Daily Archives

August 3, 2019

ଜମ୍ମୁ-କାଶ୍ମୀରରେ ପଥରଫିଙ୍ଗାଳି ଯୁବକଙ୍କ ବାପା ମା’ଙ୍କୁ ସେନାର ଚେତାବନୀ । ନିଜ ପିଲାକୁ ପଥର ଫିଙ୍ଗିବାରୁ ବାରଣ…

କାଶ୍ମୀର ମା’ ମାନଙ୍କୁ ସେନାର କଡା ଚେତାବନୀ । ନିଜର ଫଥରଫିଙ୍ଗାଳୀ ପୁଅଙ୍କୁ ବୁଝାଇ ଭଲ ବାଟକୁ ଆଣିବାକୁ ଚେତାଇ ଦେଇଛି ସେନା । କାରଣ ଅଧିକାଂଶ ଫଥର ପିଙ୍ଗାଳି ଯୁବକ ମାନେ ପରବର୍ତ୍ତୀ ସମୟରେ ଆତଙ୍କବାଦୀ ଗୋଷ୍ଠୀରେ ସାମିଲ ହେଉଥିବାର ନଜିର ରହିଛି । ଯେଉଁମାନଙ୍କୁ ଅକାଳରେ ସେନା ହାତରେ…

ଲୋ-ସ୍କୋରିଂ ମ୍ୟାଚରେ ବାଜି ମାରିଲା ବିରାଟ ବାହିନୀ । ୱେଷ୍ଟଇଣ୍ଡିଜକୁ ୪ ୱିକେଟରେ ଦେଲା ମାତ୍ ।

କନକ ବ୍ୟୁରୋ : ଲୋ ସ୍କୋରିଂ ମ୍ୟାଚରେ ବାଜି ମାରିଲା ବିରାଟ ବାହିନୀ । ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି ଟିମ୍ ଇଣ୍ଡିଆ । ଫ୍ଲୋରିଡାରେ ଖେଳାଯାଉଥିବା ପ୍ରଥମ ଟି-୨୦ ମ୍ୟାଚରେ ୪ ୱିକେଟରେ ବିଜୟ ବାନା ଉଡାଇଛି ବିରାଟ ବ୍ରିଗେଡ । ବ୍ୟାଟିଂ…

ମଠ ଭାଙ୍ଗିବ, ବସ୍ତି ଗଢିବ । ବାବା କହିଲେ, ଏ କେମିତି ହେବ?

କନକ ବ୍ୟୁରୋ : ବାବାଙ୍କୁ ଘାରିଲା ମଠ ଚିନ୍ତା । କାରଣ, ରାଜଧାନୀ ଭୁବନେଶ୍ୱରର ଖଣ୍ଡଗିରି ଅଂଚଳରେ ଥିବା ମଠ ଓ ଆଶ୍ରମ ଉଚ୍ଛେଦ ପାଇଁ ନୋଟିସ କରିଛି ବିଡିଏ । ପୂର୍ବରୁ ମଧ୍ୟ ଏହି ଅଂଚଳରେ ଥିବା ୫ଟି ମଠକୁ ଉଚ୍ଛେଦ କରାଯାଇ ସେଠାରେ ବସ୍ତି ତିଆରି ହୋଇଥିଲା । ଏଭଳି ସ୍ଥିତିରେ ସାଧୁ ପ୍ରଶ୍ନ…

ବିରାଟ ବ୍ରିଗେଡର ଯୁବ ବୋଲରଙ୍କ ଆଗରେ ଧରାଶାୟୀ ହେଲା ୱେଷ୍ଟଇଣ୍ଡିଜ୍ । ଭାରତ ଆଗରେ ଧାର୍ଯ୍ୟ କଲା ୯୬ ରନର ଟାର୍ଗେଟ୍ ।

କନକ ବ୍ୟୁରୋ : ଟିମ୍ ଇଣ୍ଡିଆର ଯୁବ ବୋଲିଂ ବାହିନୀ ଆଗରେ ଧରାଶାୟୀ ହେଲା ୱେଷ୍ଟଇଣ୍ଡିଜ୍ । ନିର୍ଦ୍ଧାରିତ ୨୦ ଓଭରରେ ଦଳ ନିଜର ୯ଟି ୱିକେଟ ହରାଇ ମାତ୍ର ୯୫ ରନ୍ କରିବାକୁ ସକ୍ଷମ ହୋଇଛି । ଆଜିର ଏହି ହାଇଭୋଲଟେଜ୍ ମ୍ୟାଚରେ ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତି ନେଇଥିଲା । ତେବେ…

ଆଗୁଆ ସରିଲା ବିଧାନସଭା ଅଧିବେଶନ । ୨୫ଟି କାର୍ଯ୍ୟଦିବସରେ ପାରିତ ହେଲା ୫ଟି ବିଲ୍ ।

କନକ ବ୍ୟୁରୋ : ଆଗୁଆ ସରିଲା ବିଧାନସଭା ଅଧିବେଶନ । ୫ ଦିନ ଆଗରୁ ସରିଲା ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନ । ସର୍ବସମ୍ମତି କ୍ରମେ ନିର୍ଦ୍ଧାରିତ କାର୍ଯ୍ୟଦିବସ ପୂର୍ବରୁ ସରିଲା ଅଧିବେଶନ । ଆଉ ଏହାସହ ଅନିର୍ଦ୍ଦିଷ୍ଟ କାଳ ପାଇଁ ଗୃହ ମୁଲତବୀ କରିଛନ୍ତି ବାଚସ୍ପତି । ଆସନ୍ତା ୮ରେ ଶେଷ…