Daily Archives

July 29, 2019

ରସଗୋଲା ଯୁଦ୍ଧରେ ଓଡିଶା ଜିତିଲା, ସୋସିଆଲ ମିଡିଆରେ ଶୁଭେଚ୍ଛା ଛୁଟିଲା

କନକ ବ୍ୟୁରୋ: ଏଣିକି ଓଡିଶା ଛାତି ବାଡେଇ କହିବ ରସଗୋଲା ଆମର । ଯେଉଁଠି, ଯେତେବେଳେ, ଯିଏ ପ୍ରଶ୍ନ କରିବ ରସଗୋଲା କାହାର? ଉତ୍ତରରେ ଆପେ ଆପେ ପାଟିରୁ ବାହାରି ପଡିବ ଓଡିଶାର..। କାରଣ ଓଡିଶା ରସଗୋଲାକୁ ମିଳିଛି ଜିଆଇ ଟ୍ୟାଗ । ଓଡିଶାର ରସଗୋଲା ପାଇଛି ଭୌଗଳିକ ପରିଚୟ । ଚେନ୍ନାଇ ଜିଆଇ…

ଭଙ୍ଗା ଲୁହାରେ ବିରାଟ ଗିଟାର ତିଆରି କଲେ ବ୍ରହ୍ମପୁର ଛାତ୍ରଛାତ୍ରୀ। ୭୦ ଫୁଟର ଗିଟାର ନିର୍ମାଣ ପାଇଁ ୧୨୦ ପିଲାଙ୍କୁ…

କନକ ବ୍ୟୁରୋ: ଯେକୌଣସି ସାମଗ୍ରୀକୁ ଆମେ ଅଦରକାରୀ ଭାବିବା ନାହିଁ । ଅଦରକାରୀ ସାମଗ୍ରୀରୁ ମଧ୍ୟ ସୁନ୍ଦର ସୁନ୍ଦର ଜିନିଷ ନିର୍ମାଣ କରିହେବ । ଏହା ପ୍ରମାଣିତ କରିଛନ୍ତି ବ୍ରହ୍ମପୁର ସରକାରୀ ଶିଳ୍ପ ତାଲିମ କେନ୍ଦ୍ରର ଛାତ୍ରମାନେ । ପୂର୍ବରୁ ଲୁହା ସ୍କ୍ରାପରେ ଜିରଫ,ପ୍ରେଡ଼ିଏକ୍ଟର ନିର୍ମାଣ…

ଟିମ୍ ଇଣ୍ଡିଆର ‘ଇଣ୍ଡିଜ’ ଗସ୍ତ ପୂର୍ବରୁ ଗାଭାସ୍କରଙ୍କ ବଡ ବୟାନ୍ ! ଅଧିନାୟକ ଭାବେ କୋହଲିଙ୍କ ଚୟନକୁ ନେଇ ଉଠାଇଲେ…

କନକ ବ୍ୟୁରୋ : ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ ପ୍ରସ୍ତୁତ ହୋଇସାରିଛି ଟିମ୍ ଇଣ୍ଡିଆ । ଆଜି ରାତିରେ ୱେଷ୍ଟଇଣ୍ଡିଜ ଗସ୍ତ କରିବ ବିରାଟ ବ୍ରିଗେଡ୍ । ଆଉ ଗସ୍ତ ପୂର୍ବରୁ ଦଳଚୟନକୁ ନେଇ ବଡ ଅଭିଯୋଗ ଆଣିଛନ୍ତି ପୂର୍ବତନ କ୍ରିକେଟର ସୁନୀଲ ଗାଭାସ୍କର । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା…

ଢେଙ୍କାନାଳ ଭୂବନକୁ ବ୍ରାହ୍ମଣୀ ଭୟ: କୂଳ ଖାଉଛି ନଦୀ, ବନ୍ଧରୁ ଧସୁଛି ବିରାଟ ବିରାଟ ମାଟି ଅତଡା

କନକ ବ୍ୟୁରୋ: ଢେଙ୍କାନାଳ ଭୂବନର ଚାଷୀଙ୍କୁ ଡରାଉଛି ବ୍ରାହ୍ମଣୀ । ନଦୀ କୂଳ ଖାଉଥିବାରୁ ବନ୍ଧରୁ ଧସୁଛି ବିରାଟ ବିରାଟ ମାଟି ଅତଡା । ଫଳରେ ନଦୀ ଗର୍ଭରେ ଚାଷ ଜମି ଲୀନ ହେବା ଆଶଙ୍କାରେ ସୃଷ୍ଟି ହୋଇଛି । ନଈ ବନ୍ଧରୁ ଧସୁଛି ଅତଡା । କୂଳ ଖାଉଛି ବ୍ରହ୍ମଣୀ । ଏହାରି ଭିତରେ ଦେଢଶହ ଏକର ଚାଷ…

ପ୍ରବଳ ବର୍ଷା ଯୋଗୁଁ ୪ ଜିଲ୍ଲାରେ ବନ୍ୟା ପରିସ୍ଥିତି: ବରଗଡରେ ଉଛୁଳୁଛି ଜୀରା ନଦୀ; ମାଲକାନଗିରି, କନ୍ଧମାଳ ଓ…

କନକ ବ୍ୟୁରୋ: ଲଗାଣ ବର୍ଷା ଯୋଗୁଁ ବରଗଡ ଜୀରା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗତକାଲି ରାତିରୁ ଲାଗି ରହିଥିବା ବର୍ଷା ଫଳରେ ଜୀରା ନଦୀ ପାଣି ରାସ୍ତା ଉପରେ ପ୍ରବାହିତ ହେଉଛି । ଫଳରେ ବରଗଡ-ଅମ୍ବାପାଲ୍ଲିକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଜୀରାନଦୀର ପୁରୁଣା ପୋଲ ଭାଙ୍ଗି ନୂଆ…

ସାମ୍ନାକୁ ଆସିଲା ସିଲଭର ସିଟିର ସିରିଏଲ କିଲର । ସିସିଟିଭି ଆଧାରରେ ସାଇକୋ କିଲରକୁ ଗିରଫ କଲା ପୋଲିସ

କନକ ବ୍ୟୁରୋ: ଧରାପଡିଲା ସାଇକୋ କିଲର । ସିଲଭର ସିଟିରେ ଆତଙ୍କ ରଚିଥିବା ସିରିଏଲ କିଲରକୁ ବାନ୍ଧିଲା ପୋଲିସ । ହତ୍ୟାକାରୀ ନାରାୟଣ ସାହୁକୁ ଗିରଫ କଲା ପୋଲିସ । କଟକରେ ୩ଟି ହତ୍ୟାକାଣ୍ଡରେ ନାରାୟଣର ହାତ ଥିବା ପୋଲିସ କମିଶନରଙ୍କ ସୂଚନା ଦେଇଛନ୍ତି । ତେବେ ପୂର୍ବରୁ ଗଞ୍ଜାମ ବେଲଗୁଣ୍ଠାରେ…