Daily Archives

August 1, 2019

ଟମ୍ ମୁଡିଙ୍କ ଠାରୁ ଗ୍ୟାରି କ୍ରିଷ୍ଟେନଙ୍କ ପର୍ଯ୍ୟନ୍ତ… ଟିମ୍ ଇଣ୍ଡିଆର କୋଚ୍ ହେବା ପାଇଁ ୨୦୦୦ରୁ ଅଧିକ…

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ୍ ଏବଂ ସହାୟକ ଷ୍ଟାଫ୍ ପଦ ପାଇଁ ଆବେଦନର ସମୟ ସୀମା ଶେଷ ହୋଇସାରିଛି । ଆପଣ ଭାବୁଥିବେ ପାଖାପାଖି ୫୦ ଜଣ କ୍ରିକେଟର ହୁଏତ ଦଳର ମୁଖ୍ୟ କୋଚ୍ ପାଇଁ ଆବେଦନ କରିଥାଇପାରନ୍ତି । ହେଲେ ସତ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜାତୀୟ ଗଣମାଧ୍ୟମରେ…

ୟୁପି ରାମପୁରରେ ସପାର ଜୋରଦାର ବିକ୍ଷୋଭ ପ୍ରଦର୍ଶନ: ଆଜମ ଖାନ ଓ ପୁଅ ଅବଦୁଲ୍ଲାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର…

କନକ ବ୍ୟୁରୋ: ସାମଜବାଦୀ ସାଂସଦ ଆଜମ ଖାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନକୁ ନେଇ ରାମପୁରରେ ହଙ୍ଗାମା । ହଜାର ହଜାର ଦଳୀୟ କର୍ମୀ ରାସ୍ତାକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରିଛନ୍ତି । ଆଜମଙ୍କ ପୁଅ, ବହୁ ବିଧାୟକ ଓ ଦଳୀୟ କର୍ମୀଙ୍କୁ ପୁଲିସ ଗିରଫ କରିନେବାରୁ ସପାର ଶକ୍ତି ପ୍ରଦର୍ଶନ ଯୋଜନା…

ବିଶ୍ୱରେକର୍ଡ ସୃଷ୍ଟି କଲେ ଓଡ଼ିଆ ପୁଅ ସଂଗ୍ରାମ । ଦୁଇ ବର୍ଷ ଧରି ଓଡ଼ିଆ ୱିକିରେ ପ୍ରତିଦିନ ଉପସ୍ଥାପନ କରିଛନ୍ତି…

କନକ ବ୍ୟୁରୋ : ଓଡ଼ିଆ ଓ୍ଵିକିପିଡିଆରେ କ୍ରମାଗତ ଭାବେ ୨ ବର୍ଷ ଧରି ପ୍ରତିଦିନ ଗୋଟାଏ ଲେଖାଏଁ ପ୍ରସଙ୍ଗ ରଚନା କରି ବିଶ୍ୱରେକର୍ଡ ସୃଷ୍ଟି କରିଛନ୍ତି ଭଦ୍ରକର ସଂଗ୍ରାମ କେଶରୀ ସେନାପତି । ତେଲୁଗୁ ଓ୍ଵିକିପିଡିଆର ଲେଖକ ପ୍ରଣୟ ରାଜ ଓ ପଞ୍ଜାବୀ  ଓ୍ଵିକିପିଡିଆର ଲେଖକ ନିତେଶ ଗିଲଙ୍କ ପରେ…

ପରିଣତ ବୟସରେ ପଚାରିଲେନି ପୁଅ ବୋହୂ। ସରକାରଙ୍କୁ ନିଜର ସବୁ ସମ୍ପତ୍ତି ଦାନ କରି ଜରାଶ୍ରମରେ ରହିବାକୁ ନିଷ୍ପତି ନେଲେ…

କନକ ବ୍ୟୁରୋ: ପୁଅ ବୋହୁଙ୍କ ଅତ୍ୟାଚାରରେ ଅତିଷ୍ଠ ବାପା ନେଇଛନ୍ତି ଚରମ ନିଷ୍ପତି । ନିଜର ସମସ୍ତ ସଂପତିକୁ ସରକାରଙ୍କ ହାତକୁ ଟେକି ଦେଇ ଜରାଶ୍ରମରେ ରହିବାକୁ ସ୍ଥିର କରିଛନ୍ତି ଯାଜପୁରର କ୍ଷେତ୍ର ମୋହନ ମିଶ୍ର । ଖାଲି ଏତିକି ନୁହେଁ, ମୃତ୍ୟୁ ପରେ ବି ତାଙ୍କ ମରଶରୀରକୁ ପୁଅ ବୋହୂଙ୍କୁ ନଦେଇ…

ମେସେଜ୍ ଆସିଲା, ପ୍ରତି ଆକାଉଣ୍ଟରେ ମୋଦି ପଠାଉଛନ୍ତି ୧୫ ଲକ୍ଷ ଟଙ୍କା ! ଏହା ପରେ ବ୍ୟାଙ୍କ ଆଗରେ ଲାଗିଗଲା ଲମ୍ବା…

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଲୋକଙ୍କ ବ୍ୟାଙ୍କ ଖାତାରେ ୧୫ ଲକ୍ଷ ଟଙ୍କା ଜମା କରଯିବାର ଖବର ସୋସିଆଲ ମିଡିଆରେ ଆଜି ନିଆଁ ଭଳି ବ୍ୟାପି ଯାଇଥିଲା । ଆଉ ଏହା ପରେ ବ୍ୟାଙ୍କ ଆଗରେ ଲାଗିଯାଇଥିଲା ଲୋକଙ୍କ ଲମ୍ବା ଲାଇନ୍ । କଥାଟା ହୁଏତ ଆପଣଙ୍କୁ ବିଶ୍ୱାସ…

ସରକାରଙ୍କ ଅଜବ ନିଯୁକ୍ତି: ଗୋଟିଏ ପଦବୀରେ ଦୁଇ ଜଣ ଅଧିକାରୀ; କିଏ ଅସଲି କିଏ ନକଲି? କାହା କଥା ଶୁଣିବେ କର୍ମଚାରୀ?

କନକ ବ୍ୟୁରୋ: ଗୋଟିଏ ପଦବୀରେ ଦୁଇ ଜଣ ଅଧିକାରୀ । କର୍ମଚାରୀ କାହା କଥା ଶୁଣିବେ ? କିଏ ପ୍ରକୃତ ଅଧିକାରୀ? ତାକୁ ନେଇ ଚିନ୍ତାରେ ଗୃହ ଓ ରାସ୍ତା ନିର୍ମାଣ ବିଭାଗର ଜୟପୁର ମଣ୍ଡଳ ଅଧିକାରୀ ଅଫିସରେ କାମ କରୁଥିବା କର୍ମଚାରୀ । ଜିଲ୍ଳାରେ ପ୍ରତ୍ୟେକ ଅଫିସରେ ଅଧିକାରୀ ମରୁଡ଼ି ଲାଗି ରହିଥିବା…