Daily Archives

July 22, 2019

ମଦରୁ ମିଳୁଛି କେତେ ? ୧୦ ବର୍ଷରେ ରାଜ୍ୟ ସରକାର ମଦରୁ କେତେ ରୋଜଗାର କରିଛନ୍ତି, ହିସାବ ଦେଲେ ମନ୍ତ୍ରୀ

କନକ ବ୍ୟୁରୋ: ବିଧାନସଭାରେ ଥମୁନି ମଦ ଝଡ । ଯେବେ ଠାରୁ ସରକାର ମଦ ଦୋକାନୀଙ୍କୁ ପ୍ରୋତ୍ସାହନର ପ୍ରସ୍ତାବ ଦେଇଛନ୍ତି ସେବେ ଠାରୁ ଗୃହରେ ମଦ ଝଡ ଥମିବାର ନାଁ ନେଉନି । ମଦ ପ୍ରୋତ୍ସାହନ ପରେ ପରେ ସରକାରଙ୍କୁ ସାଙ୍ଘାତିକ ଭାବେ ଘାଇଲା କରିଚାଲିଛନ୍ତି ବିରୋଧୀ । ଗୃହରେ ଅବକାରୀ ମନ୍ତ୍ରୀଙ୍କୁ…

ନିଖୋଜ ମୌସୁମୀ, ହୀରାକୁଦରୁ କମିଲାଣି ପାଣି । ଭୟଙ୍କର ଭାବେ ପ୍ରଭାବିତ ହେବ ବିଦ୍ୟୁତ୍ ସେବା

କନକ ବ୍ୟୁରୋ : ଚଳିତ ବର୍ଷ କମ୍ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାର ସ୍ଥିତି ସାଂଘାତିକ । ଗତ ୫ ବର୍ଷରେ ସବୁଠୁ କମ୍ ଜଳସ୍ତର ରହିଛି ଜଳଭଣ୍ଡାରରେ । ଯେଉଁ ସମୟରେ ଜଳଭଣ୍ଡାରରୁ ଜଳ ନିଷ୍କାସନ ହେବା କଥା, ସେହି ସମୟରେ ହୀରାକୁଦର ଜଳସ୍ତର ସବୁଠୁ ନିମ୍ନ ସ୍ତରକୁ ଖସିଆସିଛି । ସ୍ଥିତି ଏଭଳି ହୋଇଛି…

ନାବାଳିକା ନିଖୋଜ ଓ ଦୁଷ୍କର୍ମ ପ୍ରସଙ୍ଗରେ ଘାଇଲା ସରକାର: ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଜିଦରେ ବସିଲେ ବିରୋଧୀ

କନକ ବ୍ୟୁରୋ: ବିଧାନସଭାରେ ହଙ୍ଗାମା କରୁଛନ୍ତି ବିରୋଧୀ । ଦିନ ତମାମ ଯେଉଁ ପ୍ରସଙ୍ଗରେ ହୋହଲ୍ଲା କରୁଛନ୍ତି ଏବେ ସେହି ପ୍ରସଙ୍ଗରେ ବିଧାନସଭାରେ ଧାରଣା ଦେଇଛନ୍ତି ବିରୋଧୀ । ଶିଶୁ ନିଖୋଜ ଓ ବଢୁଥିବା ଦୁଷ୍କର୍ମ ଘଟଣା ନେଇ ଗୃହରେ ହଟ୍ଟଗୋଳ କରୁଥିବା ବିରୋଧୀ ଅପରାହ୍ଣ ପରେ ଅଧିକ ସକ୍ରିୟ…

ଭୁବନେଶ୍ୱରରୁ ସୁରଟକୁ ସିଧାସଳଖ ଉଡ଼ିବ ବିମାନ । ସପ୍ତାହକୁ ୨ ଥର ଉଡ଼ିବା ନେଇ ମିଳିଲା ପ୍ରତିଶୃତି, କେନ୍ଦ୍ରମନ୍ତ୍ରୀଙ୍କୁ…

କନକ ବ୍ୟୁରୋ: ରାଜ୍ୟବାସୀଙ୍କ ପାଇଁ ଖୁସିଖବର । ଖୁବଶୀଘ୍ର ଭୁବନେଶ୍ୱରରୁ ଗୁଜୁରାଟର ସୁରଟକୁ ଉଡିବ ବିମାନ । ଗୁଜୁରାଟର ମିନି ଓଡ଼ିଶା କୁହାଯାଉଥିବା ସୁରଟକୁ ସପ୍ତାହକୁ ୨ ଥର ବିମାନ ଚଳାଚଳ କରିବ । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ସୁରଟରେ…

ରାଜ୍ୟ ସରକାରଙ୍କ ତାଗିଦ ପରେ ମୁଣ୍ଡ ନୁଆଁଇଲା ହାଇଟେକ୍ ମେଡିକାଲ କଲେଜ । ପୂର୍ବ ନିର୍ଦ୍ଧାରିତ ଫି ଷ୍ଟ୍ରକଚର ଅନୁଯାୟୀ…

କନକ ବ୍ୟୁରୋ : ରାଜ୍ୟ ସରକାରଙ୍କ ଚେତାବନୀ ଆଗରେ ମୁଣ୍ଡ ନୁଆଁଇଲେ ହାଇଟେକ ମେଡିକାଲ କର୍ତ୍ତୃପକ୍ଷ । ମେଡିକାଲ ପାଠ୍ୟକ୍ରମ ପାଇଁ ଆଜି ୫ ଜଣ ଛାତ୍ରଛାତ୍ରୀ ହାଇଟେକ ମେଡିକାଲ କଲେଜରେ ନାମ ଲେଖାଇଛନ୍ତି । ପୂର୍ବରୁ ନିର୍ଦ୍ଧାରିତ ଥିବା ଫି ଷ୍ଟ୍ରକଚର ଅନୁସାରେ ହାଇଟେକ ମେଡିକାଲ କଲେଜରେ ଆଡମିଶନ…

ଆଶ୍ରମରୁ ଆସାମୀ । ବାବା ସାରଥୀଙ୍କ କାହାଣୀ, ୪ ବର୍ଷ ତଳେ ହୋଇଥିଲା କଣ?

କନକ ବ୍ୟୁରୋ : ଜେଲରୁ ବାହାରିବେ ଭଣ୍ଡ ସାରଥୀ । ଗିରଫ ହେବାର ଦୀର୍ଘ ୪ ବର୍ଷ ପରେ ଜେଲରୁ ମୁକୁଳିବେ ବିବାଦୀୟ ବାବା ସନ୍ତୋଷ ରାଉଳ ଓରଫ ସାରଥୀ । ୪ ବର୍ଷ ପୂର୍ବେ ହଜାର ହଜାର ଲୋକଙ୍କ ମନରେ ଆସ୍ଥାନ ଜମାଇଥିଲେ ବାବା ସାରଥୀ । ବାରିମୂଳରେ ଛିଡା ହୋଇଥିଲା ଭଣ୍ଡ ସାରଥୀଙ୍କ କୋଟି କୋଟି ଟଙ୍କାର…