Daily Archives

August 2, 2019

କଥା ବଦଳାଇଲା ଆମେରିକା ! କାଶ୍ମୀର ମାମଲାରେ ପୁଣି ମୁଣ୍ଡ ଖେଳାଇଲେ ଟ୍ରମ୍ପ, କହିଲେ ମୋଦି ଚାହିଁଲେ ସେ ମଧ୍ୟସ୍ଥତା…

କନକ ବ୍ୟୁରୋ : କାଶ୍ମୀର ପ୍ରସଙ୍ଗରେ ପୁଣି ମୁହଁ ଖୋଲିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଭାରତ ଚାହିଁଲେ ସେ ଏହି ପ୍ରସଙ୍ଗରେ ମଧ୍ୟସ୍ଥତା କରିବେ ବୋଲି କହିଛନ୍ତି ଟ୍ରମ୍ପ । ଆମେରିକା ରାଷ୍ଟ୍ରପତିଙ୍କ ଏହି ପ୍ରସ୍ତାବକୁ ଭାରତ ରୋକଠୋକ୍ ପ୍ରତ୍ୟାଖ୍ୟାନ କରିଛି । ପୂର୍ବରୁ କାଶ୍ମୀର…

ନୀଳଗିରିର ପ୍ରତାପ ନନା ଏବେ ବିଦେଶ ଗସ୍ତରେ : ଛୋଟଛୁଆଙ୍କୁ ରସଗୋଲା ଖୁଆଇଲେ, ପାର୍କ ଯାଇ କୁମ୍ଭୀର ସହ ଫଟୋ ଉଠାଇଲେ

କନକ ବ୍ୟୁରୋ : ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ବିଦେଶ ଗସ୍ତରେ ଯାଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ଆଠ ଦିନିଆ ବିଦେଶ ଗସ୍ତରେ ଯାଇ  ପଶ୍ଚିମ ଆଫ୍ରିକୀୟ ଦେଶ ଗାମ୍ବିଆରେ ସମୟ ବିତାଉଛନ୍ତି ବାଲେଶ୍ୱର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ । ଗାମ୍ବିଆରେ ବି ଦେଖିବାକୁ…

ଅଯୋଧ୍ୟା ଜମି ବିବାଦ ମାମଲା । ମଧ୍ୟସ୍ଥତା କମିଟିରୁ ବାହାରିଲାନି ନିଷ୍କର୍ସ, ସୁପ୍ରିମକୋର୍ଟଙ୍କ ରାୟ, ଅଗଷ୍ଟ ୬ରୁ…

କନକ ବ୍ୟୁରୋ : ଆପୋଷ ବୁଝାମଣା ଜରିଆରେ ଅଯୋଧ୍ୟା ବିବାଦର ସମାଧାନ ପାଇଁ ଉଦ୍ୟମ ବିଫଳ ହୋଇଛି । ଏନେଇ ମଧ୍ୟସ୍ଥତା କମିଟି ସୁପ୍ରିମକୋର୍ଟଙ୍କୁ ଜଣାଇ ଦେଇଛନ୍ତି । ଏହାପରେ ଶୁଣାଣି କରି ଅଗଷ୍ଟ ୬ରୁ ନିୟମିତ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ନିଷ୍ପତି ନେଇଛନ୍ତି । ଏଣିକି ସପ୍ତାହକୁ ତିନି ଦିନ…

ଓଡ଼ିଶା ବିରୋଧରେ ଷଡ଼ଯନ୍ତ୍ର : ଲାଭ ଦେଉଥିବା ସତ୍ୱେ ପାଟନାକୁ ଚାଲିଯିବ କେନ୍ଦ୍ରୀୟ ପଣ୍ୟାଗାର ନିଗମର ଆଂଚଳିକ…

କନକ ବ୍ୟୁରୋ : ଭୁବନେଶ୍ୱରରୁ ପାଟନାକୁ ଉଠିଯିବ କେନ୍ଦ୍ରୀୟ ପଣ୍ୟାଗାର ନିଗମର ଆଞ୍ଚଳିକ କାର୍ଯ୍ୟାଳୟ । ଜୁଲାଇ ୨୬ ତାରିଖରେ ହୋଇଥିବା ନିଷ୍ପତ୍ତି ଅନୁସାରେ ଏଣିକି ଭୁବନେଶ୍ୱର ପରିବର୍ତ୍ତେ ଆଞ୍ଚଳିକ କାର୍ଯ୍ୟାଳୟ ପାଟନାରେ ରହିବ । ପାଟନା କାର୍ଯ୍ୟାଳୟ ସହ ଏହାର ମିଶ୍ରଣ ହେବ । ଏବଂ ଏହା…

ଆଇଆଇଟିରେ ପଢ଼ିଲେ, କିରାଣି ବନିଲେ ! ଉଚ୍ଚ ଦରମା ଚାକିରି ଛାଡି ସଚ୍ଚିବାଳୟର ଏଏସଓ ପଦବିରେ ଯୋଗ ଦେଲେ ୫ ଜଣ ଆଇଆଇଟି…

କନକ ବ୍ୟୁରୋ : ଆଇଆଇଟିରେ ପଢ଼ିଲେ, କିରାଣି ବନିଲେ । ଓଡ଼ିଶା ସଚ୍ଚିବାଳୟରେ ନବନିଯୁକ୍ତ ୫୦୦ ଏଏସଓ ବା ଆସିଷ୍ଟାଂଟ୍ ସେକ୍ସନ ଅଫିସରଙ୍କ ମଧ୍ୟରୁ ଅଛନ୍ତି ୫ ଜଣ ଆଇଆଇଟିଆନ୍ । କେବଳ ଆଇଆଇଟି ପଢ଼ୁଆ ପିଲା ନୁହଁନ୍ତି, ଏଏସଓ ଭଳି ଏକ କିରାଣି ଚାକିରିରେ ଯୋଗ ଦେବା ଲାଗି ୫ ଜଣ ବ୍ୟାଙ୍କ୍ ପିଓ ଚାକିରି…

ବୋଝ ଉପରେ ନଳିତା ବିଡ଼ା : ମରୁଡ଼ି ଆଶଙ୍କା ଭିତରେ ସୁନ୍ଦରଗଡ଼ ଜିଲ୍ଲାରେ ସାଉଥ ଆଫ୍ରିକା ପୋକ ଆତଙ୍କ,ଚାଷୀ ମୁଣ୍ଡରେ ଚଡକ

କନକ ବ୍ୟୁରୋ : କମ୍ ବୃଷ୍ଟିପାତ ଯୋଗୁଁ ଚାଷୀ ମୁଣ୍ଡରେ ହାତ ଦେଇଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରେ ଏବେ ସାଉଥ୍ ଆଫ୍ରିକାର ପୋକକୁ ନେଇ ଆତଙ୍କ । ସୁନ୍ଦରଗଡ଼ରେ ଡାଲି ଜାତୀୟ ଫସଲ ପାଇଁ କାଳ ପାଲଟିଛି ଫଲ୍ ଆର୍ମି ୱାର୍ମ ନାମକ କୀଟ । ଏହି କୀଟ ଯେତିକି କ୍ଷୀପ୍ର ବେଗରେ ଗତି କରିପାରେ, ସେତିକି…