Daily Archives

July 20, 2019

ଜେଜେମା’ଙ୍କ ରାସ୍ତାରେ ନାତୁଣୀ । ସୋସିଆଲ ମିଡିଆରେ ଭାଇରାଲ ହେଲା ଫଟୋ, ସୋନଭଦ୍ରା ଯାତ୍ରା ପ୍ରିୟଙ୍କାଙ୍କ ରାଜନୀତି…

କନକ ବ୍ୟୁରୋ : କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ମଧ୍ୟରେ ଥିବା ସମାନତାକୁ ନେଇ ସବୁବେଳେ ଚର୍ଚ୍ଚା କରାଯାଏ । ଉଭୟଙ୍କ ପରିଧାନ ଓ ବେଶଭୂଷା ପ୍ରାୟତଃ ସମାନ ରହୁଥିବାରୁ ସୋସିଆଲ ମିଡିଆରେ ଦୁଇ ଜଣଙ୍କୁ ସର୍ବଦା ତୁଳନା କରାଯାଇଥାଏ । ଏବେ…

ସାମ୍ବାଦିକଙ୍କ ସୁରକ୍ଷା ଉପରେ ଉଠିଲା ପ୍ରଶ୍ନ ? ସପ୍ତାହେରେ ୪ ଜଣ ସାମ୍ବାଦିକଙ୍କୁ ପୋଲିସର ଆକ୍ରମଣ ଓ ଦୁର୍ବ୍ୟବହାର…

କନକ ବ୍ୟୁରୋ: ସମାଜରେ ଅସୁରକ୍ଷିତ ସାମ୍ବାଦିକ । ଦିନକୁ ଦିନ ଜଣଙ୍କ ପରେ ଜଣେ ସାମ୍ବାଦିକଙ୍କ ଉପରେ ଆକ୍ରମଣ ହେଉଛି । ଖବର ସଂଗ୍ରହ କରିବାକୁ ଯିବାବେଳେ ସାମ୍ବାଦିକଙ୍କୁ ମନ ଇଚ୍ଛା ଗାଳିଗୁଲଜ କରୁଛନ୍ତି ପୋଲିସ ବାବୁ । ଖବର ସଂଗ୍ରହ ବେଳେ ଧମକ ଦେଇ, ଧକ୍କା ଦେଇ ନିର୍ଦ୍ଦିଷ୍ଟ କିଛି ଖବରକୁ…

ନାବାଳିକା ଦୁ୍ଷ୍କର୍ମ ମାମଲାରେ ୧୦ ବର୍ଷ ଜେଲ୍ । ଭଦ୍ରକରେ ୨୦୧୬ର ଘଟଣା, ୨୦୧୯ରେ ଦଣ୍ଡବିଧାନ ।

କନକ ବ୍ୟୁରୋ : ୩ ବର୍ଷ ପରେ ଦୁଷ୍କର୍ମ ପୀଡିତା ନାବାଳିକାକୁ ମିଳିଲା ନ୍ୟାୟ । ନାବାଳିକା ଯୌନ ଉତ୍ପୀଡନ ମାମଲାରେ ଅଭିଯୁକ୍ତକୁ ଆଜି ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧ ଲକ୍ଷ ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି ଅତିରିକ୍ତ ଜିଲ୍ଲା ଜଜ୍ । ସୂଚନା ଅନୁଯାୟୀ, ଗତ ୨୦୧୬ ମସିହା ଜାନୁୟାରୀ ମାସ…

ସ୍ୱଳ୍ପ ବର୍ଷା ନେଇ ସାଙ୍ଘାତିକ ରିପୋର୍ଟ: ୨୧ ଜିଲ୍ଲାରେ କମିଛି ବର୍ଷା ! ବିଧାନସଭାରେ ବିବୃତି ରଖିଲେ ମନ୍ତ୍ରୀ

କନକ ବ୍ୟୁରୋ: ରାଜ୍ୟକୁ ମାଡି ଆସୁଛି ମରୁଡି ! ଶ୍ରାବଣ ମାସରେ ବି ବର୍ଷାର ନାଁ ଗନ୍ଧ ନଥିବାରୁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ମରୁଡି ସ୍ଥିତି ଭୟଙ୍କର ହେବାର ଆଶଙ୍କା କରାଯାଉଛି । ଉପକୂଳରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଠି ମରୁଡି ଆଗମନୀର ପଦଧ୍ୱନୀ ଶୁଣିବାକୁ ମିଳୁଥିବା ବେଳେ କାଲି ଗଜା…

ପଞ୍ଜାବ ଝିଅ, ଉତ୍ତର ପ୍ରଦେଶ ବୋହୂ । ଦିଲ୍ଲୀରେ କଂଗ୍ରେସକୁ ଦେଇଥିଲେ ନୂଆ ପରିଚୟ, ଗୋଟିଏ କ୍ଲିକରେ ଜାଣନ୍ତୁ ଶୀଲାଙ୍କ…

କନକ ବ୍ୟୁରୋ : ୮୧ ବର୍ଷ ବୟସରେ ଆଖି ବୁଜିଛନ୍ତି କଂଗ୍ରେସର ବରିଷ୍ଠ ନେତ୍ରୀ ଶୀଲା ଦୀକ୍ଷିତ । ଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପୂର୍ବତନ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ । ୧୯୯୮ରୁ ୨୦୧୩ । ଦୀର୍ଘ ୧୫ ବର୍ଷ ଧରି ଦିଲ୍ଲୀର ମୁଖ୍ୟମନ୍ତ୍ରୀ…

ପଦାରେ ପଡିଲା ଉପାନ୍ତ ଅଞ୍ଚଳର ହୁଗୁଳା ସ୍ୱାସ୍ଥ୍ୟସେବା ! ସରକାରୀ ଡାକ୍ତରଖାନାରେ ଉଚିତ ସୁବିଧା ନପାଇ ବାପାଙ୍କ ମୃତ୍ୟୁ…

କନକ ବ୍ୟୁରୋ: ମାଲକାନଗିରି ଜିଲ୍ଲାର ତିନି ଉଉଣୀ ନିଜ ବାପାଙ୍କ ଶବ କାନ୍ଧେଇ ଆଜିକାର ରକ୍ଷଣଶୀଳ ସମାଜକୁ ଯେଉଁ ବାର୍ତ୍ତା ଦେଇଛନ୍ତି, ତାହାକୁ ନେଇ ଚାରିଆଡେ ଚର୍ଚ୍ଚା । ଏହାରି ଭିତରେ ବାପାଙ୍କ ମୃତ୍ୟୁ ପଛର କାରଣ ସେମାନଙ୍କ ମନକୁ ଆନ୍ଦୋଳିତ କରୁଛି । ସରକାରୀ ଡାକ୍ତରଖାନାରେ ଉଚିତ…