Monthly Archives

July 2019

ବର୍ଷା ହେଲେ ବିଗୁଡୁଛି ମାଲକାନଗିରିର ସ୍ଥିତି । ଜଳବନ୍ଦୀ ହୋଇଯାଉଛି ଜୀବନ । ସେପଟେ ବନ୍ୟାସ୍ଥିତିର ସମୀକ୍ଷା ପରେ ପୋଲ…

କନକ ବ୍ୟୁରୋ : ପ୍ରତି ବର୍ଷ ବନ୍ୟା ଦେଖୁଛି ମାଲକାନଗିରି । କେଇ ଘଂଟାର ବର୍ଷା ପରେ ଉବୁଡୁବୁ ପୁରା ଜିଲ୍ଲା । ଜାତୀୟ ରାଜପଥ ଠାରୁ ଆରମ୍ଭ କରି ଗାଁ ଗଣ୍ଡା, ସବୁଠି ପାଣି, ପାଣି ଆଉ ପାଣି । ବର୍ଷ ବର୍ଷ ଧରି ତିନୋଟି ପୋଲ ନିର୍ମାଣ କାମ ଜାରି ରହି ଥିବା ବେଳେ ଜାତୀୟ ରାଜପଥରେ ପ୍ରସ୍ତାବିତ…

୩୦ ବର୍ଷ ହେଲା ଅଧାରେ ସୁବର୍ଣ୍ଣରେଖାର ବୃହତ ଜଳ ସେଚନ ପ୍ରକଳ୍ପ । କେନାଲ ହୋଇଛି ହେଲେ ପାଣି ନାହିଁ, ଆଶା ଆଶଙ୍କାରେ…

କନକ ବ୍ୟୁରୋ : ୩୦ ବର୍ଷ ଧରି ଅଧୁରା ମୟୂରଭଂଜ ଜିଲ୍ଲାର ବୃହତ ଜଳସେଚନ ପ୍ରକଳ୍ପ । ପ୍ରକଳ୍ପ ନିର୍ମାଣ ପାଇଁ ବିଶ୍ୱବ୍ୟାଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ତତ୍ପରତା ପ୍ରକାଶ ପାଇଥିବା ବେଳେ ଶେଷ ହୋଇ ପାରୁନି ନିର୍ମାଣ କାର୍ଯ୍ୟ । ଫଳରେ ଚାଷ କାର୍ଯ୍ୟ ପାଇଁ ବହୁ ଅସୁବିଧାର…

ଗୋରୁ ଚାଲାଣର ଗହନ କଥା ! ୩ବର୍ଷରେ ରାଜ୍ୟ ବାହାରକୁ ଚୋରା ଚାଲାଣ ହୋଇଛି ୨୭୮ଟି ଗାଈଗୋରୁ

କନକ ବ୍ୟୁରୋ: ଗୃହରେ ଆସିଲା ଗୋରୁ ଚାଲାଣ ତଥ୍ୟ । ଗତ ୩ ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ମୋଟ୍ ୨୭୮ଟି ଗାଈ ବାହାର ରାଜ୍ୟକୁ ଚୋରା ଚାଲାଣ ହୋଇଛି । ଆଉ ଏହି ଗୋରୁ ଚୋରା ଚାଲାଣ ରାଜ୍ୟର ଦୁଇଟି ଜିଲ୍ଲା ବାଲେଶ୍ୱର ଏବଂ ନୟାଗଡ଼ ଜିଲ୍ଲାରୁ ଅଧିକ ମାତ୍ରାରେ ହୋଇଥିବା କହିଛନ୍ତି ମତ୍ସ୍ୟ…

ସ୍କୁଲ ସତ, ଶିକ୍ଷକ ମିଛ: ପଦାରେ ପଡିଲା ଜାଲି ଶିକ୍ଷକଙ୍କ ଜାଲିଆତି । ମିଛ ସାର୍ଟିଫିକେଟ୍ ଦେଇ ଚାକିରି କରିଥିବା…

କନକ ବ୍ୟୁରୋ: ସତ ସ୍କୁଲରେ ମିଛ ମାଷ୍ଟର । ଫେକ ସାର୍ଟିଫିକେଟ ଦେଇ ସରକାରୀ ଚାକିରି କରିଛନ୍ତି ସାରେ । ଶିକ୍ଷାଗତ ଯୋଗ୍ୟତା ନଥାଇ ବି ସରକାରୀ ସ୍କୁଲର ଶିକ୍ଷକ ସାଜିଛନ୍ତି । ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ଗଜପତି ଜିଲ୍ଲାର କାର୍ଯ୍ୟରତ କିଛି ଶିକ୍ଷକଙ୍କ ବିରୋଧରେ । ନକଲି ବିଇଡି…

ବର୍ଷେ ହେଲା ପଲିଥିନ୍ ତଳେ ଚାଲିଛି ଅଙ୍ଗନୱାଡି । ଫଟୋ ଉଠା ଓ ସର୍ଭେରେ ସୀମିତ କେନ୍ଦ୍ର ଘର ନିର୍ମାଣ, ବାଲେଶ୍ୱରରୁ…

କନକ ବ୍ୟୁରୋ : ଦିନେ କି ମାସେ ନୁହେଁ ବର୍ଷେ ହେଲା ପଲିଥିନ୍ ତଳେ ଚାଲିଛି ଅଙ୍ଗନୱାଡି । ଏହାରି ଭିତରେ ବସି ପାଠପଢୁଛନ୍ତି କୁନି କୁନି ପିଲା । ଅଙ୍ଗନୱାଡି ଘର ନିର୍ମାଣ ପାଇଁ ବାରମ୍ବାର ନିବେଦନ ପରେ କେବଳ ଫଟୋ ଉଠାଇ ସର୍ଭେ କରି ଚୁପ୍ ବସିଛି ପ୍ରଶାସନ । ବାଲେଶ୍ୱରରୁ ସାମ୍ନାକୁ ଆସିଛି…

ଓଡ଼ିଶାର ସମବାୟ ନୀତି ଆପଣାଇବ ପଞ୍ଜାବ! ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଆଲୋଚନା କଲେ ପଞ୍ଜାବ ସମବାୟ ମନ୍ତ୍ରୀ ।

କନକ ବ୍ୟୁରୋ: ପଞ୍ଜାବ ଆପଣାଇବ ଓଡ଼ିଶା ଫଣ୍ଡା । ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ସମବାୟ ନୀତିକୁ ଅନୁଧ୍ୟାନ କରିଛନ୍ତି ପଞ୍ଜାବ ସମବାୟ ମନ୍ତ୍ରୀ ସୁଖବିନ୍ଦର ସିଂ ରାନ୍ଧୱା । ଓଡିଶାର ସମବାୟ ନୀତିକୁ ପଞ୍ଜାବରେ କିଭଳି ଲାଗୁ କରି ହେବ ସେନେଇ ବିଧାନସଭାକୁ ଆସି ଅନୁଧ୍ୟାନ କରିଛନ୍ତି ପଞ୍ଜାବ ସମବାୟ…