Daily Archives

July 24, 2019

କାରଗିଲ୍ ବିଜୟ ଦିବସରେ ପୁଣି ରିଲିଜ୍ ହେବ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ୍’ । ୫୦୦ ଥିଏଟରରେ ମାଗଣା ଦେଖିପାରିବେ ଦର୍ଶକ…

କନକ ବ୍ୟୁରୋ : ଜାନୁଆରୀ ୧୧, ୨୦୧୯ରେ ରିଲିଜ୍‌ ହୋଇଥିଲା ଫିଲ୍ମ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ୍‌’ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନେତା ବିକି କୌଶଲ ନଜର ଆସିଥିବା ବେଳେ ସେପ୍ଟେମ୍ବର ୨୯, ୨୦୧୬ରେ ଭାରତ କରିଥିବା ପ୍ରଥମ ସର୍ଜିକାଲ ଷ୍ଟ୍ରାଇକ୍‌ର କାହାଣୀକୁ ନେଇ ଏହି ଫିଲ୍ମ ତିଆରି…

ମାଇନସ୍ ତାପମାତ୍ରାରେ ଯବାନଙ୍କ ଜୋସ୍ ! ପାହାଡ଼ ଉପରେ କରୁଛନ୍ତି ଯୋଗ ।

କନକ ବ୍ୟୁରୋ : ପାହାଡ଼ ଉପରେ ଯୋଗ କରୁଛନ୍ତି ଯବାନ । ଜାମ୍ମୁକାଶ୍ମୀର ବଲଟାଲରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଅମରନାଥ ଯାତ୍ରାରେ ନିୟୋଜିତ ଥିବା ଆଇଟିବିପି ଯବାନମାନେ ପାହାଡ଼ ଉପରେ ଯାଗଭ୍ୟାସ କରୁଥିବାର ଚିତ୍ର ସାମ୍ନାକୁ ଆସିଛି । ଯୋଗ ଜୀବନକୁ ସୁସ୍ଥ ଓ ସବଳ ରଖିବା ପାଇଁ ବାଟ ଦେଖାଇଥାଏ…

ବନ୍ୟା ପରେ ବିଗିଡ଼ି ଯାଇଛି ଆସାମ-ବିହାରର ଚିତ୍ର । ୧୫ ଦିନ ହେବ ପାଣି ଘେରରେ ଅଛନ୍ତି ଲୋକେ, ଭଙ୍ଗାଘର ତଳେ ଚାପି…

କନକ ବ୍ୟୁରୋ : ବନ୍ୟା ପରେ ମଧ୍ୟ ଲୋକଙ୍କ ଜୀବନରେ ସୁଧାର ଆସିନି । ବିଗିଡ଼ି ଯାଇଛି ଆସାମ, ବିହାରର ଚିତ୍ର । ଚାରିଆଡ଼େ ବନ୍ୟା ପାଣି ହିଁ ପାଣି । ୧୫ ଦିନ ହେବ ପାଣି ଘେରରେ ଅଛନ୍ତି ଲୋକ । ପାଖରେ ଖାଇବାକୁ ନାହିଁ କି ମୁଣ୍ଡ ଗୁଂଜିବାକୁ ଘର ନାହିଁ । ରାସ୍ତା କଡ଼ରେ ସାହାରା ନେଇଛନ୍ତି ଲୋକେ ।…

କିଏ ବନିବ କଂଗ୍ରେସର ନୂଆ ଅଧ୍ୟକ୍ଷ ? ରାହୁଲ ବିଦେଶରୁ ଫେରିବା ପରେ ସିଡବ୍ଲୁସି ବୈଠକରେ ହେବ ନିଷ୍ପତି ।

କନକ ବ୍ୟୁରୋ : କିଏ ହେବେ କଂଗ୍ରେସ ଆଗାମୀ ସଭାପତି ? କଂଗ୍ରେସ କାର୍ଯ୍ୟସମିତି ବୈଠକରେ ବଛାଯିବ ନୂଆ ଅଧ୍ୟକ୍ଷ । ଅଧ୍ୟକ୍ଷ ପଦରୁ ରାହୁଲ ଇସ୍ତଫା ଦେବା ପରେ ଖାଲି ପଡ଼ିଛି ପଦ । ଦଳ ଏପର୍ଯ୍ୟନ୍ତ କାହୁକୁ ବି ଅଧ୍ୟକ୍ଷ ପଦରେ ବାଛି ନାହିଁ । ହେଲେ ଖବର ରହିଛି କଂଗ୍ରେସ କାର୍ଯ୍ୟସମିତି ବୈଠକରେ…

ଆଗେଇଥିଲେ ଯେତିକି , ପଛେଇଲେ ସେତିକି । ଲଗାତାର ୪ ଥର ଜିତିଥିଲେ, ୪ଥର ହାରିଗଲେ ।

କନକ ବ୍ୟୁରୋ: ବିଜୁ ଶିଷ୍ୟ ଥିଲେ, ନବୀନଙ୍କଠାରୁ ହାର ମାନିଲେ । ବିଜୁଙ୍କ ହାତ ଧରି ୪-୪ଥର ବିଧାନସଭାକୁ ଆସିଥିବା ବିଜୟ, ଯେତେବେଳେ ନବୀନଙ୍କ ରାସ୍ତାର କଂଟା ହୋଇ ସାମ୍ନାକୁ ଆସିଲେ, ସେବେଠାରୁ ବିଧାନସଭା ଯେମିତି ବିଜୟଙ୍କ ପାଇଁ ସ୍ୱପ୍ନ ପାଲଟି ଯାଇଛି । ବାପା ଜିତାଉଥିଲେ କିନ୍ତୁ ପୁଅ…

କାଶ୍ମୀର ପ୍ରସଙ୍ଗରେ ଟ୍ରମ୍ପଙ୍କ ବୟାନକୁ ନେଇ ସଂସଦରେ ଝଡ । ଜବାବ ରଖିଲେ ପ୍ରତିରକ୍ଷା ମନ୍ତ୍ରୀ, କହିଲେ ମଧ୍ୟସ୍ଥତା…

କନକ ବ୍ୟୁରୋ : କାଶ୍ମୀର ପ୍ରସଙ୍ଗରେ ମଧ୍ୟସ୍ଥତା ନେଇ ଟ୍ରମ୍ପଙ୍କ ବୟାନ ପ୍ରସଙ୍ଗରେ ଆଜି ବି ଗୃହରେ ହଙ୍ଗାମା ହୋଇଛି । ଉଭୟ ଗୃହରେ ପ୍ରଧାନମନ୍ତ୍ରୀଙ୍କ ଜବାବ ମାଗିଛନ୍ତି ବିରୋଧୀ । ଏହି ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବୟାନ ଦେଇ କହିଛନ୍ତି ଯେ କାଶ୍ମୀର ପ୍ରସଙ୍ଗରେ…