Daily Archives

August 2, 2019

ବିଦେଶ ଗସ୍ତରେ ପ୍ରତାପ ନନା ! ବିଭିନ୍ନ କ୍ଷେତ୍ରରେ ଗିନି ସହ ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷର କଲେ ପ୍ରତାପ ଷଡଙ୍ଗୀ,…

କନକ ବ୍ୟୁରୋ : ଆଫ୍ରିକୀୟ ଦେଶ ଗିନି ସହ ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ଚୁକ୍ତି ସ୍ୱାକ୍ଷର କରିଛନ୍ତି କେନ୍ଦ୍ର ଏମଏସଏମଇ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ । ସୌର ଶକ୍ତି, ହୋମିଓପାଥି, ପାରମ୍ପରିକ ଔଷଧ, ଇ-ବିଦ୍ୟାଭାରତୀ, ଇ-ଆରୋଗ୍ୟ ଭାରତୀ ନେଟୱାର୍କ ପ୍ରୋଜେକ୍ଟରେ ମିଳିତ ଭାବେ କାର୍ଯ୍ୟ…

ସେନା ପୋଷାକ ପିନ୍ଧି ଆକ୍ସନ ମୋଡରେ ଧୋନୀ । କାଶ୍ମୀରରେ ଅଗଷ୍ଟ ୧୫ ପର୍ଯ୍ୟନ୍ତ କରିବେ ପାଟ୍ରୋଲିଂ, ଦେଶର ସୁରକ୍ଷା ପାଇଁ…

କନକ ବ୍ୟୁରୋ : ସେନା ପୋଷାକ ସହ ଆକ୍ସନ ମୁଡରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ଧୋନୀଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏକ କ୍ରିକେଟ୍ ବ୍ୟାଟରେ ଅଟୋଗ୍ରାଫ୍ ଦେଉଥିବା ଦୃଶ୍ୟକୁ ନେଇ ଜୋର ଧରିଛି ଚର୍ଚ୍ଚା । ୨ମାସ ପାଇଁ କ୍ରିକେଟ…

ଅଧାରୁ ଅଟକିଲା ଅମରନାଥ ଯାତ୍ରା । ପର୍ଯ୍ୟଟକଙ୍କୁ ଘାଟି ଛାଡିବାକୁ ଆଡଭାଇଜରି ଜାରି, ସେପଟେ ବଢିଲା ସୁରକ୍ଷା ବ୍ୟବସ୍ଥା,…

କନକ ବ୍ୟୁରୋ : ଅଧାରୁ ଅଟକିଲା ଅମରନାଥ ଯାତ୍ରା । ଅମରନାଥ ଯାତ୍ରାରେ ସୁଡଙ୍ଗ ଓ ପାକିସ୍ତାନୀ ସ୍ନାଇପର ରାଇଫଲ ମିଳିବା ପରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ ଆଶଙ୍କା କରି ଅମରନାଥ ଯାତ୍ରାକୁ ରୋକା ଯାଇଛି । ଏପରିକି ଘାଟିରେ ଥିବା ସମସ୍ତ ପର୍ଯ୍ୟଟକଙ୍କୁ ଯାତ୍ରା ଅବଧି କମ୍ କରି ଫେରିଯିବାକୁ…

ଦୁର୍ଘଟଣାରେ ପ୍ରାଣ ହରାଇଲେ ଜାତୀୟ ସାହସିକତା ପୁରସ୍କାର ପ୍ରାପ୍ତ ଛାତ୍ର । ମୁଖ୍ୟମନ୍ତ୍ରୀ ଜଣାଇଲେ ସମବେଦନା ।

କନକ ବ୍ୟୁରୋ : ଜାତୀୟ ସାହସିକତା ପୁରସ୍କାର ପାଇଥିବା ଛାତ୍ର ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି । କେନ୍ଦ୍ରାପଡା ରାଜନଗର ଜରି ଛକରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ହାଇଓ୍ଵା ଧକ୍କା ଦେବାରୁ ଶୁକ୍ରବାର ସନ୍ଧ୍ୟାରେ ୨ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁସାରେ…

ମୋଦିଙ୍କ ୫ ଟ୍ରିଲିୟନ ଡଲାର ସ୍ୱପ୍ନକୁ ଝଟକା ! ବିଶ୍ୱ ଅର୍ଥନୀତିରେ ଖସିଲା ଭାରତର ସ୍ଥାନ, ଜିଡିପି ରିପୋର୍ଟରେ ସପ୍ତମ…

କନକ ବ୍ୟୁରୋ : ବିଶ୍ୱ ଅର୍ଥନୀତିରେ ଖସିଲା ଭାରତର ସ୍ଥାନ । ସପ୍ତମ ସ୍ଥାନକୁ ଖସିଲା ଭାରତର ର‌୍ୟାଙ୍କିଂ । ବିଶ୍ୱ ବ୍ୟାଙ୍କ ପକ୍ଷରୁ ଜାରି ହୋଇଥିବା ରିପୋର୍ଟରେ ସପ୍ତମ ସ୍ଥାନକୁ ଖସିଆସିଛି ଭାରତ । ଭାରତ ସପ୍ତମ ସ୍ଥାନରେ ରହିଥିବାବେଳେ ବ୍ରିଟେନ, ଫ୍ରାନ୍ସ ପଂଚମ ଓ ଷଷ୍ଠ ସ୍ଥାନରେ ରହିଛନ୍ତି…