Daily Archives

July 18, 2019

ସଙ୍କଟ ଟଳିଲା ରାତିକ ପାଇଁ ! ୟେଦ୍ୟୁରପ୍ପା କହିଲେ, ଛାଡିବୁନି ବିଧାନସଭା,ରାତି ସାରା ଶୋଇବୁ ।

କନକ ବ୍ୟୁରୋ : ନୂଆ ମୋଡରେ କର୍ଣ୍ଣାଟକ ନାଟକ । ଦୀର୍ଘ ଏକ ମାସ ଧରି ଲାଗି ରହିଥିବା କର୍ଣ୍ଣାଟକ ନାଟକ ଥମିବାର ନାଁ ନେଉନାହିଁ । କର୍ଣ୍ଣାଟକ ରାଜ୍ୟପାଳ ବାଜୁଭାଇ ବାଲା ଏହି ନାଟକରେ ଏଣ୍ଟ୍ରି ମାରିଥିଲେ ମଧ୍ୟ ଆସ୍ଥା ଭୋଟ ହୋଇପାରିନାହିଁ । ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ବାଚସ୍ପତି ଗୃହ…

ବ୍ଲଡ୍ ପ୍ରେସର ପାଇଁ ରାମବାଣ ଭଳି କାମ କରେ ପୋସ୍ତ ! ଜାଣନ୍ତୁ କିଭଳି କରିବେ ବ୍ୟବହାର ।

ରୋଷେଇ କରିବା ସମୟରେ ଯେଉଁଭଳି ଭାବରେ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ପାଇଁ କାଜୁ ପେଷ୍ଟକୁ ବ୍ୟବହାର କରାଯାଏ, ଠିକ ସେହିଭଳି ପୋସ୍ତକୁ ମଧ୍ୟ ବ୍ୟବହାର କରାଯାଏ । ଯାହା ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରିଥାଏ । କିନ୍ତୁ ଏହା ଶରୀର ପକ୍ଷେ କେତେ ଲାଭଦାୟକ ତାହା ସମସ୍ତେ ଜାଣି ନଥାନ୍ତି ।…

ନାଟକ ନେଉଛି ନୂଆ ମୋଡ: ନିର୍ଦ୍ଦେଶ ଦେଲେ ରାଜ୍ୟପାଳ, ମାନିଲେନି ବାଚସ୍ପତି ! ଆସ୍ଥା ଭୋଟ ଶେଷ ନକରି ବିଧାନସଭା ମୁଲତବି…

କନକ ବ୍ୟୁରୋ: କର୍ଣ୍ଣାଟକ ନାଟକରେ ପୁଣି ଆସିଲା ନୂଆ ମୋଡ । ଆସ୍ଥା ଭୋଟ ଶେଷ ହେବା ଆଗରୁ ମୁଲତବି ହେଲା କର୍ଣ୍ଣାଟକ ବିଧାନସଭା । ଆସନ୍ତାକାଲି ଯାଏଁ ମୁଲତବି ହେଲା କର୍ଣ୍ଣାଟକ ବିଧାନସଭା । ଆସନ୍ତାକାଲି ଦିନ ୧୧ଟା ପର୍ଯ୍ୟନ୍ତ ଗୃହକୁ ମୁଲତବି ରଖିଲେ ବାଚସ୍ପତି । ତେବେ ଗୃହ କାଲି ଯାଏଁ…

ବିଜୁଳୀ ଚୋରୀ କଲେ ଅନ୍ଧାରରେ ରହିବେ ! ମୋଦି ସରକାର ଆଣୁଛନ୍ତି ନୂଆ ସ୍କିମ୍ , ଏବେ ସଚ୍ଚୋଟରେ ବ୍ୟବହାରକଲେ ପାଇବେ ୨୪…

ଏବେ ବିଜୁଳୀ ଚୋରୀ କଲେ ଅନ୍ଧାରରେ ରହିବେ । ବିଜୁଳୀ ଚୋରୀ ହେଉଥିବା ସ୍ଥାନରେ ଅଧିକ କରେଣ୍ଟ୍ ଯିବ , କିନ୍ତୁ ସଚ୍ଚୋଟରେ ବିଜୁଳୀ ବ୍ୟବହାର କରୁଥିବା ଲୋକଙ୍କ ଘରକୁ ୨୪ ଘଣ୍ଟିଆ ବିଜୁଳୀ ସପ୍ଲାଏ ହେବ । ଏଭଳି ଏକ ସ୍କିମ ଆଣିଛନ୍ତି ସରକାର । ସଚ୍ଚୋଟ ବିଜୁଳୀ ବ୍ୟହାରକାରୀଙ୍କ ପାଇଁ ମୋଦି ସରକାର…

ଆଜି ଶେଷ କର ଆସ୍ଥା ଭୋଟ୍ ! କର୍ଣ୍ଣାଟକ ନାଟକରେ ଯବନିକା ଟାଣିବାକୁ ବାଚସ୍ପତିଙ୍କୁ ନିର୍ଦ୍ଦେଶ ଦେଲେ ରାଜ୍ୟପାଳ

କନକ ବ୍ୟୁରୋ: ରୋଚକ ମୋଡରେ କର୍ଣ୍ଣାଟକ ନାଟକ । ଆସ୍ଥା ଭୋଟ ଆଗରୁ ଗୃହରେ ଚାଲିଥିବା ‘ଅନୁପସ୍ଥିତ’ ନାଟକ ଦି ପାଦ ଆଗକୁ ବଢିଛି । ବିଧାନସଭାରେ ବାଗୀ ବିଧାୟକ ଅନୁପସ୍ଥିତ ଥିବାରୁ ତାହାକୁ ଆଳ କରି ନାଟକ ଚଳାଇଥିବା କଂଗ୍ରେସ-ଜେଡିଏସକୁ ବିରୋଧ କରି ରାଜ୍ୟପାଳଙ୍କ ଦ୍ୱାରସ୍ଥ ହୋଇଛି ବିଜେପି ।…

ବଲିଉଡ୍ ଅଭିନେତା ଏଜାଜ୍ ଖାନ୍ ଙ୍କୁ ଗିରଫ କଲା ମୁମ୍ବାଇ ପୋଲିସ୍ ! ଟିକଟକ୍ ରେ ବିବାଦୀୟ ଭିଡିଓ ସେୟାର୍ କରି ଥାନାକୁ…

ବଲିଉଡ୍ ଅଭିନେତା ଏଜାଜ୍ ଖାନ୍ କୁ ମୁମ୍ବାଇ ପୋଲିସ୍ ଗୁରୁବାର ଗିରଫ କରିଛି । ଟିକଟକ୍ ଷ୍ଟାର ଫେଜୁଙ୍କ ସମର୍ଥନରେ ଭିଡିଓ କରିଥିବା ନେଇ ତାଙ୍କ ଉପରେ ଅଭିଯୋଗ ଲାଗିଛି । ବାସ୍ତବରେ ଏହି ମାମଲା ମହାରାଷ୍ଟ୍ର ଭିଡହିଂସା ସହ ଜଡିତ ଅଛି । ନିକଟରେ ଟିକଟକରେ ୭ ଜଣ ଯୁବକ ତବରେଜ୍ ଅନ୍ସାରୀ…