Daily Archives

July 18, 2019

ଏମାନଙ୍କୁ ସାହସ ଦେଉଛି କିଏ ? ରାଜରାସ୍ତାରେ ହାବିଲଦାରଙ୍କ ହାକିମାତି, ସାମ୍ବାଦିକଙ୍କୁ ଧକ୍କା ମାରିଲେ, ଅଶ୍ଲୀଳ…

କନକ ବ୍ୟୁରୋ : ମାର ସ...ଙ୍କୁ, ପିଟ ସ...ଙ୍କୁ । କୌଣସି ହାର୍ଡକୋର ଅପରାଧୀଙ୍କୁ ନୁହେଁ ବରଂ କାର୍ଯ୍ୟରତ ସାମ୍ବାଦିକଙ୍କ ପ୍ରତି ଏ ହେଉଛି ପୋଲିସର ବ୍ୟବହାର । ଦାଦାଗିରି ଦେଖାଉଛନ୍ତି ଖାକି ପିନ୍ଧା ବାବୁ । ଦିନକୁ ଦିନ ସାଧାରଣ ଲୋକଙ୍କ ପୋଲିସର ଜୁଲୁମ ବଢି ବଢି ଚାଲିଥିବା ବେଳେ ଏବେ ପୋଲିସର…

୪ ମିନିଟର ଛାତିଥରା କାହାଣୀ: ଏକୁୁଟିଆ ପାଇ ୨ ଛାତ୍ରୀଙ୍କୁ ଘେରି ଗଲେ ୮ରୁ ୧୦ ଜଣ ଯୁବକ, ଆଉ ତାପରେ…

କନକ ବ୍ୟୁରୋ: ‘ଜୁହାର ହେଉଛୁ... ଆପଣଙ୍କ ଗୋଡ ଧରୁଛୁ... ଆମକୁ ଛାଡି ଦିଅନ୍ତୁ, ଆମକୁ ଯିବାକୁ ଦିଅନ୍ତୁ...’ ୪ ମିନିଟର ଛାତିଥରା ଭିଡିଓ ଭିତରୁ ଏଥିଲା ପ୍ରଥମ କେଇ ସେକେଣ୍ଡର ଆକୁଳ ନିବେଦନ । ନିଛାଟିଆରେ ନିର୍ଯାତିତ ହେଉଥିବା ନାରୀର ଆର୍ତ୍ତ ଚିକ୍ରାର । ଶୂନଶାନ ରାସ୍ତାରେ ନିର୍ଯାତିତ…

‘ଫେସ୍-ଆପ୍’କୁ ସାବଧାନ ! ବୁଢା ହେବାର ଚିତ୍ର ଦେଇ ଚୋରି କରିପାରେ ସବୁ ତଥ୍ୟ । ସତର୍କ ପାଇଁ ବିଶେଷଜ୍ଞ ପରାମର୍ଶ

କନକ ବ୍ୟୁରୋ: ସୋସିଆଲ ମିଡିଆରେ ଚାଲିଛି ବୁଢା ହେବାର ପ୍ରତିଯୋଗିତା । ସେଲିବ୍ରିଟିଙ୍କ ବୃଦ୍ଧାବସ୍ଥା ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ସମସ୍ତଙ୍କୁ ଘାରିଛି ବୁଢା ହେବାର ନିଶା । ସତ ସତିକା କିମ୍ବା ବୟସରେ ବୁଢା ହେବାର ନିଶା ଘାରିନି । ଯୁବ ଅବସ୍ଥାରେ ଥାଇ ବୁଢା ହେଲେ କେମିତି…

ଛଦ୍ମବେଶରେ ଆସି ହଟହଟା ହେଲେ ସରକାରୀ ଅଫିସର । ସ୍କୁଲରୁ ତଡିଦେଲେ ଶିକ୍ଷକ, ପିଲା ଚୋର ଭାବି ମାଡ ମାରିବାକୁ ଗୋଡାଇଲେ…

କନକ ବ୍ୟୁରୋ: ଦୁର୍ନୀତି ଧରିବାକୁ ଛଦ୍ମବେଶରେ ଆସିବା ଅଫିସରଙ୍କୁ ପଡିଲା ମହଙ୍ଗା । ପାଗଳ ଭାବି ଶିକ୍ଷକ ମାନେ ସ୍କୁଲରୁ ତଡିଦେଲେ ଓ ପିଲା ଚୋର ଭାବି ଗାଁ ଲୋକ ମାଡ ମାରିବାକୁ ଉଦ୍ୟତ ହେବାରୁ ନିଜର ଅସଲି ପରିଚୟ ଦେଇଥିଲେ ସରକାରୀ ଅଫିସର । ଆଉ ଗାଁ ଲୋକଙ୍କ ଠାରୁ ମାଡ ଖାଇବାକୁ ନିଜକୁ…

ଟଙ୍କା ରୋଜଗାର ପାଇଁ ନାଗ ସାପକୁ ଚୁମା, ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ ।ଦେଖନ୍ତୁ ଭିଡ଼ିଓ

କନକ ବ୍ୟୁରୋ : ସୋସିଆଲ ମିଡିଆରେ ବୁଲୁଛି ନାଗ ସାପ ଭିଡିଓ । ଯେଉଁ ଭିଡ଼ିଓରେ ନାଗ ସାପଙ୍କୁ ଚୁମା ଦେଉଛନ୍ତି ଯୁବତୀ । ଜୀବନକୁ ବାଜି ଲଗାଇ ଏଭଳି ଭିଡ଼ିଓ ସୁଟିଂ କରାଯାଉଥିବା ବେଳେ ଏବେ ଏହାକୁ ନେଇ ପ୍ରଶ୍ନ ଉଠିଛି । ସାପଫଣାରେ ଚୁମା । ଏକଥା ଶୁଣିଲେ ହୁଏତ ଆପଣ ବିଶ୍ୱାସ ନକରିପାରନ୍ତି ।…