Daily Archives

July 26, 2019

ବିଧାୟିକା ଭାବେ ଶପଥ ନେଲେ ସାବିତ୍ରୀ । ଶପଥପାଠ କରାଇଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । 

କନକ ବ୍ୟୁରୋ : ଶପଥ ନେଲେ ସାବିତ୍ରୀ । ପାଟକୁରାର ନବନିର୍ବାଚିତ ବିଧାୟିକା ଭାବେ ଶୁକ୍ରବାର ଶପଥଗ୍ରହଣ କରିଛନ୍ତି ସାବିତ୍ରୀ ଅଗ୍ରୱାଲ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ତାଙ୍କୁ ଆଜି ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ସୂଚନାଯୋଗ୍ୟ ପାଟକୁରା ବିଧାନସଭା ନିର୍ବାଚନରେ ବିଜେଡି…

କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଏସ ୟେଦ୍ୟୁରପ୍ପା । ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସିଲେ…

କନକ ବ୍ୟୁରୋ : କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ବିଏସ ୟେଦ୍ୟୁରପ୍ପା । ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ୟେଦ୍ୟୁରପ୍ପା । ରାଜ୍ୟପାଳ ବାଜୁଭାଇ ବାଲା ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ଆଜି କେବଳ ୟେଦ୍ୟୁରପ୍ପା ଶପଥ ନେଇଛନ୍ତି, ଆସ୍ଥାଭୋଟ…

ତମେ ଅପେକ୍ଷା କରିଥାଅ, ମୁଁ ଖୁବ ଶୀଘ୍ର ଫେରିବି… କୋଡିଏ ବର୍ଷ ତଳେ କାର୍ଗିଲରୁ ଆସିଥିଲା ଶେଷ ଚିଠି

କନକ ବ୍ୟୁରୋ: ସୀମାରୁ ଆସିଥିଲା ଶେଷ ଚିଠି । ସହିଦ ହେବା ପୂର୍ବରୁ ସିନ୍ଦୂର ଲେଖିଥିଲା ଶେଷ ଚିଠି । ହାତକାଟି ତା ପ୍ରିୟତମା ସନ୍ଧ୍ୟାରାଣୀକୁ ସ୍ନେହବୋଳା ପ୍ରେମ ପତ୍ର ଲେଖିଥିଲା ପ୍ରିୟତମ । ଯାହା ଆଜି ବି ଶେଷ ସନ୍ତକ ଭାବେ ସାଇତା ରହିଛି । ସ୍ୱାମୀ ସହିଦ ହେବାକୁ ୨୦ ବର୍ଷ ବିତିଲାଣି ହେଲେ…

ବିଧାନସଭାରେ ମନ୍ତ୍ରୀଙ୍କ ମରୁଡ଼ି ଉତ୍ତର: ୨୫ ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା, ଜମିକୁ ହୋଇପାରୁନି ଜଳସେଚନ

କନକ ବ୍ୟୁରୋ: ରାଜ୍ୟର ୫ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ହୋଇଛି ବର୍ଷା । ଏହି ଜିଲ୍ଲାଗୁଡ଼ିକରେ କୋରାପୁଟ, ଖୋର୍ଦ୍ଧା, ନବରଙ୍ଗପୁର, କଟକ ଏବଂ କଳାହାଣ୍ଡି ରହିଛି ବୋଲି ବିଧାନସଭାରେ ବିବୃତି ରଖିଛନ୍ତି ରାଜସ୍ୱମନ୍ତ୍ରୀ ସୁଦାମ ମାର୍ଣ୍ଡି । ସେହିପରି -୧୯% ରୁ +୧୯ ମଧ୍ୟରେ ଥିବା ୨୫ ଗୋଟି…

କଳିଙ୍ଗ ହସ୍ପିଟାଲରେ ସ୍ୱାସ୍ଥ୍ୟ ବିଭାଗର ଚଢାଉ । ବିଧାୟକଙ୍କୁ ଦୁର୍ବ୍ୟବହାର କରିବା ପରଠାରୁ ସରକାରଙ୍କ ରାଡାରରେ…

କନକ ବ୍ୟୁରୋ : କଳିଙ୍ଗ ହସ୍ପିଟାଲରେ ଚଢାଉ । ସ୍ୱାସ୍ଥ୍ୟ ବିଭାଗର ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷରୁ କଳିଙ୍ଗ ହସ୍ପିଟାଲରେ ଏହି ଚଢାଉ କରାଯାଇଛି । ରେଡ୍ ସମୟରେ ୬ଟି ଏଭଳି ସାମଗ୍ରୀ ଜବତ କରାଯାଇଛି ଯାହାର ଟେଷ୍ଟ ରିପୋର୍ଟ ନ ଆସିବା ପର୍ଯ୍ୟନ୍ତ ବ୍ୟବହାର କରିପାରିବେ ନାହିଁ ହସ୍ପିଟାଲ…

ଚିଟଫଣ୍ଡ ଜାଲରେ ଜମାକାରୀ ! ଅଧିକ ସୁଧ ଲୋଭ ଦେଖାଇ କୋଟି କୋଟି ଟଙ୍କା ହଜମ କରିଦେଲା ଏଜେଣ୍ଟ, ଟଙ୍କା ଫେରିପାଇବାକୁ…

କନକ ବ୍ୟୁରୋ: ପୁଣି ଫେରିଲା ଚିଟଫଣ୍ଡ , ଫସିଗଲେ ଜମାକାରୀ । ରାଜ୍ୟରେ ଚିଟଫଣ୍ଡ ଦୁର୍ନୀତିରେ ବିରାମ ଲାଗିବା ପୂର୍ବରୁ ପୁଣି ଠକାମିର ଶିକାର ହୋଇଛନ୍ତି ଜମାକାରୀ । ଏଭଳି କିଛି ଘଟଣା ପୁରୀ ଜିଲ୍ଲା ପିପିଲି ଅଞ୍ଚଳରୁ ସାମ୍ନାକୁ ଆସିଛି । ଶହ ଶହ ଜମାକାରୀଙ୍କ ଠାରୁ କୋଟି କୋଟି ଟଙ୍କା ନେଇ…