Daily Archives

August 5, 2019

ଯେବେ ଇତିହାସ ରଚିବାକୁ ସଂସଦରେ ପଶୁଥିଲେ ଅମିତ ଶାହା…ସମସ୍ତଙ୍କ ମଧ୍ୟରେ ଥିଲା ଉତ୍କଣ୍ଠା, ହସୁଥିଲେ ଶାହା ।

କନକ ବ୍ୟୁରୋ : ଅମରନାଥ ଯାତ୍ରୀଙ୍କୁ ଫେରିବାକୁ ନିର୍ଦ୍ଦେଶ, ସୀମାରେ ହଜାର ହଜାର ସୈନ୍ୟ ଠୁଳ ଏବଂ ପ୍ରମୁଖ ନେତାଙ୍କୁ ନଜରବନ୍ଦୀ କରି ରଖିବା ଭଳି ତମାମ୍ ଘଟଣା, କାଶ୍ମୀରକୁ ନେଇ ମୋଦି ସରକାରଙ୍କ ବଡ ନିଷ୍ପତିକୁ ସୂଚାଉଥିଲା । ଆଉ, ସମସ୍ତଙ୍କ ନଜର ଅଟକିଯାଇଥିଲା ଗୃହମନ୍ତ୍ରୀ ଅମିତ ଶାହଙ୍କ…

କାଶ୍ମୀରକୁ ନେଇ ଐତିହାସିକ ନିଷ୍ପତି ପରେ ସାରା ଦେଶରେ ହାଇଆଲର୍ଟ । ଘାଟିରେ ବଢିଲା ସୁରକ୍ଷା, ଅଧିକ ୮ ହଜାର ଯବାନ…

କନକ ବ୍ୟୁରୋ : ରାଜ୍ୟସଭାରେ ଜାମ୍ମୁକାଶ୍ମୀର ପୁନର୍ଗଠନ ବିଲ୍ ଆଗତ ପରେ ଏବେ ସବୁଠୁ ବଡ ଚ୍ୟାଲେଂଜ ହେଉଛି ଘାଟିରେ ସୁରକ୍ଷା । କୌଣସି ଅପ୍ରିତିକର ପରିସ୍ଥିତିକୁ ଏଡାଇବା ସହ ଘାଟିରେ ଶାନ୍ତି ବଜାୟ ରଖିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି । ଘାଟିକୁ ପୁଣି ଅତିରିକ୍ତ ୮ ହଜାର ଯବାନ…

ଧାରା ୩୭୦ ହଟିଲା, ୨ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ହାତରେ ହାତକଡ଼ି ପଡିଲା । ନଜରବନ୍ଦୀ ପରେ ଗିରଫ ହେଲେ ମେହବୁବା ଓ ଓମର…

କନକ ବ୍ୟୁରୋ : ଗୋଟିଏ ଦିନରେ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ହେଲେ ଗିରଫ । ଜମ୍ମୁ-କାଶ୍ମୀରର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ନିଜ ହେପାଜତକୁ ନେଇଛି ପୋଲିସ । ମେହବୁବାଙ୍କ ପରେ ଓମର ଅବଦୁଲ୍ଲାଙ୍କ ହାତରେ ହାତକଡି ପକାଇଛି ପୋଲିସ । ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ…

କେନ୍ଦ୍ରର ନିଷ୍ପତି ପରେ କାଶ୍ମୀରରେ ନିରବତା, ହେଲେ ଗର୍ଜିଲା ପାକିସ୍ତାନ । କହିଲା ଏକପାଖିଆ ନିଷ୍ପତି ନେଇପାରିବନି…

କନକ ବ୍ୟୁରୋ : କାଶ୍ମୀରକୁ ନେଇ ମୋଦି ସରକାରଙ୍କ ବଡ ନିଷ୍ପତିରେ ବିଚଳିତ ହୋଇ ପଡିଛି ପାକିସ୍ତାନ । ମୋଦି ସରକାରଙ୍କ ନିଷ୍ପତିକୁ ବେଆଇନ୍ ବୋଲି କହିଛି, ଇମ୍ରାନ ସରକାର । ପାକ୍ ଗଣମାଧ୍ୟମରେ ଭାରତର ନିଷ୍ପତିକୁ ଏକଚାଟିଆ ବୋଲି ଦର୍ଶାଯାଇଛି । ସେପଟେ ଅନ୍ୟ ଅନ୍ୟ ପ୍ରମୁଖ ଗଣମାଧ୍ୟମରେ ଭାରତ…

ଗୃହବନ୍ଦୀ ପରେ ଗିରଫ ହେଲେ ମେହବୁବା । ଧାରା ୩୭୦ ଉଚ୍ଛେଦକୁ ବିରୋଧ କରୁଥିଲେ, ଗତକାଲି ଠାରୁ ନଜରବନ୍ଦୀ ରହିଥିଲେ

କନକ ବ୍ୟୁରୋ : ପଡିପି ନେତ୍ରୀ ତଥା ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଗିରଫ । ଶ୍ରୀନଗରରୁ ଗିରଫ କଲା ପୋଲିସ । ଗତକାଲି ଠାରୁ ନଜରବନ୍ଦୀରେ ରହିଥିଲେ ମେହବୁବା । ଆଉ ଆଜି ତାଙ୍କୁ ଗିରଫ କରିଛି ପୋଲିସ । ଗିରଫ ପରେ ମେହବୁବାଙ୍କୁ ଗେଷ୍ଟ ହାଉସକୁ ନେଇଛି ପୋଲିସ ।…