Daily Archives

July 25, 2019

ଜେଲ ଭିତରେ ସାରଥୀ କରୁଥିଲେ କଣ? ଜେଲ କର୍ମଚାରୀ ଖୋଲିଲେ ସାରଥୀଙ୍କ ଦୈନନ୍ଦିନ ଜୀବନର ଗୁମର, କହିଲେ, ଧ୍ୟାନ କରିବା…

କନକ ବ୍ୟୁରୋ : ଜେଲରୁ ବାହାରିଲେ ଜୁହାର ହେଲେ । ଜେଲରୁ ବାହାରିବା ବେଳେ ବାବା ସାରଥୀ ଜୁହାର ହେଉଥିବାର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ବୋଧହୁଏ ଭବିଷ୍ୟତରେ ଯେପରି ଆଉ ଜେଲର ମାଟି ନ ମାଡିବେ ସେଥିପାଇଁ ମୁକୁଳିବା ସମୟରେ ଜୁହାର ହୋଇଥିଲେ ନିଜକୁ ଆତ୍ମଘୋଷିତ ଭଗବାନ ସଜାଇଥିବା ବାବା ସାରଥୀ…

ସ୍ମାର୍ଟ ଲାଗୁଛି ସ୍ମାର୍ଟସିଟି । ରାତି ହେଲେ ରଙ୍ଗବେରଙ୍ଗ ଆଲୁଅରେ ଝଟକୁଛି ଭୁବନେଶ୍ୱର, ଫୋନି ପରେ ରାଜଧାନୀ ପାଇଛି…

କନକ ବ୍ୟୁରୋ : ଅନ୍ଧାର ହେବା ମାତ୍ରେ ଝଲସି ଉଠୁଛି ସ୍ମାର୍ଟସିଟି ଭୁବନେଶ୍ୱର । ପୁଣି ଥରେ ନୂଆ ବୋହୂ ରୂପରେ ସଜେଇ ହୋଇଛି ରାଜଧାନୀ । ଧଳା ଏଲଇଡି ଲାଇଟରେ ସ୍ପଷ୍ଟ ଭାବେ ବାରି ହୋଇ ଯାଉଛି ଭୁବନେଶ୍ୱରର ସୌନ୍ଦର୍ଯ୍ୟ । ବାତ୍ୟା ଫୋନିର ବୀଭିଷିକାରେ ଛାରଖାର ହୋଇଯାଇଥିବା ଭୁବନେଶ୍ୱର ଏବେ…

ମିଛ ହେଲା ଅନୁଭବଙ୍କ ନାଁରେ ମହିଳା ଆଣିଥିବା ଅଭିଯୋଗ । ତଦନ୍ତ ଶେଷ କରି ଫାଇଲ୍ ବନ୍ଦ କଲା ପୋଲିସ ।

କନକ ବ୍ୟୁରୋ: ମିଛ ହେଲା ମାମଲା , ତଦନ୍ତ ସାରି ଫାଇଲ୍ ବନ୍ଦ କଲା ପୋଲିସ । କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ନାଁରେ ମହିଳା ଆଣିଥିବା ମାମଲା ଶେଷରେ ମିଥ୍ୟା ପ୍ରମାଣିତ ହୋଇଛି । ଏପରିକି ଘଟଣାରେ କୌଣସି ବାସ୍ତବିକତା ନଥିବାରୁ ଏହାକୁ ତଦନ୍ତ ସାରି ମାମଲାଟିକୁ ବନ୍ଦ କରିଦେଇଛନ୍ତି କଟକ…

ଅଭିନେତା କି ମଡେଲ ନୁହେଁ, ଭାଇରାଲ ହେଉଛନ୍ତି ବଡ ଠାକୁରଙ୍କ ବାହୁବଳୀ ସେବାୟତ । ଜାଣନ୍ତୁ କିଏ ଏହି ସେବାୟତ?

କନକ ବ୍ୟୁରୋ: ଉପରୋକ୍ତ ଫଟୋଟି କୌଣସି ସିନେମାର ପୋଷ୍ଟର ନୁହେଁ କିମ୍ବା ଏହି ଫଟୋରେ ଥିବା ବ୍ୟକ୍ତି ଜଣକ କୌଣସି ଚଳଚ୍ଚିତ୍ର ଅଭିନେତା କିମ୍ବା ମଡେଲ ନୁହଁନ୍ତି । କିନ୍ତୁ ରଥଯାତ୍ରା ପରଠାରୁ ଏହି ବ୍ୟକ୍ତିଙ୍କର ଫଟୋ ଲଗାତାର ଭାବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉପରୋକ୍ତ…

ହଠାତ୍ ବିଦ୍ୟାଳୟ ପରିଦର୍ଶନରେ ପହଁଚିଲେ ଗଣଶିକ୍ଷା ମନ୍ତ୍ରୀ । ବିଳମ୍ବିତ ଶିକ୍ଷକଙ୍କୁ ମାଗିଲେ କୈଫୟତ

କନକ ବ୍ୟୁରୋ: କିଭଳି ଚାଲିଛି ରାଜ୍ୟର ବିଦ୍ୟାଳୟରେ ପାଠ୍ୟକ୍ରମ ? କେତେବେଳେ ସ୍କୁଲକୁ ଆସୁଛନ୍ତି ଆଉ ଯାଉଛନ୍ତି ଶିକ୍ଷକ ? ଏଭଳି କିଛି ଦିଗ ଉପରେ ଗୁରୁତ୍ୱ ଦେଇ ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଅଚାନକ୍ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସୂଚନା ମୁତାବକ,…