Daily Archives

July 19, 2019

ଧୋନିଙ୍କୁ ନେଇ ଆସିଲା ବଡ ଖବର ! ଏବେ କ୍ରିକେଟରୁ ଅବସର ନେବେ ନାହିଁ ଧୋନି, ଜାଣନ୍ତୁ କିଏ ଦେଲା ଏହି ସଂକେତ?

କନକ ବ୍ୟୁରୋ : ଏବେ ଶେଷ ହେବନି ଧୋନିଙ୍କ କ୍ରିକେଟ କ୍ୟାରିୟର । ଆଉ କିଛି ବର୍ଷ କ୍ରିକେଟ ଖେଳିପାରନ୍ତି ଧୋନି । ଖୁବଶୀଘ୍ର ଧୋନି କ୍ରିକେଟରୁ ଅବସର ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ଏଥିରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି ଧୋନିଙ୍କ ମ୍ୟାନେଜର ଅରୁଣ ପାଣ୍ଡେ । ଧୋନିଙ୍କ ମ୍ୟାନେଜର…

ଭାଇରାଲ ଭିଡିଓ ଖୋଳତାଡ: ଗାଡି ନମ୍ବରକୁ ଆଧାର କରି କୁଚିଣ୍ଡାରେ ତଦନ୍ତ, କେବେ ଧରା ହେବେ ଅସାମାଜିକ ଯୁବକ ?

କନକ ବ୍ୟୁରୋ: ନିଛାଟିଆରେ ୨ ଛାତ୍ରୀଙ୍କୁ ନିର୍ଯାତନା ଘଟଣା । ନିର୍ଯାତନା ଦିଆଯାଉଥିବାର ଭିଡିଓ ଭାଇରାଲ ହେବାର ଦିନଟିଏ ବିତି ଯାଇଥିଲେ ବି ଏଯାଏଁ କାହାରିକୁ ଗିରଫ କରିନି ପୋଲିସ । କିମ୍ବା ପୋଲିସ ପାଖରେ ଭିଡିଓ ନେଇ କୌଣସି ଖବର ନାହିଁ । ଭାଇରାଲ ଭିଡିଓରେ କିଏ କିଏ ଅଛନ୍ତି ? ନିର୍ଦ୍ଦିଷ୍ଟ…

ସ୍ମାର୍ଟସିଟିକୁ ଅଧିକ ସ୍ମାର୍ଟ କରିବାକୁ ଆସିବ ଆପ୍ । ଗୋଟିଏ ଆପରେ ରହିବ ପୂରା ରାଜଧାନୀ, ପର୍ଯ୍ୟଟକଙ୍କୁ ବୁଲାଇବ ପୂରା…

କନକ ବ୍ୟୁରୋ: ଗୋଟିଏ ଆପରେ ପୂରା ଭୁବନେଶ୍ୱର । ସ୍ମାର୍ଟସିଟିର ଟିକିନିକି ତଥ୍ୟ ମିଳିବ ଗୋଟିଏ ଆପରେ । ପାର୍କ ଠାରୁ ଆରମ୍ଭ କରି ବଜାର, ମନ୍ଦିର ଠାରୁ ଆରମ୍ଭ କରି ମଲ ପର୍ଯ୍ୟନ୍ତ ପ୍ରତି କ୍ଷେତ୍ରରେ ସହାୟକ ସାଜିବ ଏହି ଆପ୍ । ପୂରା ଭୁବନେଶ୍ୱରର ନକ୍ସା ରହିବ ଏହି ଆପ୍ ମଧ୍ୟରେ । ଯେଉଁ ଆପକୁ…

ସୋମବାର ଯାଏଁ ‘ସ୍ୱାମୀ ସରକାର’ଙ୍କୁ ଆଶ୍ୱସ୍ତି । ଦିନ ଗଡୁଛି, କିନ୍ତୁ ଶେଷ ହେଉନାହିଁ କର୍ଣ୍ଣାଟକ ନାଟକ…

କନକ ବ୍ୟୁରୋ : ତାରିଖ ପେ୍ ତାରିଖ । ଦିନ ଗଡୁଛି, କିନ୍ତୁ କର୍ଣ୍ଣାଟକ ନାଟକର ଅନ୍ତ ହେଉନାହିଁ । ସୋମବାର ପର୍ଯ୍ୟନ୍ତ ସ୍ୱାମୀ ସରକାରକୁ ମିଳିଲା ଆଶ୍ୱସ୍ତି । ଦୁଇଥର ଅଲଟିମେଟମ ପରେ ମଧ୍ୟ କର୍ଣ୍ଣାଟକ ବିଧାନସଭାରେ ହୋଇପାରିଲାନି ଆସ୍ଥା ଭୋଟ । ଆଉ ବାଚସ୍ପତିଙ୍କ ଗୃହ ମୁଲତବୀ ଘୋଷଣା ପରେ…

ଶ୍ରାବଣରେ ମାଡି ଆସିଛି ମରୁଡି଼ ! ରାଜ୍ୟର ୫ଟି ଜିଲ୍ଲାରେ ସାଙ୍ଘାତିକ ସ୍ଥିତି, ବର୍ଷା ଅପେକ୍ଷାରେ ଆକାଶକୁ ଚାହିଁଛି…

କନକ ବ୍ୟୁରୋ: ଶ୍ରାବଣରେ ବି ଶୁଖିଲା ପଡିଛି ଜମି । ବର୍ଷା ଅଭାବରୁ ଟାଙ୍ଗରା ଭୂଇଁରେ ମାଟି ଫାଟି ଆଁ କରିଛି । ଧାନ କିଆରି କାଦୁଅ ପଚପଚ ହେବା ପରିବର୍ତ୍ତେ ଶୁଖି ଯାଇ ପଥର ପାଲଟିଛି । ବର୍ଷା ବିହୁନେ କେଉଁଠି ତଳି ମରିଗଲାଣି ତ ଆଉ କେଉଁଠି ଶୁଖି ହଳଦିଆ ପଡିଗଲାଣି । ଆକାଶରେ ବର୍ଷା ନାହିଁ କି…