Daily Archives

August 8, 2019

ଲଗାଣ ବର୍ଷା ଯୋଗୁଁ ଦକ୍ଷିଣରୁ-ପଶ୍ଚିମ ସବୁଠି ବନ୍ୟା ପରିସ୍ଥିତି । କୁଚିଣ୍ଡା ପୋଲ ଉପରେ ବହିଲା ପାଣି, ଝାରସୁଗୁଡା ଓ…

କନକ ବ୍ୟୁରୋ : ଲଗାଣ ବର୍ଷା ଯୋଗୁଁ ଦକ୍ଷିଣରୁ-ପଶ୍ଚିମ ସବୁଠି ବନ୍ୟା ପରିସ୍ଥିତି । ଦକ୍ଷିଣ ଓଡିଶାର କନ୍ଧମାଳ, ରାୟଗଡା, କୋରାପୁଟ, ଗଜପତିରେ ବନ୍ୟା ସ୍ଥିତିର ସମ୍ମୁଖୀନ ହୋଇଛନ୍ତି ଲୋକେ । କେଉଁଠି ପାଣି ଘେରରେ ଥିବା ଘରର କାନ୍ଥ ଭାଙ୍ଗି ପଡିଛ ତ ଆଉ କେଉଠି ସ୍କୁଲ ଭିତରେ ଆଣ୍ଠୁଏ ଆଣ୍ଠୁଏ…

୩ ଜଣଙ୍କୁ ଭାରତ ରତ୍ନ । ପ୍ରଣବ, ନାନାଜୀ ଓ ଭୂପେନଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କଲେ ରାଷ୍ଟ୍ରପତି ।

କନକ ବ୍ୟୁରୋ: ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ପାଇଲେ ୩ ବିଶିଷ୍ଟ ବ୍ୟକ୍ତି । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ବିଶିଷ୍ଟ ସଙ୍ଗୀତକାର ଭୂପେନ ହଜାରିକା ଏବଂ ସମାଜସେବୀ ନାନାଜୀ ଦେଶମୁଖଙ୍କୁ ମିଳିଲା ଭାରତ ରତ୍ନ । ରାଷ୍ଟପତି ଭବନରେ ଭାରତ ରତ୍ନ ଉତ୍ସବରେ ରାଷ୍ଟ୍ରପତି ରାମନାଥ…

ଆଜି ଭାରତ-ୱେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ । ଗୟନାରେ ରାତି ୭ଟାରେ ଖେଳାଯିବ ମ୍ୟାଚ୍, ଟି-୨୦ ସିରିଜ କ୍ଲିନ୍ ସୁଇପ୍ ପରେ…

କନକ ବ୍ୟୁରୋ : ଭାରତ ଇଣ୍ଡିଜ ଗସ୍ତରେ ଆଜି ଠାରୁ ଆରମ୍ଭ ହେଉଛି ଦିନିକିଆ ସିରିଜ । ଏହି କ୍ରମରେ ସିରିଜର ପ୍ରଥମ ଦିନିକିଆ ଆଜି ଖେଳାଯିବ ଗୟନାରେ । ଭାରତୀୟ ସମୟ ରାତି ୭ ଟାରେ ଏହି ମ୍ୟାଚ୍ ଖେଳାଯିବ । ତେବେ ଟି-୨୦ ସିରିଜକୁ ୩-୦ରେ ଜିତି କ୍ଲିନ୍ ସୁଇପ୍ କରିଥିଲା ଭାରତ । ଟି-୨୦ ସିରିଜର…

ସମଝୌତା ଏକ୍ସପ୍ରେସକୁ ଅଟକାଇଛି ପାକ୍ । ଟ୍ରେନ୍ ଇଞ୍ଜିନ୍ ଓ ଗାର୍ଡଙ୍କୁ ଆଣିବା ପାଇଁ ଅଟ୍ଟାରୀରୁ ଲାହୋର ଗଲା ଇଞ୍ଜିନ୍…

କନକ ବ୍ୟୁରୋ: ଲାହୋରରେ ସମଝୌତା ଏକ୍ସପ୍ରେସକୁ ପାକିସ୍ତାନ ରୋକିବାରୁ ଭାରତରୁ ଗଲା ଇଞ୍ଜିନ୍ । ସମଝୌତା ଏକ୍ସପ୍ରେସକୁ ପାକ୍ ଡ୍ରାଇଭର ଓ ଗାର୍ଡ ଭାରତ ଆସିବାକୁ ମନାକରିବାରୁ ଅଟ୍ଟାରୀରୁ ଗଲା ଇଞ୍ଜିନ୍ । ଏନେଇ ସୂଚନା ଦେଇଛନ୍ତି ଅଟ୍ଟାରୀ ଷ୍ଟେସନ୍ ମାଷ୍ଟର । ତେବେ କରାଚିରୁ ସକାଳ ୮ଟାରେ…

‘ମିଶନ କାଶ୍ମୀର’ର ମଙ୍ଗ ଧରିଥିଲେ ତିନି କେନ୍ଦ୍ରମନ୍ତ୍ରୀ ! ମୋଦି-ଶାହାଙ୍କ ରଣନୀତିକୁ କାର୍ଯ୍ୟକାରୀ କରାଇବାରେ ପ୍ରମୂଖ…

କନକ ବ୍ୟୁରୋ: ୭୦ ବର୍ଷ ପରେ କାଶ୍ମୀରକୁ ମିଳିଥିବା ସ୍ୱାଧିନତା ପଛରେ ଓଡ଼ିଆ ମନ୍ତ୍ରୀଙ୍କ ଭୂମିକା ରହିଥିବା ଶୁଣିବାକୁ ମିଳୁଛି । କାଶ୍ମୀରର ପୁର୍ନଗଠନରେ ଓଡ଼ିଆ ପୁଅ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୂମିକା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ଜାମ୍ମୁ-କାଶ୍ମୀରର…

ପାକିସ୍ତାନ ଉପରେ ବର୍ଷିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । କହିଲେ, ପାକିସ୍ତାନ ଭଳି ପଡୋଶୀ ଭଗବାନ କାହାକୁ ନ…

ପାକିସ୍ତାନର ନାମ ନ ନେଇ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କଡା ସମାଲୋଚନା କରିଛନ୍ତି । ରାଜନାଥ କହିଛନ୍ତି ଯେ ‘ଆମର ପଡୋଶୀଙ୍କୁ ନେଇ ସବୁଠାରୁ ଅଧିକ ଆଶଙ୍କା ରହିଛି । ସମସ୍ୟା ହେଉଛି ଯେ ଆପଣ ବନ୍ଧୁ ବଦଳାଇପାରିବେ କିନ୍ତୁ ପଡୋଶୀ ଚୟନ କରିବା ଆମ ହାତରେ ନଥାଏ। ଆମ ପାଖରେ ଏମିତି ଏକ…