Daily Archives

August 6, 2019

ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି ପାଇଲେ ରାଜେନ୍ଦ୍ର ପ୍ରସାଦ ଶର୍ମା । କିଏ ହେବ ରାଜ୍ୟ ପୋଲିସ ବିଭାଗର ନୂଆ ମୁଖିଆ,…

କନକ ବ୍ୟୁରୋ : ଲୋକାୟୁକ୍ତ ସଦସ୍ୟ ଭାବେ ନିଯୁକ୍ତି ପାଇଲେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ରାଜେନ୍ଦ୍ର ପ୍ରସାଦ ଶର୍ମା । ଏନେଇ ରାଜଭବନ ପକ୍ଷରୁ ସୂଚନା ମିଳିଛି । ଲୋକାୟୁକ୍ତ ସଦସ୍ୟ ପାଇଁ ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ନାଁ ସୁପାରିଶ କରିଥିଲେ ରାଜ୍ୟ ସରକାର । ଚୟନ କମିଟିଙ୍କ ସୁପାରିଶକୁ…

ଲୋକସଭାରେ ବିତର୍କ ବେଳେ ଛାତି ବାଡେଇ ବିରୋଧୀଙ୍କୁ ଜବାବ ଦେଲେ ଗୃହମନ୍ତ୍ରୀ । କହିଲେ ‘କାଶ୍ମୀର’ ଆମର ଦାୟିତ୍ୱ,…

କନକ ବ୍ୟୁରୋ : ଲୋକସଭାରେ ଆଗତ ହୋଇଛି ଜାମ୍ମୁକାଶ୍ମୀର ପୁରନର୍ଗଠନ ବିଲ୍ । ଲୋକସଭାରେ ବିବୃତି ରଖିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଅନ୍ୟପଟେ କଂଗ୍ରେସ ଏହି ବିଲକୁ ବିରୋଧ କରିବା ସହ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି । ଜାମ୍ମୁକାଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ…

ଲୋକସଭାରେ ଆସିଲା ‘କାଶ୍ମୀର’ ବିଲ୍: ସଂସଦରେ ବିବୃତି ରଖୁଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହା

କନକ ବ୍ୟୁରୋ: ରାଜ୍ୟସଭା ପରେ ଆଜି ଲୋକସଭାରେ ଆସିଲା ଜାମ୍ମୁ-କଶ୍ମୀର ରାଜ୍ୟ ପୁନର୍ଗଠନ ବିଲ୍ । ଗୃହମନ୍ତ୍ରୀ ଅମିତ୍ ଶାହା ଆଜି ଲୋକସଭାରେ ବିବୃତି ରଖୁଛନ୍ତି । ଗତକାଲି ରାଜ୍ୟସଭାରେ ଏହି ବିଲ୍ ପାରିତ ହୋଇଥିବା ବେଳେ ଆଜି ଲୋକସଭାରେ ଏହି ବିଲ୍ ପାରିତ କରିବାକୁ ଆଗତ କରୁଛନ୍ତି ମୋଦି ସରକାର ।…

ଶ୍ରୀନଗରରେ ସ୍ଥିତି ସମୀକ୍ଷା କଲେ ଅଜିତ ଡୋଭାଲ । ଘାଟିରେ ଶାନ୍ତି ରହିଥିବା ନେଇ ସରକାରଙ୍କୁ ଦେଲେ ରିପୋର୍ଟ ।

କନକ ବ୍ୟୁରୋ : ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଶ୍ରୀନଗର ଯାଇ ପରିସ୍ଥିତିର ସମୀକ୍ଷା କରିଛନ୍ତି । ଏନେଇ ସରକାରଙ୍କୁ ସେ ଏକ ରିପୋର୍ଟ ଦେଇଛନ୍ତି । ଶ୍ରୀନଗରରେ ସ୍ଥିତି ସମୀକ୍ଷା କରିବା ପରେ ସେଠାରେ ଶାନ୍ତି ରହିଥିବା ନିଜ ରିପୋର୍ଟରେ ଉଲ୍ଲେଖ କରିଛନ୍ତି ଅଜିତ ଡୋଭାଲ । ଏହା ସହ…

କାଶ୍ମୀର ପରେ ଅଯୋଧ୍ୟା ମାମଲାରେ ବଡ ନିଷ୍ପତି ନେବେ କି ମୋଦି ସରକାର ? ଆଜିଠୁ ସୁପ୍ରିମକୋର୍ଟରେ ରାମ ଜନ୍ମଭୂମି-ବାବ୍ରି…

କନକ ବ୍ୟୁରୋ : କାଶ୍ମୀରକୁ ନେଇ ଦୀର୍ଘ ୭୦ ବର୍ଷ ପରେ ନୂଆ ଇତିହାସ ଲେଖାହୋଇଥିବା ବେଳେ ଗତକାଲି ସୋସିଆଲ ମିଡିଆରେ ଖୁବଶୀଘ୍ର ଅଯୋଧ୍ୟା ମାମଲାର ସମାଧାନ ହେବ ବୋଲି ଚର୍ଚ୍ଚା ଜୋର ଧରିଥିଲା । କୁହାଯାଉଛି, କାଶ୍ମୀର ପରେ ଅଯୋଧ୍ୟା ପ୍ରସଙ୍ଗ ହେଉଛି ମୋଦିଙ୍କ ପରବର୍ତ୍ତୀ ମିଶନ୍ । ଗତକାଲି…

ପୁଣି ଚର୍ଚ୍ଚାରେ ବଲାଙ୍ଗୀର ପୁଲିସ : ମଦ୍ୟପଙ୍କୁ ଖୁଣ୍ଟରେ ବାନ୍ଧି ମହିଳା କନଷ୍ଟେବଳଙ୍କ ଥାର୍ଡଡିଗ୍ରୀ !

କନକ ବ୍ୟୁରୋ: ପୁଣି ଥରେ ଚର୍ଚ୍ଚାକୁ ଆସିଛି ବଲାଙ୍ଗୀର ଟାଉନ ଥାନା ପୁଲିସ। ସର୍ବସାଧାରଣ ସ୍ଥାନରେ ଜଣେ ମଦ୍ୟପକୁ ଖୁଣ୍ଟରେ ବାନ୍ଧି ସାଧାରଣ ଲୋକଙ୍କ ସହ ମିଶି ଜଣେ ମହିଳା ପୁଲିସ କର୍ମଚାରୀ ମାଡ଼ ମାରୁଛନ୍ତି। ମଦ୍ୟପ ଜଣକ ବାର ବାର ଚିତ୍କାର କରୁଥିଲେ ବି ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ…