Monthly Archives

August 2019

ସାମ୍ନାକୁ ଆସିଲା ପାକିସ୍ତାନର ଆଉ ଏକ ଚାଲ୍ । ଭାରତକୁ ବଦନାମ କରିବା ପାଇଁ ସୋସିଆଲ ମିଡିଆରେ କରୁଛି ହିଂସା ସୃଷ୍ଟିକାରୀ…

ସାମ୍ନାକୁ ଆସିଲା ପାକିସ୍ତାନର ଆଉ ଏକ ଚାଲ୍ । ଭାରତକୁ ବଦନାମ କରିବା ପାଇଁ ସୋସିଆଲ ମିଡିଆକୁ ନୂଆ ରାସ୍ତା ଭାବେ ବାଛି ନେଇଛି ପାକିସ୍ତାନ୍ । ମିଛ ଫଟୋ ଓ ଭିଡିଓ ଭାଇରାଲ କରି ହିଂସା ସୃଷ୍ଟି କରିବାକୁ ଚଳାଇଛି ଚେଷ୍ଟା । ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ-ଭାରତ ମଧ୍ୟରେ…

ହାଇ ଆଲର୍ଟ ଜାରି ପରେ କାଶ୍ମୀର ଘାଟିରେ ପହଞ୍ଚିଲେ ସେନାଧ୍ୟକ୍ଷ ବିପିନ ରାୱତ । ନିୟନ୍ତ୍ରଣ ରେଖାରେ ସେନା ପ୍ରସ୍ତୁତିର…

କନକ ବ୍ୟୁରୋ : ଭାରତର ସ୍ଥଳ ସେନାଧ୍ୟକ୍ଷ ଜେନେରାଲ ବିପିନ ସିଂ ରାଓ୍ଵତ ଆଜି ଏକ ଦୁଇଦିନିଆ କଶ୍ମୀର ଗସ୍ତରେ ଯାଇ ସ୍ଥିତିର ସମୀକ୍ଷା କରିଛନ୍ତି । ନିୟନ୍ତ୍ରଣ ରେଖା ଗସ୍ତରେ ଯାଇ ସେଠାରେ ମୁତୟନ ଥିବା ସେନାର ପ୍ରସ୍ତୁତିର ତଦାରଖ କରିଛନ୍ତି । ଏହି ଗସ୍ତ ଅବସରରେ ତାଙ୍କ ସହିତ ଉତ୍ତରାଞ୍ଚଳ…

ଟ୍ରେନ ଯାତ୍ରୀଙ୍କ ପାଇଁ ବଡ ଖବର । ଆସନ୍ତାକାଲି ଠାରୁ ପୁଣି ଥରେ ଇ-ଟିକେଟରେ ଲାଗୁ ହେବ ସର୍ଭିସ ଚାର୍ଜ, ଯାତ୍ରୀଙ୍କୁ…

କନକ ବ୍ୟୁରୋ : ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ଖବର ସାମ୍ନାକୁ ଆସିଛି । ଯାହା ଟ୍ରେନ ଯାତ୍ରୀଙ୍କୁ ବଡ ଝଟକା ଦେବାକୁ ଯାଉଛି । ବିମୁଦ୍ରିକରଣ ପରେ ଟ୍ରେନ୍‌ ଟିକେଟରୁ ସର୍ଭିସ୍‌ ଚାର୍ଜ ହଟାଇ ଦିଆଯାଇଥିବା ବେଳେ ସେପ୍ଟେମ୍ବର ୧ରୁ ଏହାକୁ ପୁଣି ଥରେ ଲାଗୁ କରିବାକୁ…

ବଡଦାଣ୍ଡ: ଉଚ୍ଛେଦ ପୂର୍ବରୁ ଥିଲା କେମିତି, ଏବେ ଦିଶୁଛିି କେମିତି ?

କନକ ବ୍ୟୁରୋ: ବଦଳୁଛି ପୁରୀର ଭୁଗୋଳ, ବଦଳୁଛି ବଡଦାଣ୍ଡର ଇତିହାସ । ଗତ ସପ୍ତାହେ ହେବ ଶ୍ରୀକ୍ଷେତ୍ରରେ ଭଙ୍ଗା ଚାଲିଛି ଦୀର୍ଘ ଦିନର ମଠ ମନ୍ଦିର । ଦଶନ୍ଧି ଦଶନ୍ଧି ଧରି ମନ୍ଦିର ଚାରିପାଖେ ରହିଥିବା ମଠ ଓ ଦୋକାନରେ ଚାଲୁଛି ବୁଲଡୋଜର । ଆଉ ଏତିକି ବେଳେ ବଡଦାଣ୍ଡରେ ଦିଶୁଛି ଦୁଇଟି ଚିତ୍ର,…

କୁନି ଶିଶୁଙ୍କୁ ଚିକିତ୍ସା କରିବାର ନୂଆ ଫର୍ମୁଲା । ଡାକ୍ତରଙ୍କ ବୁଦ୍ଧି ଜାଣିଲେ ଆପଣ ବି ତାରିଫ୍ ନକରି ରହିପାରିବେ…

କୁନି ପିଲାଙ୍କୁ ଚିକିତ୍ସା କରିବାର ନୂଆ ଫର୍ମୁଲା । ଡାକ୍ତରଙ୍କ ଏହି ଫର୍ମୁଲା ଦେଖିଲେ ଆପଣ ମଧ୍ୟ ବାଃ ବାଃ ନକରି ରହି ପାରିବେ ନାହିଁ । ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେଉଛି । ଯେଉଁ ଭିଡ଼ିଓରେ ହସ୍ପିଟାଲ ବେଡରେ ଜଣେ କୁନି ଶିଶୁ ଓ ଗୋଟିଏ କଣ୍ଢେଇ ଶୋଇରହିଥିବାର…