Daily Archives

July 20, 2019

ପାଟକୁରା ଭୋଟିଂ ପରେ ଉତ୍ତେଜନା । ଭିଭିପାଟ ମେସିନ ସିଲ୍ ଖୋଲାଥିବା ନେଇ ପୋଲିଂ ଅଫିସରଙ୍କୁ ଆକ୍ରମଣ ଅଭିଯୋଗ ।

କନକ ବ୍ୟୁରୋ : ପାଟକୁରାରେ ଭୋଟିଂ ପରେ ଉତ୍ତେଜନା । ଭିଭିପାଟ ମେସିନ ରଖିବା ବେଳେ ଉତ୍ତେଜନା ଦେଖାଦେଇଛି । କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟରେ ଷ୍ଟ୍ରଙ୍ଗ ରୁମ ହୋଇଥିବା ବେଳେ ଏଠାରେ ଭିଭିପାଟ ମେସିନ ଡିପୋଜିଟ କଲାବେଳେ ଉତ୍ତେଜନା ଦେଖାଦେଇଛି । ଭିଭିପାଟ ମେସିନ ସିଲ୍ ଖୋଲାଥିବା…

ଫିଙ୍ଗିଦେଲା ମା’, ନୂଆ ଜୀବନ ଦେଲା କୁକୁର ।

ପୁଅ ହେଲେ ମିଠା ବଣ୍ଟା, ଝିଅ ହେଲେ ମନ ଦୁଃଖ । ପ୍ରତ୍ୟେକ ଦିନ କେଉଁଠୁ ନା କେଉଁଠୁ ଶିଶୁ କନ୍ୟା ହତ୍ୟା ଘଟଣା ସାମ୍ନାକୁ ଆସୁଛି । ଠିକ ସେହିଭଳି ଏକ ଘଟଣା ସାମ୍ନାକୁ ଆସିଛି ହରିୟାଣାରୁ । ହରିୟାଣାର କୈଥଲରେ ଘଟିଥିବା ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି । ମା’ର ମମତାକୁ ହତ୍ୟା…

ତାଜୁବ କରିଦେଲା ତିନି ମାସର ରିପୋର୍ଟ: ରାଜ୍ୟରେ ୬ ଶହ ଟପିଲା ନାବାଳକ-ନାବାଳିକାଙ୍କ ନିଖୋଜ ସଂଖ୍ୟା

କନକ ବ୍ୟୁରୋ: ନିଦ ହଜାଇଛି ନିଖୋଜ ସମସ୍ୟା । ନାବାଳକ-ନାବାଳିକାଙ୍କ ନିଖୋଜ ଘଟଣା ଏବେ ପୋଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି । ରାଜ୍ୟରେ ଦିନକୁ ଦିନ ଶିଶୁ ନିଖୋଜ ସଂଖ୍ୟା ବଢୁଥିବା ବେଳେ ଏହା ଏବେ ଏକ ମୁଖ୍ୟ ସମସ୍ୟା ପାଲଟିଛି । କିଏ ଦାଦନ ଖଟିବାକୁ ଯାଇ ନିଖୋଜ ହୋଇ ଯାଉଛି ତ ଆଉ କିଏ ମେଳା…

ବିଧାନସଭାର ବିରଳ ଚିତ୍ର : ନୂଆ ମନ୍ତ୍ରୀଙ୍କୁ ଶିଖିବାର ସୁଯୋଗ, ପୁରୁଣାଙ୍କୁ ପ୍ରଶ୍ନବାଣରେ ଘାଇଲା କରୁଛନ୍ତି ବିରୋଧୀ ।

କନକ ବ୍ୟୁରୋ : ବିଧାନସଭାରେ ହଟହଟା ହେଉଛନ୍ତି ନବୀନଙ୍କ ନୂଆ ମନ୍ତ୍ରୀ । ପଞ୍ଚମ ପାଳିରେ ପ୍ରଥମ ଥର ନିର୍ବାଚିତ ହୋଇଥିବା ଅନେକ ବିଧାୟକଙ୍କୁ ନିଜ ଟିମରେ ସାମିଲ କରିଛନ୍ତି ନବୀନ । କିନ୍ତୁ ବିଧାନସଭା ଗୃହ ମଧ୍ୟରେ ଏହି ମନ୍ତ୍ରୀ ମାନଙ୍କୁ ପ୍ରଶ୍ନବାଣରେ ଘାଇଲା କରୁଛନ୍ତି ବିରୋଧୀ । ଗୃହରେ…

ରହସ୍ୟମୟ ହେଉଛି ଆଖି ଗାଏବ ଘଟଣା: ଶବଗୃହରୁ କିଏ ନେଲା ଆଖି ? ଅଙ୍ଗପ୍ରତ୍ୟଙ୍ଗ ଚୋରା ଚାଲାଣକାରୀଙ୍କ ଉପରେ ସୃଷ୍ଟି ହେଲା…

କନକ ବ୍ୟୁରୋ: କୁନି ଝିଅକୁ ଧରି ହସ୍ପିଟାଲ ଆସିଥିଲେ । ଆଶା କରିଥିଲେ ଚିକିତ୍ସା ସାରି ଘରକୁ ଫେରିଯିବେ । ହେଲେ ଦଇବର ବିଧାନ ଥିଲା କିଛି ଅଲଗା । ଭଲ ହୋଇ ସାରା ଦୁନିଆ ଦେଖିବା ଆଗରୁ ସବୁ ଦିନ ପାଇଁ ଆଖିବୁଜି ଦେଲା ୪ ବର୍ଷର ପ୍ରୀତି । ହସ୍ପିଟାଲ କର୍ତ୍ତୃପକ୍ଷ କହିଲେ ପୋଷ୍ଟମର୍ଟମ୍ ନହେଲେ…