Daily Archives

August 1, 2019

ଆଇଫୋନ୍ ବଦଳରେ ସାବୁନ ଦେଇଥିଲା ସ୍ନାପଡିଲ୍ । ଏମିତି ଭୁଲ୍ ପାଇଁ ଏବେ ଦେବ ୧ ଲକ୍ଷ ଟଙ୍କା ଜୋରିମାନା ।

କନକ ବ୍ୟୁରୋ : ଦୁଇ ବର୍ଷ ତଳେ ପରବୀନ କୁମାର ଶର୍ମା ସ୍ନାପ୍‌ଡିଲରୁ ଏକ ଆଇଫୋନ ଅର୍ଡର କରିଥିଲେ । କିନ୍ତୁ ତାଙ୍କୁ ଅର୍ଡର ମିଳିବା ପରେ ଭିତରେ ସାବୁନ ଥିବା ଦେଖିଥିଲେ ପରବୀନ । ଏବେ କମ୍ପାନି ନିଜର ଭୁଲ ପାଇଁ ୧ଲକ୍ଷ ଟଙ୍କାର ଜରିମାନା ଦେବାକୁ ଯାଉଛି । ମୋହାଲି ଖାଉଟି ସୁରକ୍ଷା ମଞ୍ଚ…

କୂଳ ଖାଉଛି ସମୁଦ୍ର ! ସ୍ୱର୍ଗଦ୍ୱାର ନିକଟସ୍ଥ ବେଳାଭୂମିରେ ସମୁଦ୍ର ପାଖକୁ ପାଖକୁ ମାଡ଼ି ଆସୁଛି ।

କନକ ବ୍ୟୁରୋ : କୂଳ ଲଂଘୁଛି ସମୁଦ୍ର । ବାତ୍ୟା ଫୋନି ପରେ ପୁଣି କୂଳ ଲଂଘୁଛି ସମୁଦ୍ର । ଗତ ଦୁଇ ଦିନ ହେଲା ସମୁଦ୍ର କୂଳ ଖାଉଥିବାର ଦେଖିବାକୁ ମିଳିଛି । ସ୍ୱର୍ଗଦ୍ୱାର ନିକଟସ୍ଥ ବେଳାଭୂମିରେ ସମୁଦ୍ର ପାଖକୁ ପାଖକୁ ମାଡ଼ି ଆସୁଛି । ଏହାର ପ୍ରତିକାର ନକଲେ ସମୁଦ୍ର ବେଳା ମାର୍ଗର ନିକଟତର ହେବ…

ଗଳି ଗଳିରେ ବ୍ରାଉନସୁଗାର । ଭୁବନେଶ୍ୱରରେ ଧଳା ଜହରର ପୁଡିଆ ବିକ୍ରି । ଜନତା ତାତିଲେ, ବେପାରି ଧରାପଡିଲେ ।

କନକ ବ୍ୟୁରୋ : ରାଜଧାନୀରେ ନିଶା କାରବାର ବଢିବାରେ ଲାଗିଛି । ଡ୍ରଗସ, ଗଂଜେଇ, ବ୍ରାଉନସୁଗାର ବେପାର ବେଧଡକ ଚାଲିଛି ରାଜଧାନୀ ଭୁବନେଶ୍ୱରରେ । କଲେଜ ପଢୁଆ ଯୁବକଙ୍କଠୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକ ବର୍ତମାନ ଏହି ନିଶା କବଳରେ । ତେବେ ଏହି ନିଶା କାରବାର ଉପରେ ରୋକ ଲଗାଇବା ପାଇଁ ଅଂଟା…

ସନ୍ଦେହ ବଢ଼ୁଛି, ରହସ୍ୟ ବଢ଼ୁଛି । ପୋଲିସ କହିଲା, ସତ ମାନିଲା ସାଇକୋ କିଲର, କିନ୍ତୁ ତଥ୍ୟକୁ ନେଇ ଘନିଭୂତ ହେଉଛି…

କନକ ବ୍ୟୁରୋ : ସତ ମାନିଲା ସାଇକୋ କିଲର୍ । କଟକର ତିନି-ତିନି ହତ୍ୟାକାଣ୍ଡ ଘଟଣାରୁ ୨ଟି ହତ୍ୟା ଘଟଣାରେ ନାରାୟଣ ସାହୁ ସଂପୃକ୍ତ ଥିବା ସ୍ୱୀକାର କରିଛି । ଓଏମପି ଛକର ୨ଟି ମର୍ଡର ଘଟଣାରେ ନାରାୟଣ ସଂପୃକ୍ତ ଥିବା ଡିସିପି ସ୍ପଷ୍ଟ କରିଥିବା ବେଳେ ରାଣୀହାଟ ମର୍ଡର ଘଟଣାରେ ଅଧିକ ପଚରାଉଚୁରା…

‘ଆଇଟମ ଗର୍ଲ ରାଣୀ ପଣ୍ଡା’: ରାଣୀଙ୍କୁ ନେଇ ଫେସବୁକରେ କିଏ କଣ ଲେଖିଲେ…

କନକ ବ୍ୟୁରୋ: ରାଣୀଙ୍କୁ ନେଇ ନୂଆ ବିବାଦ । ‘ଆଇଟମ ଗର୍ଲ ରାଣୀ ପଣ୍ଡା’ ଟାଇଟଲକୁ ନେଇ ଟଣାଓଟରା । ରାଣୀଙ୍କ ଜୀବନୀ ଉପରେ ଉଭୟ ସିନେମା ଓ ଯାତ୍ରା ହେବାକୁ ଥିବା ବେଳେ ଏହାର ଟାଇଟଲକୁ ନେଇ ଉଠିଛି ବିବାଦ । ଗୋଟିଏ ଟାଇଟଲରେ କେମିତି ଯାତ୍ରା ଓ ସିନେମା ହୋଇପାରିବ ସେନେଇ ବିବାଦ ଉପୁଜିଛି ।…