Daily Archives

July 30, 2019

ଚାଷ ଜମିରେ ଗଢ଼ି ଉଠୁଛି କଙ୍କ୍ରିଟ ସହର : ୧୫ ବର୍ଷରେ ୮୮ ପ୍ରତିଶତ କମିଛି ଚାଷ ଜମି

କନକ ବ୍ୟୁରୋ : ଭୁବନେଶ୍ୱରରେ କମୁଛି ଚାଷଜମି । ବଢୁଛି ସହରୀକରଣ । ଯଦି ବିଗତ ୧୫ବର୍ଷର ହିସାବ ଦେଖାଯାଏ ତେବେ ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଂଚଳରେ ପ୍ରାୟ ୮୩ ପ୍ରତିଶତ ସହରୀକରଣ ବୃଦ୍ଧି ହୋଇଛି । ଆଇଆଇଟି ଭୁବନେଶ୍ୱର ଦ୍ୱାରା କରାଯାଇଥିବା ଗବେଷଣା ଅନୁଯାୟୀ ୨୦୦୦ରୁ ୨୦୧୪ ମଧ୍ୟରେ ଚାଷଜମି…

ମହାନଦୀ, ବ୍ରାହ୍ମଣୀ, ବୈତରଣୀ ସମେତ ୫ ନଦୀର ପାଣି ପ୍ରଦୂଷିତ । ପରିବେଶ ମନ୍ତ୍ରୀଙ୍କ ଉତ୍ତର

କନକ ବ୍ୟୁରୋ: ଜଳ ପାଲଟୁଛି ଜହର । ଗୋଟିଏ ପଟେ ରାଜ୍ୟରେ ଜଳ ସଙ୍କଟ ଦେଖା ଦେଉଥିବା ବେଳେ ଅନ୍ୟପଟେ ନଦୀଦଳ ଜହର ପାଲଟୁଛି । ବିଭିନ୍ନ ନଦୀର ଜଳ ପ୍ରଦୂଷିତ ହେବା କାରଣରୁ ଏହା ପରିବେଶ ପାଇଁ ସମସ୍ୟା ସୃଷ୍ଟି କରୁଛି । ତେବେ ବର୍ତ୍ତମାନ ରାଜ୍ୟର ୫ଟି ନଦୀର ଜଳ ସାଙ୍ଘାତିକ ରୂପେ ପ୍ରଦୂଷିତ ହୋଇଛି…

ଲୋକସଭା ପରେ ରାଜ୍ୟସଭାରେ ତିନି ତଲାକ ବିଲ୍ ପାସ୍: ସପକ୍ଷରେ ୯୯, ବିରୋଧରେ ୮୪ ଭୋଟ

କନକ ବ୍ୟୁରୋ: ରାଜ୍ୟସଭାରେ ପାସ୍ ହେଲା ତିନି ତଲାକ ବିଲ । ଟ୍ରିପିଲ ତଲାକ ବିଲ ବା ମୁସଲିମ ମହିଳା ( ବିବାହ ଅଧିକାର ସୁରକ୍ଷା) ବିଲ୍ ଗୃହୀତ ହୋଇଯାଇଛି । ଏହି ବିଲ ସପକ୍ଷରେ ୯୯ ଟି ଭୋଟ ଓ ବିରୋଧରେ ୮୪ ଟି ଭୋଟ ପଡିଥିଲା । ଭୋଟିଂ ବେଳେ ଏଆଇଡିଏମକେ,ଜେଡିୟୁ,ଟିଆରଏସ, ଓ ବିଏସପି କକ୍ଷତ୍ୟାଗ…

ରସଗୋଲା ପରେ ରସାବଳି ଓ ଛେନାପୋଡ଼ : ଓଡ଼ିଶା ମିଷ୍ଟାନ୍ନ ଗୁଡ଼ିକର ଜିଆଇ ମାନ୍ୟତା ଦାବି ପାଇଁ ରାଜ୍ୟ ସରକାରଙ୍କୁ ପରାମର୍ଶ

କନକ ବ୍ୟୁରୋ : ଅନେକ ବାଦବିବାଦ ପରେ ଓଡ଼ିଶା ରସଗୋଲାକୁ ମିଳିଛି ଭୌଗଳିକ ମାନ୍ୟତା । ବର୍ତ୍ତମାନ ‘ରସଗୋଲା’ର ଭୌଗୋଳିକ ଉତ୍ପତ୍ତି ଓଡ଼ିଶାରେ ହୋଇଛି ବୋଲି ବିଧିବଦ୍ଧ ମାନ୍ୟତା ଦିଆଯାଇଛି । ପଶ୍ଚିମବଙ୍ଗ ସହ ଲଢ଼େଇ ପରେ ରସଗୋଲା ଓଡ଼ିଶାର ବୋଲି ସ୍ୱୀକୃତି ମିଳିଛି । ଏବେ ରସଗୋଲା ପରେ ଆରିସା,…

୧୦ ସହରକୁ ମାଡ଼ି ଆସୁଛି ଜଳ ସଙ୍କଟ ! ବିଶ୍ୱକୁ ଦୋହଲାଇ ଦେଲା ଜାତିସଂଘ ରିପୋର୍ଟ, ତୁରନ୍ତ ପଦକ୍ଷେପ ନନେଲେ ସ୍ଥିତି ହେବ…

କନକ ବ୍ୟୁରୋ: ଚମକାଇଦେଲା ଜାତିସଂଘ ରିପୋର୍ଟ ! ବିଶ୍ୱର ୧୦ ସହରକୁ ମାଡ଼ି ଆସୁଛି ଜଳ ସଙ୍କଟ! ତେବେ ଏହି ୧୦ ସହର ତାଲିକାର ନବମ ସ୍ଥାନରେ ରହିଛି ବାଙ୍ଗାଲୋର । ପ୍ରଥମ ସ୍ଥାନରେ ରହିଛି ଦକ୍ଷିଣ ଆଫ୍ରିକାର କେପ-ଟାଉନ୍ । ସ୍ଥିତି ବର୍ତ୍ତମାନ ଏପରିକି ଯଦି ଅଣାୟତ ହୁଏ ତେବେ ଆଗକୁ ପାଣି ପାଇଁ…

ଟିପୁ ସୁଲତାନ ଜୟନ୍ତୀକୁ ବନ୍ଦ କରିବେ କର୍ଣ୍ଣାଟକ ସରକାର ! ନିର୍ଦ୍ଦେଶ ଜାରି କଲେ ୟେଦ୍ୟୁରପ୍ପା ସରକାର ।

କର୍ଣ୍ଣାଟକର ନବନିଯୁକ୍ତ ବିଜେପି ସରକାର ରାଜ୍ୟରେ ମହୀଶୂର ବୀର ଟିପୁ ସୁଲତାନଙ୍କ ଜୟନ୍ତୀ ପାଳନକୁ ବନ୍ଦ କରିବାକୁ ସଂସ୍କୃତି ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଜୟନ୍ତୀ ପାଳନ ଦ୍ୱାରା ସାଂପ୍ରଦାୟିକ ସଦ୍ଭାବ ନଷ୍ଟ ହେବାସହ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜୁଥିବାରୁ ଏହାକୁ ବନ୍ଦ କରାଯାଇଛି…