Daily Archives

August 4, 2019

ଟି-୨୦ କ୍ରିକେଟର ବାଦଶାହା ବନିଲେ ହିଟମ୍ୟାନ୍ । ଭାଙ୍ଗିଲେ ଗେଲଙ୍କ ବିଶ୍ୱରେକର୍ଡ, ଜାଣନ୍ତୁ ରୋହିତଙ୍କ ନାଁରେ ରହିଛି…

ଟି-୨୦ କ୍ରିିକେଟର ବାଦଶାହ ବନିଲେ ହିଟମ୍ୟାନ୍ ରୋହିତ ଶର୍ମା । ସର୍ବାଧିକ ରନ୍, ସର୍ବାଧିକ ଛକା, ସର୍ବାଧିକ ଶତକ ମାରିବାର ରେକର୍ଡ ନିଜ ନାଁରେ କରିଛନ୍ତି ରୋହିତ । ଏହାପୂର୍ବରୁ ରୋହିତଙ୍କ ନାଁରେ ସର୍ବାଧିକ ରନ୍ ଓ ସର୍ବାଧିକ ଶତକ ମାରିବାର ରେକର୍ଡ ଥିବା ବେଳେ ୱେଷ୍ଟଇଣ୍ଡିଜ ବିପକ୍ଷ…

ବୁଦ୍ଧି ଦେଲେ ବିଡ଼ିଓ, ଡିଜିଟାଲ ହେଲା ପାହାଡି ଗାଁ । ଟେଲିକମ କମ୍ପାନି ମନାକଲେ, ନିଜ ଖର୍ଚ୍ଚରେ ଟ୍ୟୁବୱେଲ ପାଇପରୁ…

କନକ ବ୍ୟୁରୋ : ଅଳିଆ ଗଦାରୁ ଛିଡା ହେଲା ମୋବାଇଲ ଟାୱାର । ଡିଜିଟାଲମୟ ହେଲା ପାହାଡି ଗାଁ । ପୂରଣ ହେଲା ଦୀର୍ଘ ଦିନର ସ୍ୱପ୍ନ ଓ ଗାଁରେ ଆରମ୍ଭ ହେଲା ମୋବାଇଲ ସମେତ ଇଣ୍ଟରନେଟ୍ ସେବା । ମୋବାଇଲ ଟାୱାର ବିନା ଦୀର୍ଘ ବର୍ଷ ଧରି ମୋବାଇଲ ଓ ଇଣ୍ଟରନେଟ ସେବାରୁ ବଞ୍ଚିତ ରହିଥିବା କନ୍ଧମାଳ…

ଆକ୍ସନ ମୋଡରେ କମିଶନରେଟ ପୋଲିସ । ମୋଷ୍ଟ ୱାଣ୍ଟେଡ ଅପରାଧୀ ରବି ରାଓଙ୍କୁ ଏନକାଉଣ୍ଟର କଲା ଖଣ୍ଡଗିରି ପୋଲିସ, ଦୁଇ ଦିନ…

କନକ ବ୍ୟୁରୋ : ଭୁବନେଶ୍ୱରରେ ପୁଣି ଏନକାଉଣ୍ଟର । ଗତ ଦୁଇ ଦିନ ମଧ୍ୟରେ ପଞ୍ଚମ ଏନକାଉଣ୍ଟର କରିଛି କମିଶନରେଟ ପୋଲିସ । ଖଣ୍ଡଗିରିର ଭରତପୁର ଅଞ୍ଚଳରେ ଏହି ଏନକାଉଣ୍ଟର ହୋଇଥିବା ବେଳେ ଏଥିରେ ମୋଷ୍ଟ ୱାଣ୍ଟେଡ ଅପରାଧୀ ରବି ରାଓ ଆହତ ହୋଇଥିବା ସୂଚନା ମିଳିଛି । ଦୁର୍ଦ୍ଦାନ୍ତ ଅପରାଧୀ ରବିର…

ଅଧ୍ୟକ୍ଷ ପଦ ପାଇଁ ପ୍ରିୟଙ୍କା ଗାନ୍ଧୀ ହିଁ ଫିଟ୍ : କଂଗ୍ରେସର ବରିଷ୍ଠ ନେତାଙ୍କ ଯୁକ୍ତି ଭିତରେ ଅନିଶ୍ଚିତତା ଭିତରେ…

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ପ୍ରିୟଙ୍କା ଗାନ୍ଧୀ ଉପଯୁକ୍ତ । ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ଭଉଣୀ ପ୍ରିୟଙ୍କା ଗାନ୍ଧୀ ହିଁ କଂଗ୍ରେସ କମାଣ ସମ୍ଭାଳିବା ପାଇଁ ପୁରାପୁରି ଫିଟ୍ । ତାଙ୍କ ପାଖରେ ସମସ୍ତଙ୍କୁ ଏକଜୁଟ କରିବା କ୍ଷମତା ରହିଛି । ପ୍ରିୟଙ୍କା ଅଧ୍ୟକ୍ଷ ପଦ ସମ୍ଭାଳିଲେ…

କୁନ୍ଦୁଲି ଗଣଦୁଷ୍କର୍ମ ରିପୋର୍ଟ : କମିଶନଙ୍କ ଆଖିରେ ମିଛ, ପୀଡିତାଙ୍କ ଖୁଡି କହିଲେ ଝିଅର ମୃତ୍ୟୁ ପାଇଁ ସରକାର ଦାୟୀ ।

କନକ ବ୍ୟୁରୋ : କୁନ୍ଦୁଲି ଦୁଷ୍କର୍ମ ମାମଲାରେ କମିଶନଙ୍କ ରିପୋର୍ଟ ଆସିବା ପରେ ଆଶ୍ଚର୍ଯ୍ୟର ବାତାବରଣ ଦେଖାଦେଇଛି । କମିଶନ କହିଛନ୍ତି, କୁନ୍ଦୁଲି ନାବାଳିକାଙ୍କୁ କୌଣସି ଦୁଷ୍କର୍ମ ହୋଇନାହିଁ । ଏବଂ ସେ ଏନେଇ ମିଛ ଅଭିଯୋଗ ଆଣିଥିଲେ । ଏହି ଘଟଣା ପରେ ପିଡିତାଙ୍କ ସମ୍ପର୍କୀୟ ପ୍ରଶ୍ନ…

ବିଦେଶରୁ ଆସିଲା ବନ୍ଧୁତା ଦିବସର ବାର୍ତ୍ତା । ଦେଖନ୍ତୁ ୩୧ ସେକେଣ୍ଡରେ ଭାରତ-ଇସ୍ରାଏଲ ସମ୍ପର୍କର କାହାଣୀ ।

କନକ ବ୍ୟୁରୋ: ବନ୍ଧୁତ୍ୱ ଦିବସକୁ ବିଭିନ୍ନ ଢ଼ଙ୍ଗରେ ପାଳନ କରୁଛନ୍ତି ବନ୍ଧୁ । କିଏ ହାତରେ ଫ୍ରେଣ୍ଡସିପ୍ ବ୍ୟାଣ୍ଡ୍ ଆଉ କିଏ କାହାର ଫଟୋକୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ବନ୍ଧୁତା ଦିବସକୁ ପାଳନ କରୁଛି । କିନ୍ତୁ ସାରା ଭାରତବାସୀଙ୍କୁ ଦରିଆପାରିରୁ ଆସିଛି ବନ୍ଧୁତ୍ୱ ଦିବସର ଶୁଭେଚ୍ଛା । ଆଉ…