Daily Archives

July 16, 2019

ଆଗାମୀ ୪୮ ଘଣ୍ଟା ମଧ୍ୟରେ କ୍ରିକେଟରୁ ଅବସର ନେଇ ନିଷ୍ପତି ନେଇପାରନ୍ତି ଧୋନି । ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରୁ ବାଦ୍…

ବିଶ୍ୱକପରୁ ଟିମ୍ ଇଣ୍ଡିଆ ବିଦାୟ ନେବା ପରେ ଏବେ ଧୋନିଙ୍କ ଅବସରକୁ ନେଇ କ୍ରିକେଟ ଜଗତରେ ଜୋର ଧରିଛି ଚର୍ଚ୍ଚା । ତେବେ ଧୋନି କ୍ରିକେଟରୁ ଅବସର ନେବେ କି ନାହିଁ ତାହା ଆଗାମୀ ୪୮ ଘଣ୍ଟା ମଧ୍ୟରେ ସ୍ପଷ୍ଟ ହୋଇପାରେ । ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ ଦଳ ଘୋଷଣା ଉପରେ ଧୋନିଙ୍କ କ୍ରିକେଟ…

ଲିଫ୍ଟ ଦେବା ବାହାନାରେ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କଲେ ସହପାଠୀ । ଥାନାରେ ଅଭିଯୋଗ ପରେ ୪ ଅଭିଯୁକ୍ତଙ୍କୁ ଗିରଫ…

କନକ ବ୍ୟୁରୋ : ସୁନ୍ଦରଗଡରୁ ପୁଣି ଆସିଛି ସମ୍ବେଦନଶୀଳ ଘଟଣା । କଲେଜ ଛାତ୍ରୀଙ୍କୁ ଲିଫ୍ଟ ଦେବା ବାହାନାରେ ଜଙ୍ଗଲକୁ ଜୋର ଜବରଦସ୍ତି ନେଇ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଆଉ ସବୁଠୁ ବଡ କଥା ହେଉଛି ଗଣଦୁଷ୍କର୍ମ କରିଥିବା ଅଭିଯୁକ୍ତଙ୍କ ମଧ୍ୟରେ ଛାତ୍ରୀଙ୍କର ସହପାଠୀ ରହିଛନ୍ତି ।…

ଅସୁସ୍ଥ ହେଲେ ପଦ୍ମଶ୍ରୀ ଡି ପ୍ରକାଶ ରାଓ । ଛାତିରେ ଯନ୍ତ୍ରଣା ହେବାରୁ କଟକ ଏସସିବି ମେଡିକାଲରେ ହେଲେ ଭର୍ତ୍ତି ।

କନକ ବ୍ୟୁରୋ : ଅସୁସ୍ଥ ହୋଇପଡିଛନ୍ତି ପଦ୍ମଶ୍ରୀ ଡି ପ୍ରକାଶ ରାଓ । ହଠାତ୍ ଛାତିରେ ଯନ୍ତ୍ରଣା ହେବାକୁ ତାଙ୍କୁ କଟକ ଏସସିବି ମେଡିକାଲର ଆଇସିୟୁରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଅନୁଗୁଳରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ହଠାତ ଅସୁସ୍ଥ ହୋଇପଡିଥିଲେ ପ୍ରକାଶ…

ଚନ୍ଦ୍ରଗ୍ରହଣକୁ ନେଇ ସୋସିଆଲ ମିଡ଼ିଆରେ ବୁଲୁଛି ‘ମିଛ ଖବର’ । ଜାଣନ୍ତୁ ୧୫୦ ବର୍ଷ ପରେ ଚନ୍ଦ୍ରଗ୍ରହଣର ସତ କଣ ?

କନକ ବ୍ୟୁରୋ: ଆଜି ସାରା ଭାରତକୁ ଦୃଶ୍ୟମାନ ହେବ ଚନ୍ଦ୍ରଗ୍ରହଣ । ରାତି ପ୍ରାୟ ସାଢେ ଗୋଟାଏରେ ଚନ୍ଦ୍ରଗ୍ରହଣ ସ୍ପର୍ଶ ହେବ । ଏବଂ ରାତି ପ୍ରାୟ ସାଢେ ୪ଟାରେ ସର୍ବମୋକ୍ଷ ହେବ । ତେବେ ଚନ୍ଦ୍ରଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ପାକତ୍ୟାଗ ଓ ଦେବନୀତି ନିଷେଧ କରାଯାଇଛି । ସୋସିଆଲ ମିଡିଆରେ…

ବନ୍ୟା ବିତ୍ପତି ! ୫ଟି ରାଜ୍ୟରେ ବେକାବୁ ପରିସ୍ଥିତି, ବିହାରରେ ୨୫, ଆସାମରେ ୧୫ଜଣଙ୍କ ମୃତ୍ୟୁ । ପାଣିରେ ବୁଡିଲା…

କନକ ବ୍ୟୁରୋ : ବନ୍ୟା ଯୋଗୁଁ ହାହାକାର । ଆସାମ, ବିହାର ସମେତ ୫ଟି ରାଜ୍ୟରେ ବେକାବୁ ହେଉଛି ବନ୍ୟା ପରିସ୍ଥିତି । ବିହାରରେ ୨୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆସାମରେ ୧୫ଜଣଙ୍କର ଜୀବନ ଯାଇଛି । ସେପଟେ କାଜିରଙ୍ଗା ଜାତୀୟ ଉଦ୍ୟାନର ୯୦ ଭାଗ ପାଣିଘେରରେ ରହିଛି । ଆସାମରେ ବ୍ରହ୍ମପୁତ୍ର…

ଗୃହରେ ବିରୋଧୀ ବନାମ ବିରୋଧୀ ! ବିଧାନସଭାରେ ବୋହିଲା ଓଲଟା ବୈତରଣୀ, ମୁହାଁମୁହିଁ ହେଲେ ବିଜେପି-କଂଗ୍ରେସ ସଦସ୍ୟ ।

କନକ ବ୍ୟୁରୋ : ଗୃହରେ ଆଜି ବିରୋଧୀ ବନାମ ବିରୋଧୀ ସ୍ଥିତି ଦେଖିବାକୁ ମିଳିଛି । କଂଗ୍ରେସ ବିଧାୟକମାନେ ବିଜେପି ବିଧାୟକଙ୍କୁ ଗୃହରେ କହିବାକୁ ସୁଯୋଗ ଦେଉନଥିବା ଅଭିଯୋଗ ଆଣିଛି ବିଜେପି । ଏମିତିକି ଜାଣିଶୁଣି କଂଗ୍ରେସ ବିଧାୟକ, ବାଧା ସୃଷ୍ଟି କରୁଥିବା ଅଭିଯୋଗ କରିଛନ୍ତି ବିରୋଧୀ ଦଳ…