୨୦ରେ ପାଟକୁରା ବିଧାନସଭା ଆସନ ପାଇଁ ହେବ ଭୋଟଗ୍ରହଣ । ଭୋଟରଙ୍କ ପାଇଁ ଛୁଟି ଘୋଷଣା କଲେ ସରକାର ।
କନକ ବ୍ୟୁରୋ : ଦିନ ଦୁଇଟା ପରେ ପାଟକୁରା ନିର୍ବାଚନ । ଆସନ୍ତା ୨୦ ତାରିଖରେ ପାଟକୁରା ବିଧାନସଭା ଆସନ ପାଇଁ ମତଦାନ ହେବ । ଆଉ ଏହାକୁ ଦୃଷ୍ଟିରେ ରଖି ପାଟକୁରା ଭୋଟରଙ୍କ ପାଇଁ ୨୦ ତାରିଖକୁ ଛୁଟି ଘୋଷଣା କରିଛନ୍ତି ସରକାର । ଆସନ୍ତା ୨୦ ଅଥାର୍ତ ଶନିବାର ଦିନ ପାଟକୁରାର ସବୁ ଶିଳ୍ପସଂସ୍ଥା,…