Daily Archives

August 3, 2019

ପର କଲା ପୁଅ: ଜୀବନ ବିତୁଛି ପାଇଖାନାରେ । ବୁଢୀ ମାଆକୁ ଘରୁ ତଡି ଦେଲା, ଅଳିଆ ପାଇଖାନାରେ ରହିବାକୁ କହିଲା…

କନକ ବ୍ୟୁରୋ: ପାଇଖାନା ଘରେ ବିତୁଛି ଜୀବନର ଶେଷ ସମୟ । ୩ ବାଇ ୪ ଫୁଟର ସ୍ୱଚ୍ଛ ଭାରତ ଶୌଚାଳୟ ଘରେ ଶେଷ ଜୀବନ ସହ ସଂଘର୍ଷ କରୁଛନ୍ତି ୮୨ ବର୍ଷିୟା ବୃଦ୍ଧା । ଅଣ୍ଟା ସଳଖି ହେଉ ନଥିବା ଏ ପାଇଖାନା ଘରେ ଜୀବନ ସହ ଯୁଝି ଯୁଝି ମୃତ୍ୟୁକୁ ଅପେକ୍ଷା କରିଛନ୍ତି ପୁଅ ପାଇଁ ପର ପାଲଟିଥିବା ଏ ଅସହାୟ…

ଆଇଏଏସ ସ୍ତରରେ ଅଦଳବଦଳ । ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ ।

କନକ ବ୍ୟୁରୋ : ଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ସ୍ତରରେ ଶନିବାର ଅଦଳବଦଳ ହୋଇଛି । ଆଇଏଏସ ସ୍ତରରେ ଆଜି ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ନିରଞ୍ଜନ ସାହୁଙ୍କୁ ଶ୍ରମ କମିସନର ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି । ସେହିପରି ଆଇଏଏସ ସଂଗ୍ରାମଜିତ୍…

କୁନ୍ଦୁଲି ଗଣଦୁଷ୍କର୍ମ ମାମଲାକୁ ନେଇ ଆସିଲା ବଡ ଖବର । କମିଶନ କହିଲେ, ଘଟିନାହିଁ କୁନ୍ଦୁଲି ଘଟଣା, ସରକାର ଓ ପୋଲିସକୁ…

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା ମିଛ । ବିଧାନସଭାରେ କୁନ୍ଦୁଲି ଗଣଦୁଷ୍କର୍ମ ତଦନ୍ତ ରିପୋର୍ଟ ଉପସ୍ଥାପନ ହେବା ପରେ ଏଭଳି ଏକ ସାଂଘାତିକ ଖବର ସାମ୍ନାକୁ ଆସିଛି । ଦୀର୍ଘ ୨ ବର୍ଷ ଧରି ଯେଉଁ ଘଟଣାକୁ ନେଇ ରାଜ୍ୟ ସରକାର ଅଡୁଆ ସୂତା ଖିଅରେ ଛନ୍ଦି ହୋଇପଡିଥିଲେ ତାହା…

ଫ୍ଲୋରିଡାରେ ଭାରତ-ୱେଷ୍ଟଇଣ୍ଡିଜ୍ ଫଟାଫଟ୍ ମ୍ୟାଚ୍ ! ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଲା ଟିମ୍ ଇଣ୍ଡିଆ ।

କନକ ବ୍ୟୁରୋ : ଆଜିଠୁ ଟ୍ୱେଂଟି-ଟ୍ୱେଂଟି ଟକ୍କର । ଆଜି ଆମେରିକାର ଫ୍ଲୋରିଡାରେ ଖେଳାଯାଉଥିବା ଭାରତ-ୱେଷ୍ଟଇଣ୍ଡିଜ୍ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ପ୍ରଥମେ ଟସ୍ ଜିତି ବୋଲିଂ କରିବାର ନିଷ୍ପତି ନେଇଛି । ଅଧୁରା ବିଶ୍ୱକପ୍ ଅଭିଯାନ ପରେ ଆସନ୍ତା ବର୍ଷର ଟ୍ୱେଂଟି-୨୦ ବିଶ୍ୱକପ୍ ନଜରରେ ରଖିଛି…

ଶ୍ରାବଣରେ ଶୁଖିଲା ପଡ଼ିଛି ହୀରାକୁଦ ବନ୍ଧ, ଦିଶୁଛି ମନ୍ଦିର । କମୁଛି ଜଳଭଣ୍ଡାର ସ୍ତର, ଆଗକୁ କ’ଣ ହେବ ତାକୁ ନେଇ ବଢିଲା…

କନକ ବ୍ୟୁରୋ : ହୀରାକୁଦର ଏପରି ଏକ ଦୃଶ୍ୟ, ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ବର୍ଷା ଅଭାବରୁ ହୀରାକୁଦ ଜଳସ୍ତର କମିଥିବା ବେଳେ ଜଳ ଭଣ୍ଡାରର ଗର୍ଭରେ ବୁଡି ରହିଥିବା ମନ୍ଦିର ଏବେ ସଂପୂର୍ଣ୍ଣ ପଦାରେ ରହିଛି । ହୀରାକୁଦରେ ଜଳ ସଙ୍କଟ । କମୁଛି ଜଳଭଣ୍ଡାରର ସ୍ତର । ଏହାର ପ୍ରମାଣ…

ଆସନ୍ତାକାଲି ବନ୍ଧୁତା ଦିବସ । ‘ଫ୍ରେଣ୍ଡସିପ୍ ଡେ’: ଇତିହାସରୁ ବର୍ତ୍ତମାନ, ଜାଣନ୍ତୁ ଏହି ଦିବସ ପାଳନର ବିଶେଷତ୍ତ୍ୱ ।

କନକ ବ୍ୟୁରୋ : ପ୍ରେମ, ବିଶ୍ୱାସ ଓ ପରସ୍ପର ମଧ୍ୟରେ ଥିବା ଉତ୍ତମ ବୁଝାମଣାକୁ ହିଁ ବନ୍ଧୁତ୍ୱ କୁହାଯାଏ । ବନ୍ଧୁତାରେ ନଥାଏ ଆବିଳତା । ଜଣେ ପ୍ରକୃତ ବନ୍ଧୁ ବିପଦ ଆପଦ ସବୁ ସମୟରେ ପାଖରେ ଛିଡ଼ା ହୋଇଥାଏ । ସମସ୍ତଙ୍କ ଜୀବନରେ ବନ୍ଧୁ ଏକ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରେ । ଏହି ବନ୍ଧୁତାକୁ…