Daily Archives

July 24, 2019

ପୁଲୱାମା ପ୍ରସଙ୍ଗରେ ପାକ୍ ପ୍ରଧାନମନ୍ତ୍ରୀଙ୍କ ବିବାଦୀୟ ବୟାନ । କହିଲେ ଆକ୍ରମଣ ପଛରେ ରହିଛି ସ୍ଥାନୀୟ ଆତଙ୍କୀଙ୍କ…

କନକ ବ୍ୟୁରୋ : ପୁଲୱାମା ଆକ୍ରମଣ ନେଇ ଭାରତ ମୁଣ୍ଡରେ ଅଠା ବୋଳିବା ଅପଚେଷ୍ଟା କରୁଛି ପାକିସ୍ତାନ । କାଶ୍ମୀରର ଜଣେ ଯୁବକ ପୁଲୱାମା ଆକ୍ରମଣ କରିଥିବା କହିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ । କେବଳ ଏତିକି ନୁହେଁ ପାକିସ୍ତାନରେ ଏବେବି ସକ୍ରୀୟ ଅଛନ୍ତି ଆତଙ୍କବାଦୀ ।…

ଜେଲରୁ ବାହାରିବା ଖବର ଶୁଣିବା ପରେ ଧ୍ୟାନମୁଦ୍ରାରେ ସାରଥୀ ! ଖୁବଶୀଘ୍ର ମୁକୁଳିପାରନ୍ତି ‘ମାନ୍ୟବର’, ସେପଟେ ଜେଲ ଆଗରେ…

କନକ ବ୍ୟୁରୋ : ତିନିଟି ମାମଲାରେ ଜାମିନ ମିଳିବା ପରେ ଜେଲରୁ ମୁକୁଳିବେ ସାରଥୀ ଓରଫ ସନ୍ତୋଷ ରାଉଳ । ଚୌଦ୍ୱାର ଜେଲରେ ବନ୍ଦୀ ଥିବା ବାବା, ଏବେ ଜେଲରୁ ମୁକ୍ତ ହେବା ପାଇଁ ରିଲିଜ୍ ଅର୍ଡରକୁ ଅପେକ୍ଷା କରିଛନ୍ତି । କୋର୍ଟରୁ ଜେଲକୁ ରିଲିଜ୍ ଅର୍ଡର ଆସିଲେ ସାରଥୀ ଯେକୌଣସି ସମୟରେ ମୁକ୍ତ ହେବେ ।…

ପ୍ରାଣ ନେଇଗଲା କୋଇଲା ଖଣି । ତାଳଚେର ଭରତପୁର ଖଣିରେ ମାଟି ଅତଡ଼ା ଧସି ଶ୍ରମିକ ମୃତ । ଏବେବି ଫସି ରହିଛନ୍ତି ଅନେକ,…

କନକ ବ୍ୟୁରୋ: ତାଳଚେର ଏମସିଏଲ କୋଇଲା ଖଣିରେ ବଡଧରଣର ଦୁର୍ଘଟଣା । ଭରତପୁର କୋଇଲ ଖଣିରେ ମାଟି ଅତଡା ଧସି ୩ ଜଣ ଶ୍ରମିକ ପୋତି ହୋଇଯାଇଛନ୍ତି । ବର୍ତମାନ ଉଦ୍ଧାର କାମ ଜାରି ରହିଛି । କୋଇଲା ଅତଡା ତଳୁ ଜଣଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି । ସେ ହାଇୱା ଡ୍ରାଇଭର ବୋଲି ଜଣାପଡିଛି ।…

ସୈତାନ ବୁଲୁଛି ସିଲଭର ସିଟିରେ ! ୨୪ ଘଣ୍ଟାରେ ନେଲାଣି ୩ଟି ମୁଣ୍ଡ, ଟାର୍ଗେଟରେ ନିରାଶ୍ରୟ ଆଉ ଦିନ ମଜୁରିଆ

କନକ ବ୍ୟୁରୋ: କଟକରେ ବୁଲୁଛି ସାଇକୋ କିଲର । ଯାହାକୁ ପାଉଛି ତାକୁ ହାଣୁଛି । ଯିଏ ସାମ୍ନାକୁ ଆସୁଛି ସିଏ ସଫା ହେଉଛି । ୨୪ ଘଣ୍ଟାରେ ତିନି ତିନି ଜଣଙ୍କ ଜୀବନ ନେଇ, ବିଚ ରାସ୍ତାରେ ମୁଣ୍ଡ ଗଡାଇ ସୈତାନ ସାଜିଲା ସାଇକୋ କିଲର । ଦିନ ଦ୍ୱିପ୍ରହରେ କଟକରୁ ଏଭଳି ଛାତିଥରା ହତ୍ୟାକାଣ୍ଡର ଖବର…

ନାରୀ ନିର୍ଯାତନା ରୋକିବାକୁ ନରସିଂହଙ୍କ ନୂଆ ମଡେଲ: ଗୃହରେ କହିଲେ, ଗୃହ କମିଟି ଗଠନ ହେଉ, ‘ଥ୍ରୀ-ପି’କୁ ଗୁରୁତ୍ୱ…

କନକ ବ୍ୟୁରୋ: ନାରୀ ନିର୍ଯାତନା ଓ ଦୁଷ୍କର୍ମ ଘଟଣାକୁ ହ୍ରାସ କରିବାକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହଙ୍କ ନୂଆ ମଡେଲ । ରାଜ୍ୟରେ ଲାଗୁ ହେଉ ‘ଥ୍ରୀ-ପି’ ଅର୍ଥାତ୍ ପ୍ରିଭେନସନ୍, ପ୍ରୋସିକ୍ୟୁସନ ଓ ପନିସମେଣ୍ଟ ମଡେଲ । ଏଭଳି କିଛି ପ୍ରସ୍ତାବ ବିଧାନସଭାରେ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା…