Daily Archives

July 26, 2019

ଆକାଶପଥରୁ ଚନ୍ଦ୍ରଯାନ-୨ ପଠାଇଲା ପୃଥିବୀର ଫଟୋ ! ଜାଣନ୍ତୁ ଭାଇରାଲ ଫଟୋର ସତ କଣ?

କନକ ବ୍ୟୁରୋ : ମହାକାଶରୁ କେମିତି ଦେଖାଯାଏ ଆମ ପୃଥିବୀ । କେତେ ସୁନ୍ଦର ଆମ ପୃଥିବୀ । ତାହା ଜାଣିବା ପାଇଁ ଅନେକଙ୍କ ମନରେ ଉତ୍କଣ୍ଠା ରହିଛି । ଆକାଶ ପଥରୁ ପୃଥିବୀର ଅନେକ ଫଟୋ ମଧ୍ୟ ଇଣ୍ଟରନେଟରେ ଉପଲବ୍ଧ ଅଛି । କିନ୍ତୁ ସଜସଜ ଭାରତ ଚନ୍ଦ୍ରକୁ ପଠାଇଥିବା ଚନ୍ଦ୍ରାଯନ-୨ ଯାନ ମହାକାଶରୁ…

ପାଟକୁରା ଉପ-ନିର୍ବାଚନ ‘ବିଜୟ’ଙ୍କ କ୍ୟାରିୟରର ଟର୍ଣ୍ଣିଂ ପଏଣ୍ଟ ! ଯେଉଁଠୁ ଆରମ୍ଭ ହୋଇଥିଲା ସେଇଠି ଶେଷ ହେବନି ତ…

କନକ ବ୍ୟୁରୋ : ଉପ-ନିର୍ବାଚନରେ ଆରମ୍ଭ, ଉପ-ନିର୍ବାଚନରେ ଶେଷ? ଏହି ଶୀର୍ଷକଟି ହୁଏତ ଅନେକ ପାଠକଙ୍କ ମଗଜରେ ଢୁକି ନ ପାରେ । କିନ୍ତୁ ପାଟକୁରା ନିର୍ବାଚନର ଫଳାଫଳ ଆସିବା ପରେ ରାଜ୍ୟ ରାଜନୀତି ବଜାରରେ ଏହି କଥାକୁ ନେଇ ଜୋରଦାର ଚର୍ଚ୍ଚା । କାରଣ ଏହି ଫଳାଫଳ ରାଜ୍ୟ ରାଜନୀତିର ଜଣେ ହେଭିୱେଟ…

ହତ୍ୟା ନକରି ହତ୍ୟାକାରୀ: ପୋଲିସର ଭୁଲ ପାଇଁ ୩ ମାସ ହେବ ଜେଲ ଭୋଗୁଛନ୍ତି ବାପପୁଅ

କନକ ବ୍ୟୁରୋ: ସ୍ତ୍ରୀ ବଞ୍ଚିଛି, ସ୍ୱାମୀ ସଜା କାଟୁଛି । ବିନା ହତ୍ୟାରେ ବି ହତ୍ୟାକାରୀର ଦୋଷ ମୁଣ୍ଡାଇଛି ସ୍ୱାମୀ । ହତ୍ୟା ନହରି ନରହନ୍ତାର ନାଁ ନେଇ ଜେଲରେ ଜୀବନ କାଟୁଛନ୍ତି ବାପପୁଅ । ବିନା ଦୋଷରେ ନିଜ ସ୍ତ୍ରୀ ପାଇଁ ସ୍ୱାମୀ ଜେଲ ଯିବ ସେକଥା ଚଳିବ ହେଲେ କିଛି ନକରି ନୀରିହ ବାପଟା କଣ…

ଭୁବନେଶ୍ୱର ସାଂସଦଙ୍କୁ ବ୍ଲାକସ୍ପଟ୍ ଚିନ୍ତା ! ଦୁର୍ଘଟଣା ପ୍ରବଣ ସ୍ଥାନରେ ଫ୍ଲାଏ ଓଭର ତିଆରି ପାଇଁ…

କନକ ବ୍ୟୁରୋ: ଭୁବନେଶ୍ୱର ପାଇଁ ବାହାରିଲେ ଭୁବନେଶ୍ୱର ସାଂସଦ । ଦୁର୍ଘଟଣା ପ୍ରବଣ ସ୍ଥାନ ବ୍ଲାକସ୍ପଟରେ ଫ୍ଲାଏ ଓଭର ତିଆରି ପାଇଁ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଭେଟିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାର ଜାତୀୟ ରାଜପଥ ଦେଇ…

ସରକାର ଦେଲେ ସାଂଘାତିକ ଚିତ୍ର । ୨୫ ଜିଲ୍ଲାରେ କମ୍ ବର୍ଷା, ୨୧ ଜିଲ୍ଲାରେ ସ୍ଥିତି ସଙ୍ଗୀନ । ଲଘୁଚାପ ଉପରେ ଆଶା ଭରସା…

କନକ ବ୍ୟୁରୋ : ବର୍ଷା ଅଭାବରୁ ମରୁଡି ପରିସ୍ଥିତି ଆଡକୁ ମୁହାଁଉଛି ଓଡ଼ିଶା । ଆଜି ବିଧାନସଭାରେ ମରୁଡି ନେଇ ସାଂଘାତିକ ଚିତ୍ର ଦେଖାଇଛନ୍ତି ରାଜସ୍ୱ ମନ୍ତ୍ରୀ । ଲିଖିତ ଉତରରେ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଛନ୍ତି, ୫ଟି ଜିଲ୍ଲାକୁ ଛାଡିଦେଲେ ୨୫ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା…

କେନ୍ଦ୍ର ପର୍ଯ୍ୟଟନମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି । ଦେଶର ୧୭ଟି ଆଦର୍ଶ ପର୍ଯ୍ୟଟନସ୍ଥଳୀ ତାଲିକାରେ ଶ୍ରୀମନ୍ଦିର ଓ…

କନକ ବ୍ୟୁରୋ: କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି । ଦେଶର ୧୭ଟି ଆଦର୍ଶ ପର୍ଯ୍ୟଟନସ୍ଥଳୀ ତାଲିକାରେ ଓଡିଶାର ପୁରୀ ଜଗନ୍ନାଥ ମନ୍ଦିର ଓ ସୂର୍ଯ୍ୟ ମନ୍ଦିରକୁ ସାମିଲ କରିବାକୁ କଲେ ଅନୁରୋଧ । ଚଳିତ ବଜେଟରେ ଅର୍ଥମନ୍ତ୍ରୀ…