଛୁଆଁ ହୋଇଛି । ତେବେ ଏହି ପର୍ବ ପାଳନ  ପୂର୍ବରୁ ଲକ୍ଷ୍ନୌର ବ୍ୟବସାୟୀ ଅଦବୁଲ କରିମଙ୍କ ଭାଗ୍ୟ ଫିଟିଛି । ବିଦେଶୀ ବ୍ରିଡରୁ ଜନ୍ମ ନେଇଥିବା ସୋଜତ…

କାଶ୍ମୀରରେ ଅଶାନ୍ତି ଥିବା ନେଇ ଭିଡିଓ ଜାରି କଲେ ବିବିସିର ସାଉଦ୍ ଏସିଆ ବ୍ୟୁରୋ ମୁଖ୍ୟ, ଗୃହମନ୍ତ୍ରାଳୟ କହିଲା, ମନଗଢ଼ା…

କନକ ବ୍ୟୁରୋ: ସ୍ୱାଭାବିକ୍ ହେଉଛି କାଶ୍ମୀର ସ୍ଥିତି । ସ୍କୁଲ-କଲେଜ ଖୋଲିଛି, ଦୋକାନ-ବଜାର ସ୍ୱାଭାବିକ୍ ହେଉଛି । କିଛି ସ୍ଥାନରୁ କର୍ଫ୍ୟୁ ବି ହଟିଛି । ହେଲେ ଘାଟିର ଏହି ସ୍ଥିରତା ଯେମିତି ପାଶ୍ଚାତ୍ୟ ଗଣମାଧ୍ୟମକୁ ଦେଖାଯାଉନି । ଯେଉଁଥି ପାଇଁ ବୋଧେ ବିବିସି ଆରମ୍ଭ କରିଦେଇଛି ନକରାତ୍ମକ…