Daily Archives

July 25, 2019

ହ୍ୱାଟସଆପରେ ଆପଣ ପଠାଇ ପାରିବେ ଟଙ୍କା । କଂପାନୀ ପକ୍ଷରୁ ଦିଆଗଲା ବଡ ସୂଚନା ।

ଖୁବ୍‌ ଶୀଘ୍ର ଭାରତରେ ଗୁଗଲ ପେ’ ଭଳି ହ୍ଵାଟସ୍‌ଆପ୍‌ ପେ’ର ସୁବିଧା ମଧ୍ୟ ଉପଲବ୍ଧ ହେବ ବୋଲି ଜଣା ପଡ଼ିଛି । ଏ ନେଇ ହ୍ଵାଟସ୍‌ଆପ୍‌ର ଅନ୍ତର୍ଜାତୀୟ ମୁଖ୍ୟ ଉଇଲ୍‌ କୈଥାର୍କ ବୁଧବାର ଦିଲ୍ଲୀରେ ଆୟୋଜିତ ଏକ ଇଭେଣ୍ଟରେ ଯୋଗ ଦେଇ ଜଣାଇଛନ୍ତି । ଭାରତରେ ହ୍ଵାଟସ୍‌ଆପ୍‌ର ୪୦୦ମିଲିୟନ ବ୍ୟବହାରକାରୀ…

ମନ୍ତ୍ରୀଶୂନ୍ୟ ‘ମନ୍ତ୍ରୀପଡା’ ଉପରେ ପଡିବ କି ନବୀନଙ୍କ ନଜର ? ନିଜ କ୍ୟାବିନେଟରେ କାହାକୁ କରିବେ ସାମିଲ ?

କନକ ବ୍ୟୁରୋ: ପରୀକ୍ଷା ସରିଲା, ଫଳାଫଳ ବି ବାହାରିଲା । ଏବେ ଖାଲି ପୁରସ୍କାରକୁ ଅପେକ୍ଷା । ପରୀକ୍ଷାରେ ପାସ୍ କରିବାକୁ ଯିଏ ଯେମିତି ପରିଶ୍ରମ କରିଥିବ ତାକୁ ସେମିତି ପୁରସ୍କାର ମିଳିବ । ପାଟକୁରା ଦଖଲ ପାଇଁ ଯିଏ ଦିନରାତି ଏକ କରିଥିବ, ଯିଏ ଅକ୍ଳାନ୍ତ ପରିଶ୍ରମ କରିଥିବ ତାକୁ ବଡ ପୁରସ୍କାର…

ସାଇକୋ କିଲରକୁ ନେଇ କଟକରେ କୋକୁଆ ଭୟ: ହତ୍ୟାର ୨ ଦିନ ପରେ ବି ଟେର ପାଉନି ପୋଲିସ । କଣ ପାଇଁ କରୁଛି ହତ୍ୟା, ପଢନ୍ତୁ…

କନକ ବ୍ୟୁରୋ: ସିଲଭର ସିଟିର ସାଇକୋ କିଲରକୁ ନେଇ ଏବେ ସବୁଠି ଚର୍ଚ୍ଚା । ୪୮ ଘଣ୍ଟା ମଧ୍ୟରେ ତିନି ତିନିଟି ହତ୍ୟାକାଣ୍ଡ ପରେ କମିଶନରେଟ୍ ପୋଲିସ ଆଖିରୁ ନିଦ ହଜିଛି । କିଏ ଏବଂ କାହିଁକି ରାସ୍ତା ଉପରେ ଶୋଇଥିବା ନିରୀହ ଲୋକଙ୍କୁ ହତ୍ୟା କରୁଛି ତାର ଟେର ପାଉନି ପୋଲିସ । ନିରାଶ୍ରୟ ଲୋକ,…

ଜେଲରୁ ସଜ ହୋଇ ବାହାରିଲେ ସାରଥୀ । ୪ ବର୍ଷ ପୂର୍ବରୁ ଯେମିତି ଯାଇଥିଲେ, ୪ ବର୍ଷ ପରେ ସେହି ବେଶରେ ବାହାରିଲେ ।…

କନକ ବ୍ୟୁରୋ : ଚାରି ବର୍ଷ ର୍ପୂବରୁ ଜେଲକୁ ଯେଉଁ ବେଶରେ ଯାଇଥିଲେ, ଚାରି ବର୍ଷ ପରେ ସେହି ବେଶରେ ଜେଲରୁ ମୁକୁଳିଲେ ଭଣ୍ଡ ସାରଥୀ । ଜେଲର ଅନ୍ଧାରୀ ଚାରିକାନ୍ଥ ମଧ୍ୟରେ ୪ ବର୍ଷ କାଟିଥିଲେ ମଧ୍ୟ ସାରଥୀଙ୍କ ବେଶଭୂଷାରେ କୌଣସି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ । ମୁଣ୍ଡରେ ଚିତା ଚଇତନ,…

ସିନେମା ହିରୋ ବନାମ ସତସତିକା ହିରୋ । କଟକ ୪୨-ମୌଜାରେ ‘ଥ୍ରୀ-ଇଡ଼ିଅଟ୍ସ’ର ରାଞ୍ଚୋ

କନକ ବ୍ୟୁରୋ: ୨୦୦୯ରେ ପରଦାକୁ ଆସିଥିବା ବଲିଉଡ ଫିଲ୍ମ ‘ଥ୍ରୀ-ଇଡିୟଟ୍ସ’ ଆଜି ବି ସମସ୍ତଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ବଜାୟ ରଖିଛି । ଯେତେବେଳେ ଏହି ଫିଲ୍ମ କଥା ଉଠେ ସେତେବେଳେ ଫିଲ୍ମର ମୁଖ୍ୟ ଭୂମିକାରେ ଥିବା ‘ରାଞ୍ଚୋ’ ତଥା ଅମିର ଖାନଙ୍କ ଅଭିନୟ କଥା ଯୁବପିଢ଼ୀଙ୍କୁ ବେଶ୍ ପ୍ରେରଣା…

ଷ୍ଟିଙ୍ଗ୍ ଅପରେସନରେ ଧରାପଡିଲା ସାଂଘାତିକ ସତ । ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ଜିମ ଟ୍ରେନର ଦେଉଛନ୍ତି ଘୋଡା ଔଷଧ ।

କନକ ବ୍ୟୁରୋ : ସୁନ୍ଦର ସ୍ୱାସ୍ଥ୍ୟ ପଛରେ ଧାଇଁଛନ୍ତି ଯୁବପିଢି । କମ୍ ସମୟରେ ଆକର୍ଷଣୀୟ ଚେହେରା ବନାଇବା ପାଇଁ ଜିମ୍ ମୁହାଁ ଯୁବ ସମାଜ । ଯୁବକଙ୍କ ଏହି ଇଚ୍ଛାର ଫାଇଦା ଉଠାଉଛନ୍ତି ଜିମ୍ ମାଲିକ । ରାଜ୍ୟର ବଡ-ବଡ ସହରରେ ପୁଳାପୁଳା ଜିମ୍ ଖୋଲି ଯୁବକଙ୍କୁ ସୁନ୍ଦର ସ୍ୱାସ୍ଥ୍ୟ ପାଇଁ ବିଭିନ୍ନ…