Daily Archives

August 6, 2019

ସଂସଦରେ ଉଠିଲା ବିଜୁ-କାଶ୍ମୀର କାହାଣୀ ! ପିନାକୀ କହିଲେ, କାଶ୍ମୀର ସ୍ୱାଧିନତା ପଛରେ ରହିଛି ବିଜୁ ବାବୁଙ୍କ ଅବଦାନ,…

କନକ ବ୍ୟୁରୋ: ଲୋକସଭାରେ ଉଠିଲା କାଶ୍ମୀରର ‘ବିଜୁ’ କାହାଣୀ । ଜମ୍ମୁ କାଶ୍ମୀର ପୁର୍ନଗଠନ ବିଲ୍ ଉପରେ ଲୋକସଭାରେ ହୋଇଛି ସରଗରମ ଆଲୋଚନା । ଆଉ ଠିକ୍ ଏହାରି ମଧ୍ୟରେ କାଶ୍ମୀର ଓ ବିଜୁ ପଟ୍ଟନାୟକ ସମ୍ପର୍କ ପ୍ରସଙ୍ଗ । ବିଜୁ ଜନତା ଦଳର ପୁରୀ ସାଂସଦ ପିନାକୀ ମିଶ୍ର କାଶ୍ମୀର ସ୍ୱାଧୀନତା ଓ ଭାରତ…

ଲୋକସଭାରେ ଜମ୍ମୁ-କାଶ୍ମୀର ପୁର୍ନଗଠନ ବିଲ୍ ନେଇ ବିତର୍କ । ବିବୃତି ରଖିବା ସମୟରେ କଂଗ୍ରେସର ପ୍ରଶ୍ନରେ କ୍ଷୁବ୍ଧ ହେଲେ…

କନକ ବ୍ୟୁରୋ: ଲୋକସଭାରେ ଜାମ୍ମୁ-କାଶ୍ମୀର ପୁନର୍ଗଠନ ବିଲ ଉପରେ ଜୋରଦାର ଚର୍ଚ୍ଚା ଚାଲିଛି । ଲୋକସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଲୋକସଭାରେ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ ଓ ଅମିତ ଶାହଙ୍କ ଭିତରେ କଥା କଟାକଟି ହୋଇଥିଲା । ବିଲକୁ ଗୃହରେ ଉପସ୍ଥାପନ କରିବା ମାତ୍ରେ ଅଧିର ନିଜର…

‘କାଶ୍ମୀର’ ପ୍ରସଙ୍ଗରେ କେନ୍ଦ୍ରକୁ କଡା ସମାଲୋଚନା କଲେ ନିରଞ୍ଜନ । କହିଲେ ୩୭୦ ଉଚ୍ଛେଦ କାଶ୍ମୀରବାସୀଙ୍କ ବିଶ୍ୱାସ ସହ…

କନକ ବ୍ୟୁରୋ: ଧାରା ୩୭୦ ଉଚ୍ଛେଦକୁ ସାରା ଦେଶ ସମର୍ଥନ କରିଛି । ଓଡିଶାର ଶାସକ ଦଳ ମଧ୍ୟ ମୋଦି ସରକାରଙ୍କ ଏହି ଐତିହାସିକ ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି । ତେବେ କାଲି ଦିନ ସାରା ୩୭୦ ଉଚ୍ଛେଦ ଉପରେ ଚର୍ଚ୍ଚା ଆଲୋଚନା ଚାଲିଥିବା ବେଳେ ଆଜି ୩୭୦ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି…

ମାନବିକତାର ପରିଚୟ ଦେଲେ ଜିଲ୍ଲାପାଳ । ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଇଲେ ନବରଙ୍ଗପୁର…

କନକ ବ୍ୟୁରୋ: ମାନବିକତା ଦେଖାଇଲେ ଜିଲ୍ଲାପାଳ । ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ରାସ୍ତା କଡରୁ ଉଠାଇ ଡାକ୍ତରଖାନାରେ ଭର୍ତ୍ତି କରି ଚର୍ଚ୍ଚାକୁ ଆସିଛନ୍ତି ନବରଙ୍ଗପୁର ଜିଲ୍ଲାପାଳ ଅଜିତ ମିଶ୍ର । ଗତକାଲି ମାସର ପ୍ରଥମ ସୋମବାର ହୋଇଥିବାରୁ ଜିଲ୍ଲା କାର୍ଯ୍ୟାଳୟରେ…

କାଶ୍ମୀର ପ୍ରସଙ୍ଗରେ ପ୍ରଥମ ଥର ପ୍ରତିକ୍ରିୟା ରଖିଲେ ରାହୁଲ ଗାନ୍ଧି । ଟ୍ୱିଟ୍ କରି ଲେଖିଲେ, ଏକପାଖିଆ ଭାବେ ସମ୍ଭବ…

କନକ ବ୍ୟୁରୋ : ଜାମ୍ମୁକାଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ ଗତକାଲିଠୁ ଚାଲିଥିବା ଚର୍ଚ୍ଚା ଆଲୋଚନା ଭିତରେ ଆଜି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି । ଟ୍ୱିଟ୍ କରି ରାହୁଲ ଲେଖିଛନ୍ତି, ‘ଏକପାଖିଆ ଭାବେ ଜାତୀୟ ଏକତା ସମ୍ଭବ ନୁହେଁ ।…

କାଳିଆ ଯୋଜନାରୁ ବାଦ୍ ପଡିବେ ଅଯୋଗ୍ୟ ହିତାଧିକାରୀ । ପଂଚାୟତ ସ୍ତରରେ ପ୍ରକାଶ ପାଇଲା ବିଜ୍ଞପ୍ତି । ଅଗଷ୍ଟ ୬ରୁ ୧୪…

କନକ ବ୍ୟୁରୋ: କାଳିଆ ଯୋଜନାରେ ସହାୟତା ପାଇଥିବା ଅଯୋଗ୍ୟ ହିତାଧିକାରୀଙ୍କଠାରୁ  ଟଙ୍କା ଫେରାଇ ଅଣାଯିବ । ଖୁବ ଶୀଘ୍ର ଅଯୋଗ୍ୟ ହିତାଧିକାରୀଙ୍କର ତାଲିକା ଯାଞ୍ଚ ହେବ । ପଞ୍ଚାୟତ ସ୍ତରରେ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଗଷ୍ଟ ୬ରୁ ୧୪ ତାରିଖ ଯାଏଁ ଯାଞ୍ଚ ହେବାକୁ ଥିବାବେଳେ ତାଲିକାରୁ…