Daily Archives

July 31, 2019

୭ ବର୍ଷର ଶିଶୁ ମୁହଁରେ ୫୨୬ଟି ଦାନ୍ତ ! ଡାକ୍ତର ମଧ୍ୟ ହୋଇଗଲେ ଆଶ୍ଚର୍ଯ୍ୟ, ଦୀର୍ଘ ୫ ଘଂଟାର ବିରଳ ଅସ୍ତ୍ରୋପଚାର ପରେ…

କନକ ବ୍ୟୁରୋ : ସାତ ବର୍ଷର ଜଣେ ଶିଶୁ ମୁହଁରେ ୫୨୬ଟି ଦାନ୍ତ । ଚମକି ପଡିଲେ କି ? କଥାଟି ବିଶ୍ୱାସ ନହେଲେ ବି ସତ । ଏହି ଭଳି ଆଶ୍ଚର୍ଯ୍ୟଜନକ ଖବରଟି ଆସିଛି ଚେନ୍ନାଇ ସହରରୁ । ସ୍ଥାନୀୟ ସବିତା ଡେଂଟାଲ କଲେଜରେ ଏହି ବାଳକଟି ଚିକିତ୍ସା ପାଇଁ ଆସିବା ପରେ ଖବରଟି ସାମ୍ନାକୁ ଆସିଛି । ଦୀର୍ଘ ୫…

କମନମ୍ୟାନରୁ କୋଟିପତି ! ବାପାଙ୍କ ଠାରୁ ୫ଲକ୍ଷ ଟଙ୍କା ଆଣି ବ୍ୟବସାୟ ଆରମ୍ଭ କରିଥିଲେ ଭିଜି ସିଦ୍ଧାର୍ଥ, ଜାଣନ୍ତୁ…

କନକ ବ୍ୟୁରୋ : ଭିଜି ସିଦ୍ଧାର୍ଥ । ଭାରତର କଫି ସମ୍ରାଟ୍ । କ୍ୟାଫେ କଫି ଡେ- ସିସିଡିର ପ୍ରତିଷ୍ଠାତା ଭିଜି ସିଦ୍ଧାର୍ଥ । କଫି ରିଟେଲ ବ୍ୟବସାୟରେ ଜଣାଶୁଣା ନାଁ । କଫି ପାଇଁ ତାଙ୍କ ପ୍ରେମ ସାରା ଭାରତରେ ସମସ୍ତଙ୍କୁ ଜଣା । ନିକଟରେ ସେ ‘ମାଇଣ୍ଡ ଟ୍ରି’ରେ ଥିବା ତାଙ୍କ ସମସ୍ତ ଅଂଶଧନକୁ…

ଟ୍ରାଫିକ ନିୟମ ନେଇ କେନ୍ଦ୍ରର କଡ଼ା ନିଷ୍ପତ୍ତି: ଏଣିକି ନିୟମ ଭାଙ୍ଗିଲେ ନିସ୍ତାର ନାହିଁ, ଦେବାକୁ ପଡିବ ୧୦ ଗୁଣା ଅଧିକ…

କନକ ବ୍ୟୁରୋ: ଲୋକସଭା ପରେ ରାଜ୍ୟସଭାରେ ପାରିତ ହେଲା ମୋଟର ଯାନ ସଂଶୋଧିତ ବିଲ । ମୋଟର ଯାନ ଆଇନ ୧୯୮୮କୁ ବଦଳାଇ ଏହି ଆଇନକୁ ସଂଶୋଧିତ କରି ସଂସଦରେ ମୋହର ମରାହେଲା । ତେବେ ନୂଆ ଆଇନ ଅନୁଯାୟୀ ଏଣିକି ଟ୍ରାଫିକ ନିୟମକୁ କଡାକଡି କରାଯିବ । ଆଇନ ଉଲଙ୍ଘନକାରୀଙ୍କୁ ଆଉ କ୍ଷମା ମିଳିବନି…

ଶିଳ୍ପପତି ଭିଜି ସିଦ୍ଧାର୍ଥଙ୍କ ଜୀବନର ଅକୁହା କଥା । କାମ କରୁଥିଲେ କିନ୍ତୁ ଦରମା ବାବଦରେ ଟଙ୍କାଟିଏ ବି ନେଉନଥିଲେ…

କନକ ବ୍ୟୁରୋ : ସିସିଡିର କୋଟିପତି ଶିଳ୍ପପତି ଭିଜି ସିଦ୍ଧାର୍ଥଙ୍କୁ ନେଇ ହେଉଥିବା ଆଶା ଆଶଙ୍କାରେ ଯବନିକା ପଡିବା ପରେ ତାଙ୍କୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସୁଛି । ଯେମିତି ସିସିଡିର ପ୍ରତିଷ୍ଠାତା ସିଦ୍ଧାର୍ଥ ଦୀର୍ଘ ବର୍ଷ ଧରି ଦରମା ବାବଦରେ ଟଙ୍କାଟିଏ ମଧ୍ୟ କମ୍ପାନୀଠାରୁ ନେଇନଥିଲେ ।…

ଡେଲିଭରି ବୟ ହିନ୍ଦୁ ନୁହେଁ ବୋଲି ଅର୍ଡର କ୍ୟାନସଲ୍ କଲେ ଗ୍ରାହକ । ଟ୍ୱିଟରରେ ଜୋମାଟୋ ଦେଲା ଜବାବ୍, କହିଲା, ‘ଖାଦ୍ୟର…

କନକ ବ୍ୟୁରୋ : ହୁଏତ, ଆପଣ ଅନେକ ଥର ଅନଲାଇନରେ ଖାଇବା ମଗାଇ, ଅର୍ଡର କ୍ୟାନସଲ କରିଥିବେ । ଆଉ ଏହି ଅର୍ଡର କ୍ୟାନସଲ କରିବା ପଛରେ ଆପଣଙ୍କ ପାଖରେ ବହୁତ କାରଣ ବି ଥାଇପାରେ । ଯେମିତି କି ଖାଇବା ଭଲ ନଥିଲେ ଅର୍ଡର କ୍ୟାନସଲ କରିଥାଇପାରନ୍ତି କିମ୍ବା ଅର୍ଡର ବିଳମ୍ବ କାରଣରୁ ଖାଦ୍ୟ ଅର୍ଡର…

କେତେ ସୁରକ୍ଷିତ ରାଜଧାନୀ ରାତି ? ଅନ୍ଧାର ଆସିଲେ ଲୁଟେରା ଆସୁଛନ୍ତି, ହାଣି କାଟି ଲୁଟି ନେଉଛନ୍ତି । କ’ଣ କରୁଛି…

କନକ ବ୍ୟୁରୋ : ରାଜଧାନୀରେ ଲୁଟେରାଙ୍କ ଆତଙ୍କରାଜ୍ । ଅସୁରକ୍ଷିତ ହୋଇପଡିଛି ଭୁବନେଶ୍ୱର । ଗୋଟିଏ ରାତିରେ ତିନି ତିନିଟି ସ୍ଥାନରେ ଲୁଟ୍ ଏବଂ ସହର ମଝିରେ ବ୍ୟବସାୟୀଙ୍କୁ ଆକ୍ରମଣ, ରାଜଧାନୀବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଛି । ହାଇସ୍ପିଡ୍ ବାଇକରେ ଆସି ମାରଣାସ୍ତ୍ରରେ ଆକ୍ରମଣ…