Daily Archives

August 7, 2019

ଫଲୋ ନ କରି ମଧ୍ୟ କରୁଥିଲେ ଫଇସଲା । ସାତ ଦରିଆ ପାରିରୁ ସୁଷମାଙ୍କର ଥିଲେ ହଜାର ହଜାର ଫଲୋଅର୍ସ, କିନ୍ତୁ କାହାକୁ ଫଲୋ ନ…

କନକ ବ୍ୟୁରୋ : ଫଲୋ ନ କରି ମଧ୍ୟ କରୁଥିଲେ ଫଇସଲା । ଗୋଟିଏ ଗୋଟିଏ ଟ୍ୱିଟରେ ବଡ ବଡ ସମସ୍ୟାର ହୋଇଯାଉଥିଲା ସମାଧାନ । ସାତ ଦରିଆ ପାରିରୁ ଆସୁଥିବା ସମସ୍ୟାକୁ ସୋସିଆଲ ମିଡିଆରେ ଗୋଟିଏ କ୍ଲିକରେ ସମାଧାନ କରୁଥିଲେ ସୁଷମା । ସୋସିଆଲ ମିଡ଼ିଆରେ ସୁଷମା ଏତେ ଲୋକପ୍ରିୟ ହୋଇଯାଇଥିଲେ ଯେ, କୋଟି…

ବଦଳିବ ପୁରୀର ଚିତ୍ର! ପୂରାପୁରି ନବୀକରଣ ହେବ ପୁରୀ, ବହୁତଳ ପାର୍କିଂଠୁ ଆରମ୍ଭ କରି ୫ଟି ପ୍ରକଳ୍ପରେ ସୌନ୍ଦର୍ଯ୍ୟ ହେବ…

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ପୁରୀ । ପୁରୀର ବିକାଶ ପାଇଁ ୫ ଗୋଟି ପ୍ରକଳ୍ପକୁ ଲୋକାସେବା ଭବନରେ ମୋହର ମାରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୋଟ୍ ୨୬୫ କୋଟି ଟଙ୍କାରେ ଏହି ୫ଟି ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି ନବୀନ । ମହାପ୍ରଭୁ ଜଗନ୍ନାଥଙ୍କ ପବିତ୍ର ଧାମକୁ ସାରା ବିଶ୍ୱର…

ନୂଆ ଓଡ଼ିଶାରେ ଶିଳ୍ପ ! ୨୨ ପ୍ରକଳ୍ପକୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ । ଫୋକସରେ ୪ ଜିଲ୍ଲା, ଏପଟେ କେନ୍ଦୁଝରର ୧୦…

କନକ ବ୍ୟୁରୋ: ଦେଶର ନୂଆ ମାନୁଫାକଚରିଂ ହବ୍ ହେବ ଓଡିଶା । ଆଜି ୧୦ଟି କ୍ଷେତ୍ରରେ ୨୨ଟି ଶିଳ୍ପ ପ୍ରକଳ୍ପର ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ୪ ହଜାର ୪୬୧ କୋଟିର ପୁଂଜିନିବେଶ ହେବ । ଏବଂ ୯ ହଜାର ୨୩୦ ଜଣ ନିଯୁକ୍ତି ପାଇବେ । ତେବେ ମୋଟ୍ ୪୪୬୧ଟି…

ଭାରତ ସହ ସମ୍ପର୍କ କାଟିଲା ପାକିସ୍ତାନ ! ଭାରତ ସହ ବାଣିଜ୍ୟିକ ସମ୍ପର୍କ ଛିନ୍ନ କଲା, ପାକିସ୍ତାନରୁ ଭାରତୀୟ…

କନକ ବ୍ୟୁରୋ : ଭାରତ ସହ ସମ୍ପର୍କ କାଟିଲା ପାକିସ୍ତାନ । ଧାରା ୩୭୦ ଉଚ୍ଛେଦକୁ ନେଇ ବିଳିବିଳେଇଲା ପାକିସ୍ତାନ । ଭାରତ ସହ ଦ୍ୱିପାକ୍ଷିକ ବାଣିଜ୍ୟିକ ସମ୍ପର୍କ ଛିନ୍ନ କଲା ପାକ୍ । ଜାତୀୟ ସୁରକ୍ଷା କମିଟି ବୈଠକରେ ଆଲୋଚନା ପରେ ଏଭଳି ନିଷ୍ପତି ନେଇଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍…

ରାଜଧାନୀରେ ପୁଣି ମ୍ୟାଜିକ ବାବାଙ୍କ କଳା କାରନାମା। ବିଭୂତି ପକାଇ ମହିଳାଙ୍କୁ ଲୁଟ କରିବାକୁ ଉଦ୍ୟମ

କନକ ବ୍ୟୁରୋ: କ୍ରାଇମ କଂଟ୍ରୋଲ କରିବା ପାଇଁ ଗୋଟିଏ ପଟେ ପୁଲିସ ଏନକାଉଣ୍ଟର ଚଳାଇଥିବା ବେଳେ, ଅପରାଧୀ ମାନେ ଲୁଟର ନୁଆ ତରିକା ଆପଣାଇଥିବା ନେଇ ଚର୍ଚ୍ଚା ହେଉଛି । ଏବେ ରାଜଧାନୀରେ ମାତିଛି ମ୍ୟାଜିକ ବାବା । ପ୍ରଥମେ ମ୍ୟାଜିକ ଦେଖାଉଛନ୍ତି ଆଉ ତାପରେ ଟଙ୍କା ସୁନା ଧରି ଉଭାନ ହୋଇଯାଉଛି ।…