Daily Archives

July 16, 2019

ରାଜ୍ୟପାଳ ହେବା ନେଇ ଗତକାଲି ରାତିରେ ମିଳିଥିଲା ସଂକେତ । ବିଶ୍ୱଭୂଷଣଙ୍କୁ ଫୋନ୍ କରିଥିଲେ ମୋଦି, ଆଉ କହିଥିଲେ……

କନକ ବ୍ୟୁରୋ : ଝାଡଖଣ୍ଡ ରାଜ୍ୟପାଳ ଭାବେ ଦ୍ରୌପଦୀ ମୁର୍ମୁଙ୍କୁ ଦାୟିତ୍ୱ ଦେବା ପରେ ମୋଦି ସରକାର ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ ବରିଷ୍ଠ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଚୟନ କରିଛନ୍ତି । ଏନେଇ ଆଜି ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଦ୍ରୌପଦୀ ମୁର୍ମୁଙ୍କ ପରେ…

ଲୋୟର ପିଏମଜିରେ ବିରଳ ଦୃଶ୍ୟ ! ବଲାଙ୍ଗୀରରୁ ଭୁବନେଶ୍ୱରରେ ପହଂଚିଲା ହାଇକୋର୍ଟ ବେଂଚ୍ ଆନ୍ଦୋଳନ, କଳା କୋର୍ଟ ପିନ୍ଧି…

କନକ ବ୍ୟୁରୋ : ଓକିଲଙ୍କ ଆନ୍ଦୋଳନ ଆଗରୁ ଅନେକ ଥର ଦେଖିବାକୁ ମିଳିଛି । ହେଲେ କେବେ ରାଜଧାନୀର ଲୋୟର ପିଏମଜିରେ କଳାକୋର୍ଟ ପିନ୍ଧି ଓକିଲ ଆନ୍ଦୋଳନ କରୁଥିବାର ନଜିର ଆଗରୁ ନଥିଲା । ପଶ୍ଚିମଓଡିଶାରେ ହାଇକୋର୍ଟ ସ୍ଥାୟୀ ବେଂଚ ସ୍ଥାପନ ଦାବିରେ ବଲାଙ୍ଗିର ଓକିଲ ସଂଘ ଆନ୍ଦୋଳନରୁ ଆସିବା ପରେ ଏପରି…

ଖାଁ ଖାଁ ବିଧାନସଭା ! ଗୃହରେ ମୁଖିଆ ଥିଲେ କିନ୍ତୁ ମନ୍ତ୍ରୀ ନଥିଲେ । ବିରୋଧୀଙ୍କ କଟାକ୍ଷ, ଦଳୀୟ ପ୍ରଚାର ଆଗ, ବିଧାୟକ…

କନକ ବ୍ୟୁରୋ: ପାଟକୁରା ନିର୍ବାଚନ ପୂର୍ବରୁ ବଦଳୁଛି ବିଧାନସଭା ଚିତ୍ର । ଗତକାଲି ବିଧାନସଭାରେ ଯାହା ଚିତ୍ର ଯାହା ଥିଲା, ସେଥିରେ କିଛି ପରିବର୍ତ୍ତମନ ହୋଇନଥିବା ଉଣାଅଧିକେ ଆଜି ବି ସମାନ ଚିତ୍ର । ବିଧାୟକଙ୍କ ଅନୁପସ୍ଥିତ ଯୋଗୁଁ ଖାଁ ଖାଁ ବିଧାନସଭା । ପ୍ରଶ୍ନକାଳରେ ବାଚସ୍ପତି, ବିଧାୟକଙ୍କ…

ସତ୍ୟବାଦୀ ଟ୍ରିପଲ୍ ମର୍ଡର ଘଟଣାରେ ୬ ଗିରଫ । ବିଚ୍ ରାସ୍ତାରେ ଗୋଡାଇ ହାଣିଥିଲେ ଅଭିଯୁକ୍ତ, ଜାଣନ୍ତୁ ହତ୍ୟାକାଣ୍ଡ…

କନକ ବ୍ୟୁରୋ : ସତ୍ୟବାଦୀରେ ଟ୍ରିପଲ ମର୍ଡର ଘଟଣାରେ ମାଷ୍ଟରମାଇଣ୍ଡ ସହ ୬ ଜଣ ଗିରଫ । ସୁବଳ ବେହେରା, ଶଙ୍କର ବେହେରା, ପୁନିଆ ବେହେରା, ଭିକାରୀ ବେହେରା, ସହଦେବ ବେହେରା ଏବଂ ହରି ବେହେରା । ପୋଲିସ ହାତରେ ଧରାପଡିଛନ୍ତି ସତ୍ୟବାଦୀ ପଟନାୟକିଆ ଛକରେ ଘଟିଥିବା ଟ୍ରିପଲ ମର୍ଡରର ୬ ଜଣ ଅଭିଯୁକ୍ତ…

ପିପିଲି ଟ୍ରିପଲ୍ ମର୍ଡର ଘଟଣାରେ ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ । କହିଲେ, ମାଷ୍ଟରମାଇଣ୍ଡଙ୍କ ସହ ୬ ଜଣ ଗିରଫ,…

କନକ ବ୍ୟୁରୋ : ପିପିଲି ହତ୍ୟାକାଣ୍ଡକୁ ନେଇ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ । ଗତ ୧୪ ତାରିଖରେ ପୁରୀ ଜିଲ୍ଲାର ସଦାନନ୍ଦପୁର ଗାଁ ରେ ୩ ଜଣ ବ୍ୟକ୍ତିଙ୍କୁ ହତ୍ୟା କରିଥିଲେ ଦୁର୍ବୃତ । ଏନେଇ ମୁଖ୍ୟମନ୍ତ୍ରୀ ବିବୃତି ରଖି କହିଛନ୍ତି ଏହି ନିର୍ମମ ହତ୍ୟାକାଣ୍ଡରେ ବର୍ତମାନ ସୁଦ୍ଧା ୬ ଜଣଙ୍କୁ…