Daily Archives

August 7, 2019

ମାଲକାନଗିରିକୁ ଘେରାବନ୍ଦୀ କଲା ବର୍ଷା: ଲଗାଣ ବର୍ଷାରେ କେଉଁଠି ଭାସିଗଲା ପୋଲ ତ ପୁଣି କେଉଁଠି ରାସ୍ତାରେ ଫଶିଗଲେ ରୋଗୀ

କନକ ବ୍ୟୁରୋ: ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଂଚଳ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି । ଖଇରପୁଟ ବ୍ଲକର ମାଝୀ ଗୁଡା ଗ୍ରାମ ଜଳବନ୍ଦୀ ହେବା ଯୋଗୁଁ ଏହି ଗାଁର ଜଣେ ରୋଗୀ ପାଣି ଘେରରେ ଫଶି ରହିଥିବା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ମାଝୀଗୁଡା ଗାଁର ଗୁରୁ ମାଝୀ ନାମକ…

କାଲି ଆସିଲାନି କାଳ ଆସିଲା। ମୃତ୍ୟୁର ଘଣ୍ଟାକ ପୂର୍ବରୁ ହରିଶ୍ ସାଲଭେଙ୍କୁ ଆସି ନିଜ ଫି’ ନେଇଯିବାକୁ କହିଥିଲେ ସୁଷମା…

କନକ ବ୍ୟୁରୋ: ସୁଷମା ସ୍ୱରାଜଙ୍କ ପରଲୋକ ସହ ଏକ ଏଭଳି ଘଟଣା ସାମ୍ନାକୁ ଆସିଛି, ଯାହା ଯେକୌଣସି ସମ୍ବେଦନଶୀଳ ବ୍ୟକ୍ତିକୁ ଦୋହଲାଇ ଦେବ । ମୃତ୍ୟୁର ଠିକ୍ ଘଂଟାକ ପୂର୍ବରୁ ହରିଶ ସାଲଭେଙ୍କୁ ଫୋନ କରିଥିଲେ ସୁଷମା ସ୍ୱରାଜ । ଇଂଟରନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ- ଆଇସିଜେରେ କୁଲଭୂଷଣଙ୍କ ମାମଲା…

ଚାଷୀ ପରିବାରରୁ ଚମତ୍କାର ! ପିଲାଟି ଦିନରୁ ପାଇଲଟ୍ ହେବାର ଥିଲା ସ୍ୱପ୍ନ , ପୂରଣ ହେଲାନି। ନିର୍ମାଣ କଲେ ‘ନାନୋ’…

କନକ ବ୍ୟୁରୋ: ଯଦି ଦୃଢ଼ ଇଚ୍ଛା ଶକ୍ତି ଥାଏ ତେବେ ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ ହୋଇପାରେ । ଆଉ ଇଚ୍ଛାଶକ୍ତି ସାମ୍ନାରେ ଜଟିଳରୁ ଜଟିଳ କାର୍ଯ୍ୟ ସଫଳତାର ପାଦ ସ୍ପର୍ଶ କରେ । ଏଭଳି କିଛି ଚମତ୍କାର କରି ଦେଖାଇଛନ୍ତି ବିହାରର ଛପରା ଜିଲ୍ଲାରେ ବସବାସ କରୁଥିବା ଜଣେ ବ୍ୟକ୍ତି । ପାଇଲଟ୍…

ସୁଷମାଙ୍କ ଶେଷ ଦର୍ଶନ କଲା ବେଳେ ଭୋ ଭୋ ହୋଇ କାନ୍ଦିଲେ ଏମଡିଏଚ୍ ମାଲିକ ଧର୍ମପାଲ ଗୁଲାଟି । ଶୋକାକୁଳ ହେଲା ପୂରା…

ଅଫେରା ଦୁନିଆର ଅତିଥି ସାଜିଛନ୍ତି ପୂର୍ବ ବୈଦଶିକ ମନ୍ତ୍ରୀ ସୁଷମା ସ୍ୱରାଜ । ସୁଷମାଙ୍କ ଦେହାନ୍ତରେ ପୂରା ଦେଶରେ ଶୋକର ଛାୟା ଖେଳି ଯାଇଛି । ଦେଶର ତୁଙ୍ଗ ନେତାଙ୍କ ସମେତ ସାଧାରଣ ଲୋକ ସୁଷମାଙ୍କ ଶେଷ ଦର୍ଶନ କରିବା ପରେ ଅନ୍ତିମ ସଂସ୍କାର ପାଇଁ ତାଙ୍କ ମରଶରୀରକୁ ନିଆଯାଇଛି । ତେବେ…

ଅଲବିଦା…ଅଲବିଦା…ଅଲବିଦା: ପଞ୍ଚତତ୍ତ୍ୱରେ ବିଲୀନ ହେଲେ ସୁଷମା ସ୍ୱରାଜ

କନକ ବ୍ୟୁରୋ: ବିଦାୟ...ବିଦାୟ...ଚିରବିଦାୟ । ଏହି ଗୋଟିଏ ଶବ୍ଦର ପୁନରାବୃତି ଭିତରେ ଲୁଚି ରହିଛି ଭାରତୀୟ ରାଜନୀତିର ସେହି ଅଜସ୍ୱୀ ଓ ତେଜସ୍ୱୀ ମହିଳାଙ୍କ ସଫଳ ରାଜନୈତିକ ଯାତ୍ରାର ପୁରା କାହାଣୀ । ଯେଉଁ ଯାତ୍ରା ଆଜି ଅନ୍ତିମ ମୋଡ଼ ଦେଇ ଲକ୍ଷ୍ୟ ସ୍ଥଳରେ ପହଂଚିଛି । ଲକ୍ଷ୍ୟପଥ ତ’ ସ୍ଥିର ଓ…

ଯେବେ ଓଡିଆ ଝିଅର ଭିଡିଓ ଦେଖି କାନ୍ଦି ପକାଇଥିଲେ ସୁଷମା…ଟୁଇଟ୍ କରି ଲେଖିଥିଲେ, ଝିଅରେ ମୁଁ ମୁଖ୍ୟମନ୍ତ୍ରୀଙ୍କୁ…

କନକ ବ୍ୟୁରୋ: ଚାଲିଯାଇଛନ୍ତି ସୁଷମା ସ୍ୱରାଜ, ଝୁରୁଛି ସାରା ଦେଶ । କିନ୍ତୁ ସୁଷମାଙ୍କୁ ସାଧାରଣ ଜନତା ଯେତିକି ମନେ ପକାଉଛନ୍ତି ତାହାଠାରୁ ଢେର ମନେ ପକାଉଛନ୍ତି ଏମିତି କିଛି ଓଡ଼ିଆ ଯାହାଙ୍କୁ ନୂଆ ଜୀବନଦାନ ଦେଇଥିଲେ ସୁଷମା ସ୍ୱରାଜ । ସାଉଦି ଆରବ, ଦୁବାଇ, ନାଇଜେରିଆ ଏସବୁ ଦେଶରେ ଫସି…