Daily Archives

August 9, 2019

ଘୋଷଣା ହେଲା ୬୬ତମ ଜାତୀୟ ଚଳଚ୍ଚିତ୍ର ସମ୍ମାନ – ୨୦୧୯ : ଆୟୁଷ୍ମାନ ଖୁରାନା ଓ ଭିକି କୌଶଲ ଶ୍ରେଷ୍ଠ ଅଭିନେତା,…

କନକ ବ୍ୟୁରୋ : ଘୋଷଣା ହେଲା ୬୬ତମ ଜାତୀୟ ଚଳଚ୍ଚିତ୍ର ସମ୍ମାନ - ୨୦୧୯ । ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ଜାତୀୟ ଚଳଚ୍ଚିତ୍ର ସମ୍ମାନ ବିଜେତା ମାନଙ୍କ ନାମ ଘୋଷଣା କରାଯାଇଛି । ଫିଚର୍ ଫିଲ୍ମ ବିଭାଗରେ ୩୧ଟି ଶ୍ରେଣୀରେ ସମ୍ମାନ ପ୍ରଦାନ କରାଯିବ । ସେହିପରି ନନ୍ ଫିଚର୍ ସିନେମା ବିଭାଗରେ…

ଦେଶର ଶ୍ରେଷ୍ଠ ୪ ନମ୍ବର ଥାନା ହେଲା ତରଭା : ଲୋକାଭିମୁଖୀ ସେବା ପାଇଁ ଗୃହମନ୍ତ୍ରାଳୟ ପକ୍ଷରୁ ମିଳିଲା ପୁରସ୍କାର

କନକ ବ୍ୟୁରୋ : ସାଧାରଣ ଲୋକଙ୍କ ବିଶ୍ୱାସ ଭାଜନ ହୋଇପାରୁନାହିଁ ପୋଲିସ । ବାରମ୍ବାର ଏହିଭଳି ଅଭିଯୋଗ ଆସୁଥିବା ବେଳେ ଉଦାହରଣ ପାଲଟିଛି ସୋନପୁର ଜିଲ୍ଲାର ତରଭା ଥାନା । ଦେଶର ଶ୍ରେଷ୍ଠ ୪ ନମ୍ବର ଥାନାର ମାନ୍ୟତା ପାଇଛି । ଲୋକଙ୍କ ସହ ସୁସଂପର୍କ ସ୍ଥାପନ କରି ବିଭିନ୍ନ ସମସ୍ୟା ସମାଧାନ…

ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ ସମେତ ୫ ରାଜ୍ୟରେ ବନ୍ୟାର ତାଣ୍ଡବ : ୱାଏନାଡରେ ଭୁସ୍ଖଳନ ଯୋଗୁଁ ଫସିଲେ ୧୦୦ ଲୋକ

କନକ ବ୍ୟୁରୋ : ମୌସୁମୀ ଜନିତ ଲଗାଣ ବର୍ଷା । ଆଉ ବନ୍ୟାରେ ଜଡସଡ ଜନଜୀବନ । ୫ଟି ରାଜ୍ୟରେ ଦେଖିବାକୁ ମିଳିଛି ବନ୍ୟାର ଭୟଙ୍କର ରୁପ । ପ୍ରବଳ ବର୍ଷା ପରେ ମହାରାଷ୍ଟ୍ରରେ ବନ୍ୟା ସ୍ଥିତି ସଙ୍ଗୀନ ହୋଇପଡିଛି । ଯୁଆଡେ ଅନେଇଲେ କେବଳ ପାଣି ଓ ପାଣି । ସ୍ଥିତି ଏପରି ଯେ ଗଡଚିରୋଲିରେ ଗାଁ ଦାଣ୍ଡରେ…

ମ୍ୟାନ ଭର୍ସେସ ୱାଇଲ୍ଡରେ ମୋଦିଙ୍କ ନିଆରା ଅନ୍ଦାଜ : ସାମ୍ନାକୁ ଆସିଲା ଆଉ ଏକ ନୂଆ ଭିଡିଓ, ଅଗଷ୍ଟ ୧୨ରେ ପ୍ରସାରଣ ହେବ…

କନକ ବ୍ୟୁରୋ : ପରଦାରେ ଦେଖିବାକୁ ମିଳିବ ମୋଦି ଯାଦୁ । ମ୍ୟାନ୍ ଭର୍ସେସ ୱାଇଲ୍ଡରେ ନଜର ଆସିବେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡିସକଭରୀ ଚ୍ୟାନେଲର ଚର୍ଚ୍ଚିତ ସୋ’ ମ୍ୟାନ ଭର୍ସେସ ୱାଇଲ୍ଡରେ ଭାରତର ପ୍ରଧାନମନ୍ତ୍ରୀ ଦେଖାଇବେ ଜଲୱା । ଅଗଷ୍ଟ ୧୨ତାରିଖରେ ଏହି କାର୍ଯ୍ୟକ୍ରମ ଟେଲିକାଷ୍ଟ…

କିଏ ହେବ କଂଗ୍ରେସ ଅଧ୍ୟକ୍ଷ? କାଲି ଫଇସଲା… ଆଗରେ ମୁକୁଲ ୱାସନିକ ।

କଂଗ୍ରେସର କିଏ ହେବ ଅଧ୍ୟକ୍ଷ? ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ଖାଲି ପଡିଥିବା ଏହି ଆସନରେ କାହାକୁ ଦାୟିତ୍ୱ ଦେବେ ଶୀର୍ଷ ନେତୃତ୍ୱ । ଯେତେବେଳେ ଦଳ ଏକାଠି ହୋଇ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ସହ ଲଢିବାର ଆବଶ୍ୟକତା ଥିଲା, ଠିକ ସେତିକି ବେଳେ ଦଳ ଦୁଇଫାଳ ହୋଇଗଲା । ସ୍ଥିତି ଏମିତି ଯେ,…

ଜଳପଥ ଦେଇ ଭାରତ ଉପରେ ବଡ଼ ଧରଣର ଆତଙ୍କୀ ଆକ୍ରମଣ ଆଶଙ୍କା : ସତର୍କ କଲା ଗୁଇନ୍ଦା ବିଭାଗ, ସତର୍କ ନୌସେନା

କନକ ବ୍ୟୁରୋ : ଭାରତ ଉପରେ ଜଳପଥ ଦେଇ ହୋଇପାରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ । କାଶ୍ମୀରରୁ ୩୭୦ ଉଛେଦ ପରେ ପାକିସ୍ତାନ ପଟୁ ଆତଙ୍କୀ ହମଲାର ଆଶଙ୍କା ଘନଉଛି । ଏନେଇ ସତର୍କ କରିଛି ଭାରତୀୟ ଗୁଇନ୍ଦା ବିଭାଗ । ଏଥର ଜଳପଥ ଦେଇ ଅନୁପ୍ରବେଶ କରିପାରନ୍ତି ଆତଙ୍କୀ । ଗୁଇନ୍ଦା ସୂଚନା ମିଳିବା ପରେ…