Daily Archives

July 23, 2019

ଟ୍ରମ୍ପଙ୍କ ମହାମିଛ ! କହିଲେ, କାଶ୍ମୀର ସମସ୍ୟାର ସମାଧାନ ପାଇଁ ମଧ୍ୟସ୍ଥତା କରିବାକୁ ଅନୁରୋଧ କରିଥିଲେ ମୋଦି, ଭାରତର…

କନକ ବ୍ୟୁରୋ : କାଶ୍ମୀର ପ୍ରସଙ୍ଗରେ ଡୋନାଲ୍ଡ ଟ୍ରମ୍ପଙ୍କ ବୟାନ, ଆମେରିକାର ଅଡୁଆ ବଢାଇ ଦେଇଛି । ଭାରତର ତୀବ୍ର ପ୍ରତିବାଦ ପରେ କଥା ବଦଳାଇଛି ଆମେରିକା । ଦ୍ୱିପାକ୍ଷିକ ଆଲୋଚନାରେ ସହାୟତା କରିବ ବୋଲି ଆମେରିକା ପକ୍ଷରୁ କୁହାଯାଇଛି । ଏପରିକି ୱାସିଂଟନର ଭୂମିକା ସ୍ପଷ୍ଟ କରିବାକୁ ସେଠାକାର…

ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ସାଂଘାତିକ ଖେଳ । ପରୀକ୍ଷା ଖାତାରେ ଉତ୍ତର ଲେଖିବା ପରେ ବି ମିଳିନି ମାର୍କ, ରିଚେକିଂ…

କନକ ବ୍ୟୁରୋ : ଛାତ୍ରଛାତ୍ରୀଙ୍କ କ୍ୟାରିୟର ସହ କେମିତି ଖେଳାଯାଉଛି ତାର ଏକ ନମୁନା ସାମ୍ନାକୁ ଆସିଛି । ଯୁକ୍ତ ଦୁଇ ଖାତା ଦେଖାରେ ବାହାରିଛି ସାଙ୍ଘାତିକ ତ୍ରୁଟି । ଯାହା ଯୁକ୍ତ ଦୁଇ କାଉନସିଲର ପାରିବାପଣିଆ ଉପରେ ବଡ ପ୍ରଶ୍ନ ଠିଆ କରିଛି । ଅସ୍ମିତା ମହାନ୍ତି । ଭୁବନେଶ୍ୱର ରମାଦେବୀ ମହିଳା…

୧୪ ମାସିଆ ମେଣ୍ଟ ସରକାରକୁ ମହାଝଟକା । କର୍ଣ୍ଣାଟକରେ ଭାଙ୍ଗିଲା କୁମାରସ୍ୱାମୀ ସରକାର, ସପକ୍ଷରେ ପଡିଲା ମାତ୍ର ୯୯,…

କନକ ବ୍ୟୁରୋ: ମେଣ୍ଟ ସରକାରକୁ ମହାଝଟକା । ଦୀର୍ଘଦିନର ନାଟକରେ ପଡିଲା ଯବନିକା । ଭାଙ୍ଗିଲା କୁମାରସ୍ୱାମୀଙ୍କ ସରକାର । ଦୀର୍ଘ ୧୫ ଦିନ ହେବ କର୍ଣ୍ଣାଟକରେ ଚାଲିଥିବା ନାଟକରେ ଆଜି ପଡିଛି ଯବନିକା । କଂଗ୍ରେସ-ଜେଡିଏସ ମେଣ୍ଟ ସରକାରରୁ ୧୫ ବିଧାୟକ ଇସ୍ତଫା ଦେବା ପରେ ଆସ୍ଥା ଭୋଟରେ ହାରିବା ସହ…

ମାଆ ମୁଣ୍ଡରୁ ମିଛ ଦାଗ ପୋଛିବାକୁ ଝିଅକୁ ଲାଗିଲା ୮ ବର୍ଷ: ମାଆ ଫେରାର ନଥିଲେ, ତାଙ୍କର ହତ୍ୟା ହୋଇଥିଲା…

କନକ ବ୍ୟୁରୋ: ସତ ସାମ୍ନାକୁ ଆଣିବାକୁ ଲାଗିଗଲା ୮ ବର୍ଷ । ମାଆ ମୁଣ୍ଡରୁ କଳଙ୍କ ପୋଛିବା ପାଇଁ ଝିଅକୁ ଲାଗିଲା ୮ ବର୍ଷ । ମାଆ ଭୁଲ କରି ନଥିଲା ସମାଜକୁ ଏଇ ସତ ଜଣାଇବାକୁ ଝିଅକୁ ଦୀର୍ଘ ୮ ବର୍ଷ ସଂଘର୍ଷ କରିବାକୁ ପଡିଲା । ମାଆକୁ ନେଇ ସମାଜ ଶୁଣେଇ ଥିବା ସତକୁ ମିଛ ପ୍ରମାଣିତ କରିବା ପାଇଁ…

ସ୍ମାର୍ଟସିଟିର ବଡ ମଲ୍ ଆଗରେ ବଡ ଟ୍ରାଫିକ୍ ସମସ୍ୟା ! ସନ୍ଧ୍ୟା ହେଲେ ବଢୁଛି ଭିଡ, ଆଖି ବୁଜିଦେଇଛି ପ୍ରଶାସନ, ନାକେଦମ୍…

କନକ ବ୍ୟୁରୋ : ଭୁବନେଶ୍ୱର ରସୁଲଗଡ଼ ଛକରେ ବର୍ଷେ ହେଲା ଖୋଲିଛି ରାଜ୍ୟର ସବୁଠାରୁ ବଡ଼ ସପିଂ ମଲ୍ ଏସପ୍ଲାନେଡ୍ ୱାନ୍ । ଏହି ମଲରେ ରହିିଛି ଶହ ଶହ ଦୋକାନ ଓ ୭ଟି ସିନେମା ହଲ୍ । ପ୍ରତିଦିନ ସନ୍ଧ୍ୟାରେ ଏଠାରେ ଲାଗୁଛି ହଜାର ହଜାର ଲୋକଙ୍କ ଭିଡ଼ । ହେଲେ ମଲ୍ ସାମ୍ନାରେ ଟ୍ରାଫିକ୍ ବ୍ୟବସ୍ଥା ନିଦ…

ସ୍ୱାମୀ ସରକାରର ଶେଷ କଥା! ମୁଁ ରାଜନୀତିକୁ ଆସିବାକୁ ଚାହୁଁନଥିଲି,ଏବେ ଖୁସିରେ ଇସ୍ତଫା ଦେବି ।

କର୍ଣ୍ଣାଟକ ନାଟକରେ ଆଜି ପଡିପାରେ ପୂର୍ଣ୍ଣଚ୍ଛେଦ । ସମୟ ଯେତିକି ବଢୁଛି, କର୍ଣ୍ଣାଟକ ନାଟକ ସେତିକି ରୋଚକ ହେବାରେ ଲାଗିଛି । ଏପରିକି ଆଜି ଆସ୍ଥା ଭୋଟ ହେବା ନେଇ ସମ୍ଭାବନା ସୃଷ୍ଟି ହୋଇଛି । ଆଉ ଯଦି ଆସ୍ଥା ଭୋଟ ହୁଏ ତେବେ ଭାଙ୍ଗି ଯାଇପାରେ କୁମାରସ୍ୱାମୀ ସରକାର । ଆଉ ଏସବୁ ଭିତରେ…