Daily Archives

August 10, 2019

ସୋନିଆ ଗାନ୍ଧୀ ହେଲେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ । ରାହୁଲ ଇସ୍ତଫା ଦେବା ପରେ ଖାଲି ପଡିଥିଲା ପଦ

କନକ ବ୍ୟୁରୋ: କଂଗ୍ରେସ କାର୍ଯ୍ୟକାରୀ କମିଟି ବୈଠକରେ ବଡ ନିଷ୍ପତ୍ତି । କଂଗ୍ରେସ ଅଧ୍ୟକ୍ଷ ପଦ ନେଇ ଆସିଲା ବଡ ଖବର । ସୋନିଆ ଗାନ୍ଧୀ ହେଲେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ । ସୋନିଆଙ୍କୁ ଅନ୍ତରୀଣ ଅଧ୍ୟକ୍ଷ ନିଯୁକ୍ତି କରିବାକୁ ବୈଠକରେ ନିଷ୍ପତ୍ତି । ତେବେ ରାହୁଲ ଗାନ୍ଧୀ କଂଗ୍ରେସ…

କେନ୍ଦ୍ରାପଡାର ନୂଆ କାହାଣୀ: ମଣିଷ ଡାକୁଛି, ମାଙ୍କଡ ଆସୁଛି…

କନକ ବ୍ୟୁରୋ: ମଣିଷ ଯେଉଁଠି ମାଙ୍କଡ ସେଇଠି । ମାଙ୍କଡ ଯେଉଁଠି ମଣିଷ ସେଇଠି । ମଣିଷ- ମାଙ୍କଡର ଏ ସମ୍ପର୍କ ଆଜିର ନୁହେଁ ବରଂ କାହିଁ କେଉଁ କାଳରୁ । ପଶୁପକ୍ଷୀଙ୍କ ସହ ମଣିଷର ସମ୍ପର୍କ ନିବିଡ ହେବା ଆଉ ଉଭୟ ଉଭୟର ବନ୍ଧୁ ସାଜିବା ଅନେକ ନଜିର ରହିଛି । ତେବେ ସେମିତି ଏକ ମାଙ୍କଡ-ମଣିଷର…

ବର-କନିଆଁ ବେଶରେ ରୋହି ମାଛ ! ବର ରୋହି ପିନ୍ଧିଛି ଲୁଙ୍ଗି, କନିଆଁ ରୋହି ସାଢ଼ୀ । ସୋସିଆଲ ମିଡ଼ିଆରେ ଭାଇରାଲ ହେଲା…

କନକ ବ୍ୟୁରୋ: ଅନୁଭବ ମହାନ୍ତିଙ୍କ ଅଭିନିତ ଓଡ଼ିଆ ଫିଲ୍ମ ଅଭିମନ୍ୟୁ ହୁଏତ ଆପଣ ମାନେ ଦେଖିଥିବେ । ଆଉ ଏହି ଫିଲ୍ମର ବହୁ ଚର୍ଚ୍ଚିତ “ରୋହି ସାଙ୍ଗେ ଇଲିସିର ବାହାଘର” ଗୀତଟି ନିଶ୍ଚିତ ଶୁଣିଥିବେ । ଯେଉଁଥିରେ ଇଲିସି ଓ ରୋହି ମାଛର ବାହାଘର ସମ୍ପର୍କରେ କୁହାଯାଉଥିଲା । ସେତେବେଳେ ମାଛ ବାହାଘର…

ଧରାପଡ଼ିବ ରାସନ କାର୍ଡ ଜାଲିଆତି । କଟିଯାଇପାରେ ଲକ୍ଷାଧିକ ଲୋକଙ୍କ ରାସନ୍ କାର୍ଡ, ମନ୍ତ୍ରୀ କହିଲେ, ଆଧାର କାର୍ଡ଼…

କନକ ବ୍ୟୁରୋ : ଆପଣ ରାସନ କାର୍ଡ ସହ ଆଧାର କାର୍ଡ ଲିଙ୍କ୍ କରିନାହାନ୍ତି କି? ତେବେ ଶୀଘ୍ର କରାଇ ନିଅନ୍ତୁ, ନହେଲେ କଟିଯାଇପାରେ ଆପଣଙ୍କ ରାସନ୍ କାର୍ଡ । ଗୋଟିଏ ପଟେ ୱାନ୍ ନେସନ୍-ୱାନ୍ ରାସନ୍ କାର୍ଡ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ରାଜ୍ୟରେ ଆରମ୍ଭ ହୋଇଛି ରାସନ୍ କାର୍ଡ ସହ ଆଧାର କାର୍ଡ…

ସ୍ୱାଧିନତା ଦିବସ ପୂର୍ବରୁ ସରଗରମ ରାଜନୀତି । ପରେଡ୍ ସ୍ଥାନ ପରିବର୍ତ୍ତନରୁ ବିଜେପି-ବିଜେଡି ବୟାନବାଜି ।

କନକ ବ୍ୟୁରୋ: ପରେଡ୍ ସ୍ଥାନ ପରିବର୍ତ୍ତନ ନେଇ ଜୋରଦାରା ପଲିଟିକ୍ସ । ସାମ୍ନାସାମ୍ନି ହେଲେ ବିଜେପି-ବିଜେଡି । ସ୍ୱାଧିନତା ଦିବସରେ ରାଜ୍ୟସ୍ତରୀୟ ପରେଡ ସ୍ଥାନ ପରିବର୍ତନକୁ ନେଇ ବିବାଦ ତେଜିଛି । ମହାତ୍ମାଗାନ୍ଧୀ ମାର୍ଗ ପରିବର୍ତେ ପ୍ରଦର୍ଶନୀ ପଡିଆରେ ପରେଡ ପ୍ରସ୍ତାବକୁ ନେଇ ସରକାରଙ୍କୁ…